ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

ତାମିଲନାଡୁର ଗ୍ୟାସ୍ ଲିକ୍ ଦୁର୍ଘଟଣା ପୁଣି ଥରେ ଓଡ଼ିଶା ପାଇଁ ଦୁଃଖଦ ଖବର ଆଣିଛି। ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ହୋଇଛି ।…

ଗ୍ୟାଙ୍ଗଷ୍ଟରକୁ କିଏ ଦେଲା ଭିଆଇପି ସୁବିଧା? ରିପୋର୍ଟକୁ ନେଇ ତର୍ଜମା

ଚୌଦ୍ଵାର ଜେଲ ଭିତରେ ଗ୍ୟାଙ୍ଗଷ୍ଟାର୍ ଥର ଜେଲ ଭିତରେ ପ୍ରବେଶ ଘଟଣା । ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଲେ ଜେଲ ଅଧିକ୍ଷକ । ରିପୋର୍ଟକୁ ନେଇ…

ଟ୍ରମ୍ପଙ୍କ ନୂଆ ଧମକ : ଯଦି ଇରାନ ଚୁକ୍ତିରୁ ଓହରେ, ତେବେ ଯାହା କରିବା କଥା ମୁଁ କରିବି

ସ୍ୱିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହେରାନକୁ ଧମକ…

କାମାକ୍ଷାନଗରରେ ଚୋରା କାଠ ଠାବ , ବନବିଭାଗ ଜବତ କଲା ୨୦ ସିଫ୍ଟ କାଠ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଇଁବିଲି ଗ୍ରାମରେ ଚୋରା କାଠ ଜବତ, ଜଣେ ଅଟକ । ସୂଚନା ଅନୁସାରେ କଇଁବିଲି ଗ୍ରାମର ଅଖିଳ କୁମାର ସାହୁଙ୍କ ଘରେ ପୁଲିସ…

ପୁଣି ମନ୍ଦିରରେ କଳାକନା , ମା’ ମଙ୍ଗଳାଙ୍କ ମଙ୍ଗଳସୂତ୍ର ସହ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍

ପୁଣି ମନ୍ଦିରରୁ ଲୁଟ୍‌ । ପଞ୍ଚାୟତ ଅଫିସ୍ ଜଗିବାକୁ ଯାଇଥିଲେ ସ୍ବାମୀ-ସ୍ତ୍ରୀ । ଏପଟେ ଘରଲୋକଙ୍କୁ ବାହାରୁ ତାଲା ମାରି ଘର ମନ୍ଦିରରୁ ଲୁଟିନେଲେ ଲୁଟେରା ।…

ପଙ୍କରେ ଫସିଥିବା ହରିଣକୁ ବଞ୍ଚାଇଲେ ଗ୍ରାମବାସୀ

ବାଂକୋଇ ନିକଟସ୍ଥ କନ୍ତେଇଲୋ ବଡ଼ ପୋଖରୀରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଦୃଶ୍ୟ । ସୁଖିଯାଇଥିବା ପୋଖରୀରେ ପଙ୍କ ମଧ୍ୟରେ ଫସି ଅସହାୟ ଅବସ୍ଥାରେ ପଡ଼ିରହିଥିଲା ଏକ…

ଯୁଦ୍ଧ ସମୟରେ ଇସ୍ରାଏଲକୁ ସାହାଯ୍ୟ କରିବା ଏବଂ ସରକାର ବିରୋଧୀ ପ୍ରଚାର ପ୍ରସାର ଅଭିଯୋଗ

ଇରାନର ନ୍ୟାୟପାଳିକା କହିଛି ଯେ, ଦେଶର ‘ଶତ୍ରୁ’କୁ ସହାୟତା ପ୍ରଦାନ କରିବା ଅଭିଯୋଗରେ ଗତ କିଛି ମାସ ମଧ୍ୟରେ ୩,୨୯୨ ଲୋକଙ୍କୁ ଗିରଫ କରାଯାଇଛି।  ଇରାନର ନ୍ୟାୟପାଳିକା…

ମୋଦୀ ସରକାରଙ୍କ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନଙ୍କ ଇସ୍ତଫା : କାର୍ଯ୍ୟକାଳ ଶେଷ ପରେ ଗ୍ରହଣ କଲେ ପଦକ୍ଷେପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ ମଙ୍ଗଳବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣା : ୪ ମାଲିକ ଗିରଫ, ୪ ସରକାରୀ ଅଧିକାରୀ ନିଲମ୍ବିତ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ତିନି ମହଲା ବ୍ୟବସାୟିକ ପ୍ରତିଷ୍ଠାନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ମାମଲାରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଉତ୍ତର…

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ଭାରତୀୟ ସହରରେ ଢୋକେ ପାଣି ପାଇଁ କଷ୍ଟ ସହିବେ ଲୋକେ

ବିଶ୍ୱସ୍ତରୀୟ କ୍ରେଡିଟ୍ ରେଟିଂ ଏଜେନ୍ସି ମୁଡିଜ୍ ରେଟିଂସ୍ ଭାରତର ଜଳ ସଙ୍କଟ ବିଷୟରେ ଏକ ବଡ଼ ଚେତାବନୀ ଜାରି କରିଛି। ମୁଡିଜ୍ ରେଟିଂସ୍ ଭାରତର ଜଳ ପରିଚାଳନା…

ଠିକ୍ ସମୟରେ ହେବ ବୋର୍ଡ ଓ ନିଗମ ନିଯୁକ୍ତି : ମନମୋହନ ସାମଲ

ବୋର୍ଡ ଓ ନିଗମ ନିଯୁକ୍ତି ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ଉପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ…

ବିବାହିତ ଝିଅଙ୍କ ଅନୁକମ୍ପା ନିଯୁକ୍ତିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ

ବିବାହିତ ଝିଅଙ୍କ ଅନୁକମ୍ପା ନିଯୁକ୍ତିକୁ ନେଇ ଆସିଛି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କେବଳ ବିବାହ ହୋଇଯାଇଥିବା କାରଣରୁ କୌଣସି ଯୋଗ୍ୟ ଝିଅଙ୍କୁ ଅନୁକମ୍ପା ନିଯୁକ୍ତିରୁ ବଞ୍ଚିତ…

ସାମାନ୍ୟ ବଚସାର ରକ୍ତାକ୍ତ ପରିଣତି, ଛୁରିରେ ବାପାଙ୍କ ତଣ୍ଟି କାଟିଲା ପୁଅ

କୌଣସି ସାମାନ୍ୟ କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତେଜନା ବଢ଼ିବା ପରେ ପୁଅ ଏକ ଧାରୁଆ ଛୁରିରେ ବାପାଙ୍କ ତଣ୍ଟିକୁ…

୯ ଜୁଲାଇରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ

ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଦେଶର ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ଦିନିକିଆ ଗସ୍ତରେ ସେ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଓ ସାମାଜିକ…

ରାଷ୍ଟ୍ରପତିଙ୍କୁ ଆପତ୍ତିଜନକ ଶବ୍ଦ ବ୍ୟବହାର ଓ ଧମକ ଅଭିଯୋଗ , କଣାସ ଥାନାରେ ଏତଲା

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଧମକ ଦେବା ଅଭିଯୋଗ । ଫୋନ୍ କରି ଧମକ ଦେବା ଅଭିଯୋଗରେ ପୁରୀ ଜିଲ୍ଲା କଣାସ ଗଡ଼ିଶାଗୋଦା ଥାନାରେ…