ଚିକିତ୍ସା ପୂର୍ବରୁ ମୃତ ଘୋଷଣା? ଡାକ୍ତରଙ୍କ ବିରୋଧରେ ପରିବାରର ସଙ୍ଗିନ ଅଭିଯୋଗ

 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରୁ ଆସିଛି ଏକ ଚମକାଇଦେବା ଭଳି ଅଭିଯୋଗ । ପରିବାର ଲୋକଙ୍କ ଦାବି, ଜଣେ ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ନକରି…

ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ , ସିକର ଜିଲ୍ଲାପାଳଙ୍କ ଚିଠି ପରେ ଆକ୍ସନ୍

ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ନେଇ ଉଠିଥିବା ବିବାଦରେ ଆସିଛି ନୂଆ ମୋଡ଼ । ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହୋଇଛି ରଥଯାତ୍ରା । ଆଜି…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ମାଇନ୍ସ ଡେପୁଟି ଡିରେକ୍ଟର

ଲାଞ୍ଚ ନେବାବେଳେ ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଘରୁ ମିଳିଛି ବିପୁଳ…

୪୨ ଲକ୍ଷ ଟଙ୍କାର ବିଲ୍ ଛାଡ଼ିଲେ ଶାହାରୁଖ , ଟ୍ରୋଲରଙ୍କୁ ନିର୍ଦ୍ଦେଶକଙ୍କ କଡ଼ା ଜବାବ

ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ଏକ ମାନବିକ ପଦକ୍ଷେପକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସହ ବିବାଦ ମଧ୍ୟ ଜୋର ଧରିଛି । ମରାଠୀ ସିନେମା…

ନାଚୁ ନାଚୁ ବସ୍‌ ଆଗକୁ ଚାଲିଗଲେ, ଘଟଣାସ୍ଥଳରେ ଗଲା ଜୀବନ

ବରଯାତ୍ରୀ ଆସିଥିବା ଯୁବକଙ୍କ ଉପରେ ମାଡ଼ିଗଲା ବସ୍ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ବଡ଼ଚଣା ମେଡିକାଲ ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା ।…

ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ , ଅଭିଯୁକ୍ତ ଗିରଫ

ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଘଟିଛି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ନିନ୍ଦନୀୟ ଘଟଣା । ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଜଣେ ଯୁବକ…

ବିମାନବନ୍ଦର ସୁରକ୍ଷା ପାଇଁ ବିଏମସିର ବଡ଼ ଆକ୍ସନ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ଚୁକ୍ତି କରିବାକୁ ଫୋନ୍ କରୁଛି ଇରାନ: ଘନଘନ ଆକ୍ରମଣ ମଧ୍ୟରେ ଚାଞ୍ଚଲ୍ୟକର ଦାବି କଲେ ଟ୍ରମ୍ପ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଇରାନୀ ଅଧିକାରୀମାନେ କିଛି ସମୟ ପୂର୍ବରୁ ଫୋନ୍ କରିଥିଲେ । ସେମାନେ ଏକ ଆପୋଷ…

ବର୍ଷା ପୂର୍ବରୁ ସେତୁ-କଲଭର୍ଟ ମରାମତି , ସରକାରଙ୍କ ବଡ଼ ନିର୍ଦ୍ଦେଶ

ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ଯାତାୟାତକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ରଖିବା ପାଇଁ ରାଜ୍ୟ ସରକାର ସେତୁ ଓ କଲଭର୍ଟର ମରାମତି କାର୍ଯ୍ୟକୁ ସର୍ବୋଚ୍ଚ…

ରାତିଅଧରେ ୪ଥର ଥରିଲା ମହାରାଷ୍ଟ୍ର: ସିରିଜ୍ ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ

ଲଗାତାର ମୌସୁମୀ ବର୍ଷା ଦ୍ବାରା ପ୍ରଭାବିତ ରାଜ୍ୟରେ ମଧ୍ୟରାତ୍ରିରେ ଭୂମିକମ୍ପ ହେବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଲୋକଙ୍କ…

ବ୍ରହ୍ମପୁର ଆକ୍ରମଣ ମାମଲାରେ ଚିନୁ ଗିରଫ , ବଳିଆ ଏବେବି ଫେରାର

ଯୁବକଙ୍କୁ ଆକ୍ରମଣ । ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ବଡ଼ବଜାରରେ ଯୁବକଙ୍କୁ ଆକ୍ରମଣ ଘଟଣା । ଚିନୁ ଓରଫ୍ ବି. ଦିଲେୟାକୁ ଗିରଫ କଲା ପୁଲିସ୍ ।…

ରୁଷ ପାଇଁ ବଢ଼ିଲା ବିପଦ ! ୟୁକ୍ରେନକୁ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣର ଅନୁମତି

ତୁର୍କିରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ସବୁଠାରୁ ବଡ଼ ପ୍ରତିରକ୍ଷା ଉପହାର ଦେଇଛନ୍ତି। ତୁର୍କିରେ…

ପାଣି ନମିଳିବାରୁ ରାସ୍ତାରୋକ୍ , ରାଜପଥ ଅବରୋଧ କଲେ ଗ୍ରାମବାସୀ

ପାନୀୟ ଜଳ ପାଇଁ ପୁଣି ରାଜରାସ୍ତାରେ ଆନ୍ଦୋଳନ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅଧୀନ ଫତେଗଡ଼ ନିକଟ ମାଧପୁର ଗ୍ରାମରେ ଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ…

ଏଣିକି କେବଳ ଜରିମାନା ନୁହେଁ , ସିଧା ଜବତ ହେବ ଗାଡ଼ି

ରାଜ୍ୟରେ ବୈଧ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଗାଡ଼ି ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ପରିବହନ ବିଭାଗ । ଏଣିକି କେବଳ ଇ-ଚାଲାଣ କାଟି…

ମୌସୁମୀ ବର୍ଷାରେ ବେହାଲ ଦିଲ୍ଲୀ , ରେଡ୍ ଆଲର୍ଟ୍ ଜାରି

ମୌସୁମୀର ପ୍ରଭାବରେ ଉତ୍ତର ଭାରତରେ ଲଗାତାର ବର୍ଷା ଜାରି ରହିଛି । ବିଶେଷକରି ଦିଲ୍ଲୀ ଓ ହରିଆଣାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ…