Blog

ହଠାତ ପଡ଼ିଲା କାମ, ବଦଳାଇବାକୁ ଚାହାନ୍ତି ଟ୍ରେନ୍‌ ଟିକେଟରେ ପାସେଞ୍ଜରଙ୍କ ନାମ? ଜାଣନ୍ତୁ ରେଳବାଇର ନିୟମ…

ଅନେକ ସମୟରେ ଆମେ ଟ୍ରେନ ଟିକେଟ ବୁକ କରିଥାଉ କିନ୍ତୁ ହଠାତ ଯାତ୍ରା ବାତିଲ କରିବାକୁ ପଡ଼ିଥାଏ। ଏପରି ସମୟରେ ଟିକେଟ ବାତିଲ କରିବା ବଦଳରେ ଯଦି…

ଶୀଘ୍ର ଧନୀ ହେବାକୁ ଚାହାନ୍ତି କି? ଜାଣନ୍ତୁ ପ୍ରତି ମାସରେ ଦରମାର କେତେ ଅଂଶ SIPରେ ଲଗାଇବା ଦ୍ୱାରା

ପ୍ରତି ମାସରେ ଦରମା ମିଳିବା ମାତ୍ରେ ଖର୍ଚ୍ଚର ତାଲିକା ଲମ୍ବା ହୋଇଯାଏ, ଘର ଭଡ଼ା, EMI, ବିଲ ଏବଂ ଶପିଂ। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଯେ…

ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତୀୟ ଅର୍ଥନୀତି, ଅଭିବୃଦ୍ଧି ହାର ବୃଦ୍ଧି କଲା ରେଟିଂ ଏଜେନ୍ସି

ଫିଚ୍‌ ରେଟିଂସ୍‌ ଭାରତର ଚଳିତ ଆର୍ଥିକ ବର୍ଷ (୨୦୨୫-୨୬) ପାଇଁ ଅର୍ଥନୈତିକ ବୃଦ୍ଧି ପୂର୍ବାନୁମାନକୁ ୬.୫%ରୁ ବୃଦ୍ଧି କରି ୬.୯% କରିଛି। ଏପ୍ରିଲ୍‌-ଜୁନ୍‌ ତ୍ରୈମାସିକରେ ଭାରତର ରିଅଲ୍‌…

SIP ନା ସୁକନ୍ୟା ସମୃଦ୍ଧି ଯୋଜନା? ଆପଣଙ୍କ ପିଲାଙ୍କ ଭବିଷ୍ୟତ ଲାଗି କେଉଁଟି ଉତ୍ତମ, ୧୫ ବର୍ଷରେ

ଯଦି ଆପଣ ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ତେବେ ନିବେଶ ଯୋଜନା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ପାଖରେ ଅନେକ ବିକଳ୍ପ ରହିଛି, ଯେଉଁଥିରୁ…

Facebook-Instagram-Twitter: ଜାଣନ୍ତୁ କେଉଁଠି ହୁଏ ସବୁଠୁ ଅଧିକ ରୋଜଗାର

ଆଜିକାଲି ସୋସିଆଲ ମିଡିଆ କେବଳ ବନ୍ଧୁମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଡଲାର ରୋଜଗାରର ଏକ ମାଧ୍ୟମ…

୧୮ ମାସର ପରିଶ୍ରମ ପରେ GST ସଂସ୍କାର କରିଛନ୍ତି ସରକାର: ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଦ୍ରବ୍ୟ ଆଣ୍ଡ ସେବା କର(ଜିଏସଟି) ସ୍ଲାବକୁ ଦୁଇଟିକୁ ହ୍ରାସ ଓ ଏକୀକରଣ କରିବା ଏବଂ…

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ…

ଘରେ ବସି YONO SBIରେ ଅତି ସହଜରେ ଖୋଲନ୍ତୁ PPF ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌) ହେଉଛି ଭାରତର ସବୁଠାରୁ ଭରସାଯୋଗ୍ୟ ଏବଂ ସରକାର ସମର୍ଥିତ ଦୀର୍ଘକାଳୀନ ସଞ୍ଚୟ ଯୋଜନା। ଏହା ସେକ୍ସନ ୮୦ସି ଅଧୀନରେ ଟିକସ ଲାଭ…

SI ନିଯୁକ୍ତି: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ରାଜସ୍ଥାନରେ ୨୦୨୧ ସବ ଇନ୍ସପେକ୍ଟର (SI) ନିଯୁକ୍ତି ରଦ୍ଦ କରିବା ସିଙ୍ଗଲ ବେଞ୍ଚର ଆଦେଶ ଉପରେ ରାଜସ୍ଥାନ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛି। ସୋମବାର (୮ ସେପ୍ଟେମ୍ବର…

OPSC’କୁ ସଫଳ ନହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ

ଓଡ଼ିଶା ସୂଚନା ଆୟୋଗ ‘ଓଡ଼ିଶା ଲୋକସେବା ଆୟୋଗ’ (ଓପିଏସସି)କୁ ନିଯୁକ୍ତି ପରୀକ୍ଷାରେ ଅସଫଳ ପ୍ରାର୍ଥୀଙ୍କ ସାକ୍ଷାତକାର ନମ୍ବର ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସୂଚନା…

ମହିଳାଙ୍କୁ ଜୀଅନ୍ତା ନିଆଁ ଲଗାଇଦେଲେ: ନିଜେ ସ୍କୁଟି ଚଲାଇ ହସ୍ପିଟାଲରେ ପହଞ୍ଚିଲେ

ଉତ୍ତର ପ୍ରଦେଶର ଫାରୁଖାବାଦରେ ୩୩ ବର୍ଷୀୟ ବିବାହିତା ମହିଳା ନିଶା ସିଂହଙ୍କୁ ଦୀପକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସାଙ୍ଗମାନେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ…

ବଡ଼ ଘୋଷଣା: ଓଡ଼ିଶାରେ ଏହିଦିନଠୁ ଲାଗୁ ହେବ ଏସ୍‌ଆଇଆର୍‌!

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଲାଗିରହିଥିବାବେଳେ ଭାରତର ନିର୍ବାଚନ କମିଶନ (ଇସିଆଇ) ୨୦୨୬ ଜାନୁଆରୀ ୧ରୁ…

ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେନି?

୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ମୁହୂର୍ତ୍ତ, ଯେଉଁଥିରେ…

ଅଭିଜିତ ମଜୁମଦାର ଏବେ ବି କୋମାରେ, ଏମ୍ସ-ଦିଲ୍ଲୀ ଏୟାରଲିଫ୍ଟ ହୋଇପାରନ୍ତି

 ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଚିକିତ୍ସା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି। ଅଭିଜିତ ବର୍ତ୍ତମାନ…

ଆମେରିକା ଯିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି: ଟାରିଫ୍‌ ବିବାଦ ମଧ୍ୟରେ ଭାରତର ବଡ଼ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ ବୈଦେଶିକ…