ଆସାମରେ ମଣିଷ-ହାତୀ ଲଢ଼େଇ: ବିଗତ ଦଶନ୍ଧିରେ ୧,୧୪୭ ଜଣଙ୍କ ମୃତ୍ୟୁ

ଆସାମରେ ମଣିଷ-ହାତୀ ଲଢ଼େଇ: ବିଗତ ଦଶନ୍ଧିରେ ୧,୧୪୭ ଜଣଙ୍କ ମୃତ୍ୟୁ, ୨୪୬ ହାତୀଙ୍କ ଜୀବନ ଗଲା ଆସାମ ବିଧାନସଭାର ଚାଲିଥିବା ବଜେଟ୍ ଅଧିବେଶନରେ ରାଜ୍ୟର ସବୁଠାରୁ ବଡ଼…

ଟଏଲେଟ୍ କ୍ଲିନର ଇଞ୍ଜେକ୍ସନ ଦେଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ : ପ୍ରେମିକ ସହ ୩ ଗିରଫ

ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କୁ ତାଙ୍କ ପତ୍ନୀ ଅତି ନିର୍ମମ ଭାବେ କ୍ୟାନୁଲା ସାହାଯ୍ୟରେ ଶରୀରରେ ଟଏଲେଟ୍ କ୍ଲିନର ଓ ଆନେସ୍ଥେସିଆ ଔଷଧ…

ରାସ୍ତା ପାଖରେ ବିକ୍ରି କରୁଥିଲେ ବେଲୁନ, ମାଡ଼ିଗଲା ଟ୍ରେଲର, ଚାଲିଗଲା ୪ ପିଲାଙ୍କ ଜୀବନ

ଏହି ପିଲାମାନେ ତାଙ୍କ ପରିବାର ସହ ବାଇପାସ ନିକଟ ଏକ ଘର ପାଖରେ ବେଲୁନ୍ ବିକ୍ରି କରୁଥିଲେ । ଦୁର୍ଘଟଣା ପରେ ଘର ପାଖରେ ବିକ୍ରି କରିବାକୁ…

ଗଞ୍ଜାମରେ ଚାଞ୍ଚଲ୍ୟ ! ଗଛରେ ଝୁଲିଲା ମୃତ କଲରାପତରିଆ ବାଘ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଦୃଶ୍ୟ । ଏକ କଲରା ପତରିଆ ବାଘକୁ ମାରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।…

ଏକ୍ସପେସ୍‌ୱେ ଗୁଣ୍ଡାରାଜ : ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେରେ ପରିବାର ଉପରେ ଆକ୍ରମଣ

କର୍ଣ୍ଣାଟକର ବ୍ୟସ୍ତବହୁଳ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେରେ ଏକ ପରିବାରକୁ କିଛ ଯୁବକ ଆକ୍ରମଣ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କର୍ଣ୍ଣାଟକର…

ଲଗାଣ ବର୍ଷାରେ ଝାରସୁଗୁଡ଼ା ଜଳମୟ ! ପାଣିରେ ବୁଡ଼ିଲା କୋଇଲିଘୁଘର ଶିବ ମନ୍ଦିର

ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମୟ ହୋଇଛି ।  ଲଖନପୁର ବ୍ଲକ୍ ଅଞ୍ଚଳର କୋଇଲିଘୋଘର ଠାରେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ…

ଲଗାଣ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ ! ସୁବର୍ଣ୍ଣପୁରରେ ବନ୍ୟା ଭୟ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅଞ୍ଚଳରୁ ଆସିଛି ଚିନ୍ତାଜନକ ଚିତ୍ର । ଲଗାଣ ବର୍ଷା ଯୋଗୁଁ ମେଣ୍ଡା ଗାଁ ନିକଟ ଶୁକତେଲ ନଦୀରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଛି…

ଝାରପଡ଼ା ଜେଲରେ କ୍ରାଇମବ୍ରାଞ୍ଚ ଟିମ୍ ! ସମସ୍ତ ଅଭିଯୁକ୍ତଙ୍କୁ ହେବ ଜେରା

ବହୁଚର୍ଚ୍ଚିତ ଝାରପଡ଼ା ଜେଲ ମାମଲାର ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ । ଆଜି ଝାରପଡ଼ା ଜେଲରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍ । ଜେଲରେ ଥିବା…

ଚାଷୀଙ୍କ ସ୍ୱପ୍ନ ଉଜାଡ଼ିଲା ବର୍ଷା ! ନଷ୍ଟ ହେଉଛି ଧାନ ତଳି ଓ ବୁଣା ଫସଲ

ପ୍ରଥମ ଲଘୁଚାପ ବର୍ଷା ହିଁ ଚାଷୀଙ୍କ ପାଇଁ ଆଣିଛି ବଡ଼ ସମସ୍ୟା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳରେ ଦେଖାଦେଇଛି କୃତ୍ରିମ ବନ୍ୟା ଭଳି ପରିସ୍ଥିତି…

ଘରେ ବନାନ୍ତୁ ସ୍ୱାଦିଷ୍ଟ ଭେଜ୍ ଉତ୍ତପମ : ପିଲା ଠୁ ବୁଢା ସମସ୍ତଙ୍କ ପସନ୍ଦର ଖାଇବା ହେବ

ଦକ୍ଷିଣ ଭାରତୀୟ ଖାଦ୍ୟର ଲୋକପ୍ରିୟତା ଏବେ ସାରା ଦେଶରେ ବଢ଼ିଚାଲିଛି। ଇଡଲି, ଦୋସା, ସାମ୍ବର ପରି ଭେଜ୍ ଉତ୍ତପମ ମଧ୍ୟ ଏକ ସ୍ୱାଦିଷ୍ଟ, ହାଲୁକା ଓ ପୌଷ୍ଟିକ…

କେନ୍ଦ୍ରାପଡ଼ାରେ ବର୍ଷା ବିପତ୍ତି ! ପାଣିରେ ବୁଡ଼ିଲା ଶହ ଶହ ଏକର ଚାଷ ଜମି

ଲଗାଣ ବର୍ଷା ଏବେ କେନ୍ଦ୍ରାପଡ଼ା ଚାଷୀଙ୍କ ପାଇଁ ଆଣିଛି ବଡ଼ ସଙ୍କଟ । ବର୍ଷକର ପରିଶ୍ରମ ଆଖି ଆଗରେ ନଷ୍ଟ ହେବାକୁ ବସିଛି । ଅଧିକ ବର୍ଷା…

ଅହମ୍ମଦାବାଦ ବିସ୍ଫୋରଣ ମାମଲାରେ ବଡ଼ ରାୟ ! ୩୮ ଦୋଷୀଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଦେଶକୁ ଥରାଇ ଦେଇଥିବା ଅହମ୍ମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ଆସିଛି ବହୁ ପ୍ରତୀକ୍ଷିତ ରାୟ । ଗୁଜୁରାଟ ହାଇକୋର୍ଟ ଏହି ମାମଲାରେ କଠୋର ରାୟ ଶୁଣାଇ ୩୮…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ : ରାଷ୍ଟ୍ରପତି ସୁବିଆଣ୍ଟୋ କଲେ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଅନେକ ବଡ଼ ଚୁକ୍ତି ହୋଇଛି। ଯେଉଁଥିରେ ଇଭିଏମ ନିର୍ମାଣରେ ସହାୟତା, ଅସ୍ତ୍ର କ୍ଷେପଣାସ୍ତ୍ର କ୍ରୟ,…

ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍‌ ; ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମରୁ ନଜର ରଖିବେ ଅଧିକାରୀ

ବଡ଼ ବଡ଼ ଡ୍ରେନ୍‌ କଡ଼ରେ ସୁରକ୍ଷା ବ୍ୟାରିକେଡ୍‌ ବ୍ୟବସ୍ଥା କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସହରାଞ୍ଚଳରେ ଥିବା ବିଭିନ୍ନ…

ଅଲାରନାଥଙ୍କୁ ଦର୍ଶନ କଲେ ରାଜ୍ୟପାଳ ହରିବାବୁ କମ୍ବମପାଟି

ମହାପ୍ରଭୁଙ୍କ ଅନବସର ନୀତି ଚାଲିଥିବା ବେଳେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ବମପାଟି ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଅନବସରର…