ଦାଦାଗିରି ଏବଂ ବଟି ଆଦାୟର ଯୁଗ ଗଲାଣି : ଆମେରିକା ଚୁକ୍ତିର ବଡ଼ ଧରଣର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲେ ଗାଲିବାଫ

ବଢୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ, ଇରାନର ଶ୍ରେଷ୍ଠ ଆଲୋଚନାକାରୀ ଏବଂ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ୱାସିଂଟନକୁ କଡ଼ା ଜବାବ ଦେଇଛନ୍ତି, ଆମେରିକା ଦ୍ୱାରା ଦ୍ୱିପାକ୍ଷିକ…

ପ୍ୟାରିସ୍ ଫ୍ୟାସନ୍ ଉଇକ୍‌ରେ ପ୍ରିୟଙ୍କା ଚୋପ୍ରା : ଷ୍ଟାଇଲିସ୍ ଏଣ୍ଟ୍ରି ସମସ୍ତଙ୍କୁ ବିମୋହିତ କଲା

ପ୍ରିୟଙ୍କା  ଚୋପ୍ରା ପ୍ୟାରିସ୍ ଫ୍ୟାସନ୍ ଉଇକ୍‌ରେ ଯୋଗ ଦେଇଥିଲେ। ସେ ଏହି କାର୍ଯ୍ୟକ୍ରମର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ସ୍ବାମୀ ନିକ୍ ଜୋନାସଙ୍କ ସହିତ…

କୁଠିଖୋଳ ବୁଲା ହେଲା କାଳ , ୨୦ ଘଣ୍ଟା ପରେ ଉଦ୍ଧାର ହେଲେ ୨ ଯୁବକ

ବଣଭୋଜି ଓ ବୁଲାବୁଲି ହେଲା କାଳ । ସାଙ୍ଗମାନଙ୍କ ସହ କୁଠିଖୋଳ ଓ ଝାଞ୍ଜ ପାହାଡ଼ ବୁଲିବାକୁ ଯାଇ ରାସ୍ତା ଭୁଲି ନିଖୋଜ ହୋଇଥିଲେ ଦୁଇ ଯୁବକ…

ପବନ କଲ୍ୟାଣଙ୍କୁ ଆକ୍ଷେପ କରି ଫସିଲେ ୟୁଟ୍ୟୁବର ‘ପ୍ରଶ୍ନ ରାବଣ’, ୫ଦିନରେ ୫ଥର ଗିରଫ,

ଆନ୍ଧ୍ରପ୍ରଦେଶର ଜଣେ ଜଣାଶୁଣା ୟୁଟ୍ୟୁବର ବାଚାଲାକୁରୀ ଜୋସେଫ୍ ଓରଫ୍ ‘ପ୍ରଶ୍ନ ରାବଣ’ଙ୍କ ଗିରଫଦାରୀକୁ ନେଇ ରାଜ୍ୟରେ ଏକ ବଡ଼ ରାଜନୈତିକ ଓ ଆଇନଗତ ବିବାଦ ମୁଣ୍ଡ ଟେକିଥିବା…

ରବି କିଶନଙ୍କ ନକଲ କରି ଭାଇରାଲ ହେଲେ ଯୁବରାଜ୍

ଗୋରଖପୁର ସାସଂଦ ଏବଂ ଅଭିନେତା ରବି କିଶନଙ୍କ ସଂସଦୀୟ ଭାଷଣକୁ କପି କରି ମଞ୍ଚରେ ପରିବେଷଣ କରି ଜଣେ ଛାତ୍ର ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି…

ମୁମ୍ବାଇ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା , ମୁହାଁମୁହିଁ ଦୁଇ ବିମାନ

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ସମାନ ରନୱେରେ ଦୁଇଟି ବିମାନ ସାମ୍ନାସାମ୍ନି ଆସିଯିବାରୁ କିଛି ସମୟ ପାଇଁ…

ଏନ୍‌ଡିଏରେ ଯୋଗ ଦେଇପାରେ ଶରଦ ପାୱାରଙ୍କ ଏନ୍‌ସିପି : ଭେଟ୍‌ଘାଟ୍‌ ପରେ ଚର୍ଚ୍ଚା

ଶରଦ ପାୱାରଙ୍କ ଏନ୍‌ସିପି (ଏସ୍‌ପି)ର ପୂର୍ବତନ ରାଜ୍ୟ ସଭାପତି ଜୟନ୍ତ ପାଟିଲ ଓ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ମଧ୍ୟରେ ହୋଇଥିବା ଏକ ବୈଠକ…

ଆମେରିକା ବିମାନ ଆକ୍ରମଣର କଡ଼ା ଜବାବ ଦେଲା ଇରାନ

ଇରାନ ଦାବି କରିଛି, ବାହାରିନ ଏବଂ କୁଏତରେ ଥିବା ୮୫ଟି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଅନୁଯାୟୀ,…

ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍-ଅଫ୍ , ଶୀର୍ଷରେ ରେଭେନ୍ସା

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି । ଚଳିତବର୍ଷ…

VARକୁ ନେଇ ବଡ଼ ବିବାଦ ! ‘ଆର୍ଜେଣ୍ଟିନା ବାଦ୍ ପଡ଼ୁ ବୋଲି ଫିଫା ଚାହୁଁନଥିଲା’— ଇଜିପ୍ଟର ବଡ଼ ବୟାନ

ମ୍ୟାଚ୍‌ର ପ୍ରାରମ୍ଭିକ ପର୍ୟ୍ୟାୟରେ ଇଜିପ୍ଟ ଦମଦାର ପ୍ରଦର୍ଶନ କରିଥିଲା । ଦଳ ୨-୦ରେ ଆଗୁଆ ଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ମୋସ୍ତାଫା ଜିକୋ ଆଉ ଗୋଟେ ଗୋଲ…

ଆଜାଦନଗର ବିସ୍ଫୋରଣ ମାମଲାରେ NIAର ବଡ଼ ଆକ୍ସନ , ୟୁପିରୁ ରୋହନ ଗିରଫ

ଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ନୂଆ ମୋଡ଼ ଆସିଛି । ଏହି ମାମଲାରେ ଏନଆଇଏ…

ଦାଦନ ଦଲାଲ ସାବଧାନ , କଡ଼ା ଚେତାବନୀ ଦେଲେ ଶ୍ରମମନ୍ତ୍ରୀ

ଦାଦନ ପ୍ରଥାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଶ୍ରମମନ୍ତ୍ରୀ ଦାଦନ ଦଲାଲଙ୍କୁ ଦେଇଛନ୍ତି କଡ଼ା ଚେତାବନୀ । ଲୋଭ ଦେଖାଇ ନାବାଳିକା ଓ ଶ୍ରମିକଙ୍କୁ…

ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ, ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ ।  କୋର୍ଟ  ପରିସରରେ  ଭୟର ବାତାବରଣ ।  ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନ୍‌ଭିନ୍‌ ।  କଡ଼ା ସୁରକ୍ଷା…

ରୋଜଗାର ଅଧିକାର ଚୋରି କରିଛନ୍ତି ସରକାର : ଭିବି-ଜି ରାମ-ଜି ଅଧିନିୟମ ନେଇ କଂଗ୍ରେସର ଅଭିଯୋଗ

କଂଗ୍ରେସ ବୁଧବାର କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜିବିକା ମିଶନ (ଭିବି-ଜି ରାମ-ଜି) ଅଧିନିୟମ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି…

ଖୋଲିବ ହୀରାକୁଦର ୪ ଗେଟ୍ , ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି । ବର୍ତ୍ତମାନ ବନ୍ଧର ଜଳସ୍ତର ୬୧୧.୨୩ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ପ୍ରାୟ…