ବଢୁଥିବା ଅଣ୍ଡା ଦରକୁ ନେଇ ଆସିଛି ବଡ଼ ଖବର! ମିଳିଲା ମନ୍ତ୍ରୀଙ୍କ ଆଶ୍ୱାସନ

ରାଜ୍ୟରେ ଏବେ ଅଣ୍ଡା ଦର ବଢ଼ିଥିବା ବେଳେ, ଆଗାମୀ ଦିନରେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମନ୍ତ୍ରୀ । ତାଙ୍କ କହିବା ଅନୁସାରେ, ଓଡ଼ିଶାରେ…

ହେଗସେଥ୍‌ଙ୍କ ସମେତ ୧୫ କୋଟିରୁ ଅଧିକ ଆମେରିକୀୟଙ୍କ ତଥ୍ୟ ଲିକ୍ : ଡାର୍କ ୱେବ୍‌ରେ ବିକ୍ରି କରିଛନ୍ତି ହ୍ୟାକର୍ସ

ସାମ୍ବାଦିକ ବ୍ରାଏନ୍ କ୍ରେବ୍ସ ଏହି ତଥ୍ୟ ବିକ୍ରିର ପର୍ଦ୍ଦାଫାସ କରିଛନ୍ତି। ତାଙ୍କ ଅନୁଯାୟୀ, ତାଙ୍କ ନିଜସ୍ୱ ତଥ୍ୟ ମଧ୍ୟ ୱେବସାଇଟରେ ବିକ୍ରି ପାଇଁ ତାଲିକାଭୁକ୍ତ କରାଯାଇଥିଲା। ଆମେରିକାର…

ଯମୁନାରେ ଡଙ୍ଗା ବୁଡ଼ି ଘଟଣା: ନିଖୋଜ ୨ ପାରା ସ୍ପେଶାଲ ଫୋର୍ସ ଯବାନଙ୍କ ମୃତଦେହ ଉଦ୍ଧାର

ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ରାତ୍ରିକାଳୀନ ଵାଟର-ଟ୍ରେନିଂ ଅଭ୍ୟାସ ସମୟରେ ୫ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ଏକ ମୋଟରବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ହରିୟାଣାର…

ଦିଲ୍ଲୀ ଜଳ ବୋର୍ଡ ଏସଟିପି ଦୁର୍ନୀତି ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି : ମିଳିଲା ଜାମିନ

କୋର୍ଟ ତାଙ୍କୁ ୨ ଲକ୍ଷ ଟଙ୍କାର ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି।ଶୁଣାଣି ସମୟରେ, ସତ୍ୟେନ୍ଦ୍ର ଜୈନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଏନ ହରିହରନ ଯୁକ୍ତି ଦେଇଥିଲେ ଯେ…

ତିବ୍ଦତରେ ୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ହଜାରେରୁ ଲୋକ ପ୍ରାଣ ହରାଇଥିଲେ କିମ୍ବା ନିଖୋଜ ହୋଇଯାଇଥିଲେ। ଗୁରୁବାର ସୁଦ୍ଧା ନେପାଳ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧,୨୫୨ରେ ପହଞ୍ଚିଛି। ଏହାସହିତ ଏପର୍ଯ୍ୟନ୍ତ ୪,୨୦୦ ଲୋକ ନିଖୋଜ…

ଜାତିଗତ ହିଂସାରେ ୩ ବର୍ଷରେ ୩୦୬ ଜଣଙ୍କ ମୃତ୍ୟୁ, ୪୯ ନିଖୋଜ: ବିଧାନସଭାରେ ସୂଚନା ଦେଲେ ମଣିପୁର ଗୃହମନ୍ତ୍ରୀ

୨୦୨୩ ମେ’ ମାସରେ ଘଟିଥିବା ଜାତିଗତ ହିଂସାରେ ୩୦୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୯ ଜଣ ଏବେ ବି ନିଖୋଜ ଅଛନ୍ତି। ମୈତେଇ ସମ୍ପ୍ରଦାୟର ଅନୁସୂଚିତ…

ଦିଲ୍ଲୀରେ ଓଡ଼ିଶା କସରତ୍‌ ! ରାଜନୀତିକ ଦୃଷ୍ଟିରୁ ତିନି ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା

ରାଜନୀତିକ ଦୃଷ୍ଟିରୁ ତିନି ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ , ବିରୋଧୀ ଦଳ ନେତା ଏବଂ ପିସିସି ସଭାପତିଙ୍କ ଦିଲ୍ଲୀ ଗସ୍ତ ଅନେକ…

ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ନେପାଳ, ବିଶ୍ୱ ଦରବାରରେ ବଡ଼ କୂଟନୈତିକ ଲଢ଼େଇ ପାଇଁ ପ୍ରସ୍ତୁତ, ଭାରତ, ଚୀନ ଓ ଆମେରିକାକୁ ଦାୟୀ

ଏହି ବିପର୍ୟ୍ୟୟରେ ୧ ହଜାର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ ହଜାର ୯୦୦ ଲୋକ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ…

ନେପାଳର ପ୍ରଳୟଙ୍କରୀ ବନ୍ୟା: ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ବନ୍ୟାର ତାଣ୍ଡବଲୀଳା ମଧ୍ୟରେ ପ୍ରତିଦିନ ମୃତକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଉଦ୍ଧାରକାରୀ ଟିମ୍ ଦିନରାତି କାଦୁଅ ଓ ଭଗ୍ନାବଶେଷ ମଧ୍ୟରୁ ପ୍ରତିଦିନ ଶହ ଶହ…

ଆଜିଠୁ ଭିତରକନିକାରେ ୩ ଦିନିଆ ଦେଶୀୟ ପକ୍ଷୀ ଗଣନା; ନିୟୋଜିତ ହେଲେ ୪ଟି ଟିମ୍‌

ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣିବଗ, କପାରଖାଇ ପ୍ରଭୁତି ୧୦ ପ୍ରକାର ପ୍ରଜାତିର ପକ୍ଷୀ ଗଣନା କରାଯାଏ।…

ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

କଳମା ନିକଟରେ ବସରୁ ଓହ୍ଲାଇବା ପରେ ସେ ନିଜ ସାଇକେଲ ଧରି ଆମ୍ବୁଲକୁଡା ଅଭିମୁଖେ ବାହାରିଥିଲେ । ମାତ୍ର ସେହି ସମୟରେ କଳମା-ଆମ୍ବୁଲକୁଡା ରାସ୍ତାର ବାଙ୍କତିରା ନିକଟସ୍ଥ…

ବିଲୀନ ହେବ ରାଜଧାନୀ ସ୍ଥିତ ଡିଏମ୍‌ ସ୍କୁଲ ; କେଭିଏସ୍‌ ସହ ମିଶିଯିବ ୬୨ ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନ

୧୯୬୪ ମସିହାରେ ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ  ସହ ମିଶାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଐତିହ୍ୟ ସମ୍ପନ୍ନ ଏହି…

‘ପିଲାଙ୍କୁ ଶିକ୍ଷକ ଦରକାର, ଏଆଇ ନୁହେଁ’ : ଏହି ଦେଶର ସ୍କୁଲଗୁଡ଼ିକରେ AI ବ୍ୟବହାର ବ୍ୟାନ୍

ଏହି ପ୍ରତିବନ୍ଧକ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ତେବେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସୀମିତ କ୍ଷେତ୍ରରେ…

୨୧ ଦେଶରେ ବର୍ଷକରେ ୨ କୋଟି ଶିଶୁ ଅନଲାଇନ୍ ଯୌନ ଶୋଷଣର ଶିକାର: ଜାତିସଂଘ ରିପୋର୍ଟ

ରିପୋର୍ଟ ଅନୁସାରେ, ଆଫ୍ରିକା, ଏସିଆ, ଲାଟିନ୍ ଆମେରିକା ଏବଂ ପୂର୍ବ ୟୁରୋପରେ ୧୨ରୁ ୧୭ ବର୍ଷ ବୟସର ପ୍ରତି ୫ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଅନଲାଇନ୍…

ବଦଳିବ ହର୍ମୁଜ ପ୍ରଣାଳୀର ନାଁ ! ଟ୍ରମ୍ପ ପ୍ରଣାଳୀ ରଖିବାକୁ ପ୍ରସ୍ତାବ

ଟ୍ରମ୍ପ ଏକ ସୋସିଆଲ ମିଡିଆରେ ହର୍ମୁଜ ଏକ ଫଟୋ ସେୟାର କରି ପ୍ରଶ୍ନ କରିଛନ୍ତି, ଏବେ ଯେହେତୁ ଏହା ଯୁକ୍ତରାଷ୍ଟ୍ରର ନିୟନ୍ତ୍ରଣରେ ଅଛି, ଆମେ କଣ ହର୍ମୁଜ…