ପ୍ରଶାନ୍ତ କିଶୋରଙ୍କ ବଢ଼ିଲା ଅଡ଼ୁଆ! ବିବାଦୀୟ ବୟାନ ପରେ ସାଇବର ଥାନାରେ ଅଭିଯୋଗ

ଅଭିଯୋଗ ଅନୁଯାୟୀ, ସୋସିଆଲ ମିଡିଆରେ ପ୍ରଶାନ୍ତ କିଶୋରଙ୍କ ଏକ ଭିଡିଓ ପ୍ରସାରିତ ହେଉଛି। ଏଥିରେ ସେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ନେଇ ଗୁଳି ମାରିବା ସମ୍ପର୍କିତ କଥା…

ପ୍ରଚଣ୍ଡ ଗରମର କରାଳ ରୂପ ; ଆଖି ଆଗରେ ତରଳିଗଲା ସ୍ଲୋଭେନିଆର ଶେଷ ଗ୍ଲେସିୟର

ସ୍ଲୋଭେନିଆର ରାଜଧାନୀ ଲ୍ୟୁବ୍ଲିଆନାର ବୈଜ୍ଞାନିକମାନେ ଦୀର୍ଘ ୮୦ ବର୍ଷ ଧରି ଏହି ଗ୍ଲେସିୟରଗୁଡ଼ିକ ଉପରେ ନଜର ରଖିଆସୁଛନ୍ତି। ୧୯୪୬ ମସିହାରେ ଟ୍ରିଗ୍ଲାଭ୍ ଗ୍ଲେସିୟରର ନିରୀକ୍ଷଣ ଆରମ୍ଭ ହୋଇଥିଲା।…

ଯେବେ ଏଲ୍‌-ନିନୋ ରଚିଥିଲା ଭୟଙ୍କର ତାଣ୍ଡବ;ଭୋକରେ ଚାଲିଯାଇଥିଲା କୋଟି କୋଟି ଜୀବନ

୧୮୭୫ ମସିହା ପାଖାପାଖି ବର୍ଷା ଅଭାବରୁ ଅନେକ ଅଞ୍ଚଳରେ କୃଷିକାର୍ଯ୍ୟ ପ୍ରଭାବିତ ହୋଇଥିଲା। ୧୮୭୬ରୁ ୧୮୭୮ ମଧ୍ୟରେ ମରୁଡ଼ିର ପ୍ରଭାବ ଆହୁରି ଗମ୍ଭୀର ହୋଇଥିଲା। ଜମିରେ ଫସଲ…

ମାତ୍ର ୪୫ ପଇସାରେ ୧୦ ଲକ୍ଷର ସୁରକ୍ଷା ; ରେଳବାଇର ବଡ଼ ନିଷ୍ପତ୍ତି, ଯାତ୍ରୀଙ୍କୁ ମିଳିବ ଫାଇଦା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଅନଲାଇନ୍ ଟିକେଟ୍ ବୁକିଂ କରୁଥିବା ଯାତ୍ରୀଙ୍କ ପରି କାଉଣ୍ଟରରୁ ଟିକେଟ୍ କିଣୁଥିବା ଯାତ୍ରୀଙ୍କୁ ମଧ୍ୟ ବୀମା ସୁରକ୍ଷା…

ନଭେମ୍ବରରୁ ମହଙ୍ଗା ମାଡ଼ ! ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଅର୍ଥନୀତିଜ୍ଞ ଆଲେକ୍ସଜାଣ୍ଡ୍ରା ହରମାନ ପ୍ରସାଦ ନଭେମ୍ବରରେ ଇନ୍ଧନ ଦର ବୃଦ୍ଧିର ସମ୍ଭାବନା ଥିବା କହିଛନ୍ତି। ପୁଣି ବଢ଼ିପାରେ…

“ଯୋଗୀଜୀ, ମୋ ବାହାଘରକୁ ନିଶ୍ଚୟ ଆସିବେ…” ଭାବପ୍ରବଣ ଚିଠି ଲେଖି ଏମିତି ଅନୁରୋଧ କଲେ ଯୁବତୀ

କେରଳର ଅରୁନ୍ଧତୀ ନିଜ ଚିଠିରେ ପିଲାଦିନର ଏକ ଘଟଣା ବିଷୟରେ ଲେଖିଛନ୍ତି। ସେ ଛୋଟ ଛୋଟ କଥାରେ ଭାବପ୍ରବଣ ହୋଇପଡ଼ୁଥିଲେ। ଏଥିପାଇଁ ତାଙ୍କୁ ଲାଗୁଥିଲା ଯେ ବୋଧହୁଏ…

କେବେ ଭାରତରୁ ଚାଲୁଥିଲା ୟେମେନର ଶାସନ ! ଗୃହଯୁଦ୍ଧରେ ଛାରଖାର ଦେଶ

୧୯୯୦ ମସିହାରେ ଉତ୍ତର ୟେମେନ ଓ ଦକ୍ଷିଣ ୟେମେନର ମିଶ୍ରଣରେ ୟେମେନ ଗଣରାଜ୍ୟ ଗଠନ ହୋଇଥିଲା। ଏହା ପୂର୍ବରୁ ଦୁଇ ଅଞ୍ଚଳ ଭିନ୍ନ ରାଜନୈତିକ ବ୍ୟବସ୍ଥାରେ ଥିଲେ।…

ଟ୍ରମ୍ପଙ୍କ ପରାମର୍ଶ ହୁତିଙ୍କ ବିରୋଧରେ ଇସ୍ରାଏଲର ସାହାଯ୍ୟ ଗ୍ରହଣ କର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବକୁ ହୁତି ବିଦ୍ରୋହୀଙ୍କ ବିରୋଧରେ ଲଢ଼ିବା ପାଇଁ ଇସ୍ରାଏଲର ସହାୟତା ପ୍ରସ୍ତାବକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।  ଆମେରିକା ରାଷ୍ଟ୍ରପତି…

CJPକୁ ଜାତିସଂଘର ଜବାବ୍ : ଗୁଜବକୁ ରିପୋର୍ଟ ଭାବରେ ଉପସ୍ଥାପନ କରାଯାଇଛି

ଗୋଟିଏ ପଟେ ତିରଙ୍ଗା ରାଲିକୁ ନେଇ ଜାତୀୟ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ସ୍ପଷ୍ଟ ଦେଖାଦେଇଥିଲା। କନଟ୍ ପ୍ଲେସର ସେଣ୍ଟ୍ରାଲ୍ ପାର୍କରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଏକାଠି…

ଭାରତରେ ଭୂମିକମ୍ପ ହେବାର ୬ ଘଣ୍ଟା ପରେ ଥରିଲା ପାକିସ୍ତାନ

ଭାରତ ପରେ ପାକିସ୍ତାନରେ ମଧ୍ୟ ଜୋରଦାର୍ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ବଲୁଚିସ୍ତାନ ପ୍ରଦେଶର ଖୁଜଦାରରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ଶନିବାର ଭାରତୀୟ ସମୟ…

ଡିଏମକେ ସାଂସଦଙ୍କ ଜରୁରୀ ବୈଠକ : ”ତୃତୀୟ ଫ୍ରଣ୍ଟ” ଗଠନ ସମ୍ଭାବନା ଜୋର

ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) କୁ ନେଇ ଦେଶବ୍ୟାପୀ ଜାରି ରହିଥିବା ବିକ୍ଷୋଭ ମଧ୍ୟରେ ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ”ଡିଏମକେ” ଚେନ୍ନାଇରେ ଏକ…

୨.୦ ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ : ଗୋଟିଏ ଦିନ ପରେ ଟର୍ପେଡୋ ଜାମ୍

ଉତ୍ତର କୋରିଆ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନିୟନ୍ତ୍ରିତ ଏକ ନୂତନ ଟର୍ପେଡୋ ପରୀକ୍ଷଣ କରିଥିବା ଦାବି କରିଛି। ଜାମ୍ ୨.୦ନାମକ ଏହି ଟର୍ପେଡୋ ସ୍ବୟଂଚଳିତ ଭାବେ ଲକ୍ଷ୍ୟ…

ଗୁଜୁରାଟର ଭରୁଚରେ ଔଷଧ କମ୍ପାନିରେ ବଡ଼ ଧରଣର ବିସ୍ଫୋରଣ : ୫ ମୃତ

ଗୁଜୁରାଟର ଭରୁଚରେ ଏକ ଔଷଧ କମ୍ପାନିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ରୁ ଅଧିକ ଆହତ ହୋଇଛନ୍ତି।…

ଖଟୁ ଶ୍ୟାମଙ୍କୁ ଦର୍ଶନ କରିବା ହେଲା କାଳ : ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ବସ୍ ଓଲଟି ପଡ଼ିବାରୁ ଆଠ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସତର ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି କୋଟାର…

ଭାରତର ସିଜେପି ପ୍ରତିବାଦ ନେଇ ବିଶ୍ବ ସମୁଦାୟ ଦୁଇ ଫାଳ

ଗୋଟିଏ ପଟେ ତିରଙ୍ଗା ରାଲିକୁ ନେଇ ଜାତୀୟ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ସ୍ପଷ୍ଟ ଦେଖାଦେଇଥିଲା। କନଟ୍ ପ୍ଲେସର ସେଣ୍ଟ୍ରାଲ୍ ପାର୍କରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଏକାଠି…