ଆମେରିକା ବିମାନ ଆକ୍ରମଣର କଡ଼ା ଜବାବ ଦେଲା ଇରାନ

ଇରାନ ଦାବି କରିଛି, ବାହାରିନ ଏବଂ କୁଏତରେ ଥିବା ୮୫ଟି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଅନୁଯାୟୀ,…

ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍-ଅଫ୍ , ଶୀର୍ଷରେ ରେଭେନ୍ସା

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି । ଚଳିତବର୍ଷ…

VARକୁ ନେଇ ବଡ଼ ବିବାଦ ! ‘ଆର୍ଜେଣ୍ଟିନା ବାଦ୍ ପଡ଼ୁ ବୋଲି ଫିଫା ଚାହୁଁନଥିଲା’— ଇଜିପ୍ଟର ବଡ଼ ବୟାନ

ମ୍ୟାଚ୍‌ର ପ୍ରାରମ୍ଭିକ ପର୍ୟ୍ୟାୟରେ ଇଜିପ୍ଟ ଦମଦାର ପ୍ରଦର୍ଶନ କରିଥିଲା । ଦଳ ୨-୦ରେ ଆଗୁଆ ଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ମୋସ୍ତାଫା ଜିକୋ ଆଉ ଗୋଟେ ଗୋଲ…

ଆଜାଦନଗର ବିସ୍ଫୋରଣ ମାମଲାରେ NIAର ବଡ଼ ଆକ୍ସନ , ୟୁପିରୁ ରୋହନ ଗିରଫ

ଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ନୂଆ ମୋଡ଼ ଆସିଛି । ଏହି ମାମଲାରେ ଏନଆଇଏ…

ଦାଦନ ଦଲାଲ ସାବଧାନ , କଡ଼ା ଚେତାବନୀ ଦେଲେ ଶ୍ରମମନ୍ତ୍ରୀ

ଦାଦନ ପ୍ରଥାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଶ୍ରମମନ୍ତ୍ରୀ ଦାଦନ ଦଲାଲଙ୍କୁ ଦେଇଛନ୍ତି କଡ଼ା ଚେତାବନୀ । ଲୋଭ ଦେଖାଇ ନାବାଳିକା ଓ ଶ୍ରମିକଙ୍କୁ…

ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ, ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ ।  କୋର୍ଟ  ପରିସରରେ  ଭୟର ବାତାବରଣ ।  ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନ୍‌ଭିନ୍‌ ।  କଡ଼ା ସୁରକ୍ଷା…

ରୋଜଗାର ଅଧିକାର ଚୋରି କରିଛନ୍ତି ସରକାର : ଭିବି-ଜି ରାମ-ଜି ଅଧିନିୟମ ନେଇ କଂଗ୍ରେସର ଅଭିଯୋଗ

କଂଗ୍ରେସ ବୁଧବାର କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜିବିକା ମିଶନ (ଭିବି-ଜି ରାମ-ଜି) ଅଧିନିୟମ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି…

ଖୋଲିବ ହୀରାକୁଦର ୪ ଗେଟ୍ , ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ

ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ପାଣି ପ୍ରବେଶ କରୁଛି । ବର୍ତ୍ତମାନ ବନ୍ଧର ଜଳସ୍ତର ୬୧୧.୨୩ ଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ପ୍ରାୟ…

ଆସାମରେ ମଣିଷ-ହାତୀ ଲଢ଼େଇ: ବିଗତ ଦଶନ୍ଧିରେ ୧,୧୪୭ ଜଣଙ୍କ ମୃତ୍ୟୁ

ଆସାମରେ ମଣିଷ-ହାତୀ ଲଢ଼େଇ: ବିଗତ ଦଶନ୍ଧିରେ ୧,୧୪୭ ଜଣଙ୍କ ମୃତ୍ୟୁ, ୨୪୬ ହାତୀଙ୍କ ଜୀବନ ଗଲା ଆସାମ ବିଧାନସଭାର ଚାଲିଥିବା ବଜେଟ୍ ଅଧିବେଶନରେ ରାଜ୍ୟର ସବୁଠାରୁ ବଡ଼…

ଟଏଲେଟ୍ କ୍ଲିନର ଇଞ୍ଜେକ୍ସନ ଦେଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ : ପ୍ରେମିକ ସହ ୩ ଗିରଫ

ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କୁ ତାଙ୍କ ପତ୍ନୀ ଅତି ନିର୍ମମ ଭାବେ କ୍ୟାନୁଲା ସାହାଯ୍ୟରେ ଶରୀରରେ ଟଏଲେଟ୍ କ୍ଲିନର ଓ ଆନେସ୍ଥେସିଆ ଔଷଧ…

ରାସ୍ତା ପାଖରେ ବିକ୍ରି କରୁଥିଲେ ବେଲୁନ, ମାଡ଼ିଗଲା ଟ୍ରେଲର, ଚାଲିଗଲା ୪ ପିଲାଙ୍କ ଜୀବନ

ଏହି ପିଲାମାନେ ତାଙ୍କ ପରିବାର ସହ ବାଇପାସ ନିକଟ ଏକ ଘର ପାଖରେ ବେଲୁନ୍ ବିକ୍ରି କରୁଥିଲେ । ଦୁର୍ଘଟଣା ପରେ ଘର ପାଖରେ ବିକ୍ରି କରିବାକୁ…

ଗଞ୍ଜାମରେ ଚାଞ୍ଚଲ୍ୟ ! ଗଛରେ ଝୁଲିଲା ମୃତ କଲରାପତରିଆ ବାଘ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଦୃଶ୍ୟ । ଏକ କଲରା ପତରିଆ ବାଘକୁ ମାରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।…

ଏକ୍ସପେସ୍‌ୱେ ଗୁଣ୍ଡାରାଜ : ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେରେ ପରିବାର ଉପରେ ଆକ୍ରମଣ

କର୍ଣ୍ଣାଟକର ବ୍ୟସ୍ତବହୁଳ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେରେ ଏକ ପରିବାରକୁ କିଛ ଯୁବକ ଆକ୍ରମଣ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କର୍ଣ୍ଣାଟକର…

ଲଗାଣ ବର୍ଷାରେ ଝାରସୁଗୁଡ଼ା ଜଳମୟ ! ପାଣିରେ ବୁଡ଼ିଲା କୋଇଲିଘୁଘର ଶିବ ମନ୍ଦିର

ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ଜଳମୟ ହୋଇଛି ।  ଲଖନପୁର ବ୍ଲକ୍ ଅଞ୍ଚଳର କୋଇଲିଘୋଘର ଠାରେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ…

ଲଗାଣ ବର୍ଷାରେ ଭାଙ୍ଗିଲା ନଦୀବନ୍ଧ ! ସୁବର୍ଣ୍ଣପୁରରେ ବନ୍ୟା ଭୟ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅଞ୍ଚଳରୁ ଆସିଛି ଚିନ୍ତାଜନକ ଚିତ୍ର । ଲଗାଣ ବର୍ଷା ଯୋଗୁଁ ମେଣ୍ଡା ଗାଁ ନିକଟ ଶୁକତେଲ ନଦୀରେ ନିର୍ମିତ ନଦୀବନ୍ଧ ଭାଙ୍ଗିଯାଇଛି…