ପାରଳାଖେମୁଣ୍ଡିରେ ଜୋରଦାର ଚାଲିଛି ରଥ ନିର୍ମାଣ , ଯୁଦ୍ଧକାଳୀନ ଭିତ୍ତିରେ କାମ

ଆଉ ଦିନ କେଇଟା ପରେ ରଥଯାତ୍ରା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପାରଳାଖେମୁଣ୍ଡି ରାଜଦାଣ୍ଡ ରଥ ଖଳାରେ ପ୍ରସ୍ତୁତ ହେଉଛି ତିନି ରଥ…

ବିଗ୍ରହ ନୁହେଁ, ଚାରି ପଥର ପିଣ୍ଡିରେ ହେଉଛି ମହାପ୍ରଭୁଙ୍କ ପୂଜା

ବିଗ୍ରହ ନୁହେଁ, ଚାରିଟି ପଥର ପିଣ୍ଡି । ତଥାପି ପ୍ରତିଦିନ ଲାଗି ରହିଛି ପୂଜାର୍ଚ୍ଚନା, ଭୋଗ ଓ ଭକ୍ତଙ୍କ ସମାଗମ । ଜଗନ୍ନାଥ ସଂସ୍କୃତିର ଏମିତି ଏକ…

ଲଲେଇ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା । ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ…

ରୋଜଗାର ପାଇଁ ଯାଇଥିଲେ , ସୁରତ ବନ୍ୟାରେ ନିଖୋଜ ହେଲେ ଓଡ଼ିଆ ଶ୍ରମିକ

ରୋଜଗାର ଆଶାରେ ଯାଇଥିଲେ ବନ୍ୟା ପାଣିରେ ଭାସି ଗଲେ । ଗୁଜୁରାଟର ସୁରତର ଲଗାଣ ବର୍ଷାର ଓଡ଼ିଆ ଶ୍ରମିକ ଭାସି ଯାଇଛନ୍ତି । ଗୁଜରାଟର ସୁରତ ସହରରେ…

୫ କୋଟିର ରାସ୍ତା ମାସେରେ ବେହାଲ , ଧସିଲା ବନ୍ଧ ରାସ୍ତା ଉଠିଲା ପିଚୁ

୫ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଲା ରାସ୍ତା, ହେଲେ ମାସେ ନପୂରୁଣୁ ଦେଖାଦେଲା ଫାଟ । କେଉଁଠି ଧସିଗଲା ରାସ୍ତା, ତ ଆଉ କେଉଁଠି ଉଠିଗଲା…

ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଏକାଦଶ ଦିନ , ଭକ୍ତଙ୍କ ପ୍ରବଳ ଭିଡ଼

ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି ଶ୍ରୀ ଅଲାରନାଥ ପୀଠ । ଅଣସର ଦର୍ଶନର ଏକାଦଶ ଦିନରେ ମଧ୍ୟ ମନ୍ଦିରରେ ଲାଗିଛି ଭକ୍ତଙ୍କ ଲମ୍ବା…

ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ବେଳେ ଆକ୍ସନ୍ , ୨୦ ଗୋରୁ ସହ ୩ ପିକଅପ୍ ଜବତ

ପଶ୍ଚିମବଙ୍ଗକୁ ହେଉଥିବା ବେଆଇନ ଗୋରୁ ଚାଲାଣ ଉପରେ ଆକ୍ସନ୍ । ଗୋରୁ ବୋଝେଇ ୩ଟି ପିକଅପ୍ ଗାଡ଼ିକୁ ଅଟକାଇଲା ବଜରଙ୍ଗଦଳ । ଗାଡ଼ିରୁ ୨୦ଟି ଗୋରୁ ଜବତ…

୨୦୦ ପିଲାଙ୍କ ପାଇଁ ୨ ଶିକ୍ଷକ! ଆଶ୍ରମ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ସରକାର ବଦଳିଲା ହେଲେ ବଦଳିଲାନି ଶିକ୍ଷାବ୍ୟବସ୍ଥା । କୋରାପୁଟ ଲକ୍ଷ୍ମୀପୁର ଚାରଡ଼ା ଆଶ୍ରମ ବିଦ୍ୟାଳୟରେ ୨୦୦ ପିଲାଙ୍କୁ ଦୁଇଜଣ ଶିକ୍ଷକ । ପାଠ ପଢ଼ାଉଛନ୍ତି ମାଟ୍ରନ, ଶିକ୍ଷାନୀତି…

କନିଆ ଡବରୀ ଗାଁ ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ପୋଖରୀରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, ରତିପାଲି କନିଆ ଡବରୀ…

ଦୟାନଦୀରେ ବୁଡ଼ି ମତ୍ସ୍ୟଜୀବୀ ନିଖୋଜ , ଡଙ୍ଗାରୁ ଖସି ଘଟିଲା ଅଘଟଣ

ଦୟାନଦୀରେ ଅଘଟଣ । ମାଛ ଧରିବାକୁ ଯାଇ ନଦୀରେ ବୁଡ଼ି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ଛାୟା ଖେଳିଯାଇଛି…

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ , ଆଜି ହେବ ଚକାବିଜେ ନୀତି

ଅଣସର ଘରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଅସୁସ୍ଥତା ପରେ ଚାଲିଥିବା ଗୁପ୍ତ ନୀତିକାନ୍ତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚକାବିଜେ ନୀତି…

କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ଦ୍ୱନ୍ଦ୍ୱ , ସ୍ପଷ୍ଟତା ମାଗିଲେ ଅଭିଭାବକ

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଶା ନେଇ ଘୋଷଣା ହୋଇଥିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’। ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନେ ଯେପରି ଉଚ୍ଚଶିକ୍ଷା…

ମାଣିଆବନ୍ଧ ଗୁଳିକାଣ୍ଡରେ ବଡ଼ ସଫଳତା , ସରପଞ୍ଚ ସ୍ୱାମୀଙ୍କୁ ଆକ୍ରମଣ ମାମଲାରେ ୩ ଗିରଫ

ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କୁ ଗୁଳିମାଡ଼ ଘଟଣାରେ ବଡ଼ ସଫଳତା ପାଇଛି ପୁଲିସ । ଗୁଳିକାଣ୍ଡ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ…

ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି! କଟକରେ ଆରମ୍ଭ ହେଲା ବଡ଼ ଧରଣର ଚଢ଼ାଉ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ କଟକରେ ଜୋରଦାର ହୋଇଛି ଚେକିଂ । ବାରମ୍ବାର ନିୟମ ଖିଲାଫାକାରୀଙ୍କ ଯୋଗୁଁ ପରିବହନ ବିଭାଗର…