ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ କଟକରେ ଜୋରଦାର ହୋଇଛି ଚେକିଂ । ବାରମ୍ବାର ନିୟମ ଖିଲାଫାକାରୀଙ୍କ ଯୋଗୁଁ ପରିବହନ ବିଭାଗର ବି ଚିନ୍ତା ବଢ଼ିଛି ।
ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ କଟକରେ ଜୋରଦାର ହୋଇଛି ଚେକିଂ । ବାରମ୍ବାର ନିୟମ ଖିଲାଫାକାରୀଙ୍କ ଯୋଗୁଁ ପରିବହନ ବିଭାଗର ବି ଚିନ୍ତା ବଢ଼ିଛି । ଉଲ୍ଲଙ୍ଘନକାରୀଙ୍କୁ ସାବାଡ କରିବା ଲାଗି କଟକରେ ବଡ଼ଧରଣର ଚଢ଼ାଉ ଆରମ୍ଭ ହୋଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା ଆକ୍ସନ ଲାଗି ଆରଟିଓଙ୍କୁ ନିର୍ଦ୍ଦେଶ ହୋଇଥିଲା । ସେହି ଅନୁଯାୟୀ ଏହି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।

