ଯୁବକଙ୍କୁ ଆକ୍ରମଣ । ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ବଡ଼ବଜାରରେ ଯୁବକଙ୍କୁ ଆକ୍ରମଣ ଘଟଣା । ଚିନୁ ଓରଫ୍ ବି. ଦିଲେୟାକୁ ଗିରଫ କଲା ପୁଲିସ୍ । ବଳିଆକୁ ଆଶ୍କୟ ଦେବା ଅଭିଯୋଗରେ ଗିରଫ ।
ଯୁବକଙ୍କୁ ଆକ୍ରମଣ । ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ବଡ଼ବଜାରରେ ଯୁବକଙ୍କୁ ଆକ୍ରମଣ ଘଟଣା । ଚିନୁ ଓରଫ୍ ବି. ଦିଲେୟାକୁ ଗିରଫ କଲା ପୁଲିସ୍ । ବଳିଆକୁ ଆଶ୍କୟ ଦେବା ଅଭିଯୋଗରେ ଗିରଫ । ଘଟଣାରେ ସମ୍ପୃକ୍ତ ଥିଲା ଅଭିଯୁକ୍ତ ଜଗନ୍ନାଥ ସାହୁ । ପୂର୍ବରୁ ଦଗନ୍ନାଥଙ୍କୁ ଏନକାଉଣ୍ଟର କରିଥିଲା ପୁଲିସ୍ । ଏବେବି ମାମଲାରେ ସମ୍ପୃକ୍ତ ଥିବା ବଳିଆ ଫେରାର । ଅମ୍ବିକା ନଗରରେ ମଙ୍ଗଳା ବେହେରାଙ୍କୁ ଆକ୍ରମଣ କରିଥିଲେ ।

