Blog

ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: ନଗଦ ୨ କୋଟି ଟଙ୍କା ଜବତ

ଆଣ୍ଟି-କରପ୍ସନ୍ ବ୍ୟୁରୋ (ଏସିବି) ମଙ୍ଗଳବାର ସକାଳ ୫ଟାରୁ ଆରମ୍ଭ କରାଯାଇଥିବା ଛାପା ଅପରେସନରେ ତେଲଙ୍ଗାନା ବିଦ୍ୟୁତ ବିଭାଗର ସହାୟକ ଡିଭିଜନାଲ ଇଞ୍ଜିନିୟର (ଏଡିଇ) ଅମ୍ବେଡକରଙ୍କ ଘର ଓ…

ପୁଣି ଆରମ୍ଭ ହେଲା ଭାରତ-ଆମେରିକା ବାଣିଜ୍ୟ ଆଲୋଚନା: “ସକାରାତ୍ମକ” ସଙ୍କେତ ଦେଲେ ଦୁଇ ପକ୍ଷ

ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି। ୧୬ ସେପ୍ଟେମ୍ବରରେ ଦିଲ୍ଲୀରେ…

ପୁରୁଣା ଯୁଗକୁ ଫେରିଲା ରୁଷିଆ: ଚାଇନା ସହିତ ସାମଗ୍ରୀ ସହିତ ସାମଗ୍ରୀ ବଦଳ କରି କରୁଛି ବ୍ୟବସାୟ

ପାଶ୍ଚାତ୍ୟ ଦେଶଗୁଡିକର କଟକଣା ଏଡ଼ାଇବା ପାଇଁ ରୁଷିଆ ୧୯୯୦ର ଦଶକ ପରେ ପ୍ରଥମ ଥର ବାର୍ଟର୍‌ ବ୍ୟବସାୟ(ଦ୍ରବ୍ୟ ବା ସାମଗ୍ରୀ ବଦଳରେ ସାମଗ୍ରୀ) ଉପାୟକୁ ପୁନର୍ଜୀବିତ କରିଛି।…

ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ଖୁବଶୀଘ୍ର ମିଳିବ ଖୁସିଖବର, ଭାରତକୁ ଟାରିଫ୍‌ ଧମକ ମଧ୍ୟରେ ଟ୍ରମ୍ପ କଲେ…

ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଉତ୍ଥାନ-ପତନ ପରେ ବାଣିଜ୍ୟ ଆଲୋଚନା ଥଣ୍ଡା ହେବା ପରି ମନେ ହେଉଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ଏସିଆ କପ୍‌ ୨୦୨୫: ସୁପର ୪ରେ ଭାରତ, ପାକିସ୍ତାନର ବଢ଼ିଲା ଚିନ୍ତା

ଏସିଆ କପ୍‌ ୨୦୨୫ରେ ସୋମବାର ମ୍ୟାଚ୍‌ ୭ରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଓମାନକୁ ୪୨ ରନରେ ପରାସ୍ତ କରିବା ପରେ ଭାରତ ସୁପର ୪ ପାଇଁ…

ନୂଆପଡ଼ା ଉପନିର୍ବାଚନ: ଜାଣନ୍ତୁ ଏସ୍‌ଆଇଆର୍‌, ଏସ୍‌ଏସ୍‌ଆର୍‌ ମଧ୍ୟରେ ପାର୍ଥକ୍ୟ କ’ଣ?

ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ହେଉଛି ଘରକୁ ଘର ଯାଇ ଭୋଟରମାନଙ୍କ ଗଣନା କରି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା। ପ୍ରଚଳିତ ତାଲିକାକୁ ବିଚାରକୁ ନ…

ଏମ୍ସ ଭୁବନେଶ୍ୱର ଭାରତର ଶ୍ରେଷ୍ଠ ମେଡିକାଲ କଲେଜ, ମିଳିଲା ଏହି ମାନ୍ୟତା

ଏମ୍ସ ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୫ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୪ତମ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏହା ସହିତ ଏହା…

ହାତ ଧରିଲେ ହରିଶଙ୍କର ରାଉତ, ପାଣ୍ଡିଆନଙ୍କୁ ସମାଲୋଚନା କରି ବିଜେଡି ଛାଡିଥିଲେ

ପୂର୍ବତନ ବିଜେଡି ଛାତ୍ର ନେତା ହରିଶଙ୍କର ରାଉତ ଦଳ ଛାଡ଼ିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏଆଇସିସିର ସାଧାରଣ…

ଏହିଦିନ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ବ୍ରହ୍ମପୁରରେ…

ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ୨୭ ଓ ୨୮ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ଏହି ଗସ୍ତ ସମୟରେ…

FM କଲେଜ ଛାତ୍ରୀ ଆତ୍ମହୂତି ମାମଲା: ହାଇକୋର୍ଟ ନେଲେ ବଡ଼ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ଏଫଏମ୍‌ କଲେଜ ଛାତ୍ରୀ ଆତ୍ମହୂତି ମାମଲା। ବାଲେଶ୍ୱର ଏସଡିଜେଏମ ଅଦାଲତରେ ବିଚାରଧୀନ ମାମଲାରେ ଅମିତ ସ୍ପନ୍ଦନ ବେହେରା ଓ ସୌରଭ ବେହେରାଙ୍କୁ ହାଇକୋର୍ଟ ଅନ୍ତରୀଣ…

ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତରେ ଯିବେ। ସେ ଚୂରାଚାନ୍ଦପୁର ଓ ଇମ୍ଫାଲରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ…

ଆମେରିକାର ପ୍ରିୟ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ୨୭ ବର୍ଷ ଜେଲ୍‌ ଦଣ୍ଡ

 ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ସୁପ୍ରିମ୍‌ କୋର୍ଟ ୨୭ ବର୍ଷ ଓ ୩ ମାସର କାରାଦଣ୍ଡ ଶୁଣାଇଛି। ୨୦୨୨ ନିର୍ବାଚନରେ ଲୁଇଜ୍ ଇନାସିଓ ଲୁଲା ଡା…

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା, ଶରୀରରୁ ଅଲଗା କରିଦେଲେ ମୁଣ୍ଡ

ଆମେରିକାର ଡାଲାସ ମୋଟେଲରେ ବୁଧବାର ଏକ ଭୟଙ୍କର ହତ୍ୟାକାଣ୍ଡରେ ୫୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରମୌଳି ନାଗାମଲ୍ଲୟାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ,…

ଜିଏସ୍‌ଟି ୨.୦ ପୂର୍ବରୁ ୪୦% ଭାରତୀୟ କେବଳ ଖାଦ୍ୟ କିଣିବାରେ ସକ୍ଷମ ଥିଲେ: ସର୍ଭେ

ଜିଏସ୍‌ଟି ପରିଷଦ ଘୋଷଣା କରିଥିବା ଜିଏସ୍‌ଟି ହାର ହ୍ରାସ, ଯାହା ୨୨ ସେପ୍ଟେମ୍ବରରୁ କାର୍ଯ୍ୟକାରୀ ହେବ, ଭାରତୀୟ ଗ୍ରାହକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ ପିଡବ୍ଲ୍ୟୁସି…

ଆମେରିକା ଟାରିଫ୍ ମାଡ଼ରେ ଚେପା ଭାରତୀୟ ଟଙ୍କା, ସର୍ବକାଳୀନ ନିମ୍ନସ୍ତରକୁ ଖସିଲା

ଗୁରୁବାର ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ନିମ୍ନସ୍ତର ୮୮.୪୪୨୫କୁ ଖସିଛି, ଯାହା ଗତ ଶୁକ୍ରବାରର ୮୮.୩୬ ରେକର୍ଡଠାରୁ ୦.୩୯% କମ୍। ଆମେରିକାର ଭାରତୀୟ ସାମଗ୍ରୀ…