ଆନ୍ଧ୍ରରେ କରୋନା ମୃତ୍ୟୁ ପରେ ଓଡ଼ିଶାରେ ହାଇ ଆଲର୍ଟ , ସୀମାନ୍ତ ଜିଲ୍ଲାରେ ସତର୍କତା

ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ଓଡ଼ିଶାରେ ସତର୍କତା । ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସୀମାନ୍ତ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି…

ସମ୍ବଲପୁର ପରେ ଅନୁଗୋଳ କୋର୍ଟକୁ ବୋମା ଧମକ , ଇ-ମେଲରେ ଆସିଲା ଉଡ଼ାଇଦେବା ଧମକ

ସମ୍ବଲପୁର ପରେ ଏବେ ଅନୁଗୋଳ କୋର୍ଟକୁ ବୋମା ଧମକ । ଇ-ମେଲ ମାଧ୍ୟମରେ କୋର୍ଟକୁ ଉଡ଼ାଇଦେବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି । ଧମକ ପରେ କୋର୍ଟ…

OCC ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ , ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଚଢ଼ାଉ

ଆୟର ଜ୍ଞାତ ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । OCC ଲିମିଟେଡ୍‌ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର କିସ୍ପାଟ୍ଟାଙ୍କ…

୨୦୩୦ ବିଶ୍ବକପ୍‌ରେ ୬୪ ଦଳ : ଭାରତକୁ ମିଳିପାରେ ସୁଯୋଗ

ଫିଫା ଫୁଟ୍‌ବଲ୍‌ ବିଶ୍ବକପ୍ ର ଆକାର ଆହୁରି ବଡ଼ ହେବ। ଚାରି ବର୍ଷ ପରେ ଅର୍ଥାତ୍ ୨୦୩୦ରେ ଖେଳାଯିବାକୁ ଥିବା ବିଶ୍ବକପ୍‌ର ଶତବାର୍ଷିକୀ ସଂସ୍କରଣରେ ଦଳ ସଂଖ୍ୟା…

ଏଥର ସାବାଡ଼୍‌ ହେବ ଇସ୍କନ୍! : ବଡ଼ ସୂଚନା ଦେଲେ ଗଜପତି ମହାରାଜା

ଇସ୍କନର ଅଦିନିଆ ରଥଯାତ୍ରା ବିରୋଧରେ ଶ୍ରୀମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଏବଂ ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଦିଲ୍ଲୀ ଦ୍ୱାରସ୍ଥ ହେବ…

ଚାଲିଛି ମହାପ୍ରଭୁଙ୍କ ଅଣସର ଲୀଳା : ଶ୍ରୀମନ୍ଦିର ଗଲା ଦଶମୂଳ ପାଚକ

ଚାଲିଛି ମହାପ୍ରଭୁଙ୍କ ଅଣସର ଲୀଳା। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଓଷ ପ୍ରସ୍ତୁତ କରିଛନ୍ତି ରାଜବୈଦ୍ୟ। ଦୀର୍ଘ ଦୁଇମାସ ତଳୁ ଏନେଇ କାର୍ଯ୍ୟ ଜାରି ରହିଥିବା ବେଳେ…

“ଶ୍ରୀ ରାମଭୂମି”ରେ ଏହି ଭୂମିକାରେ ନଜର ଆସିବେ ଅନୁପମ ଖେର : ସୋସିଆଲ ମିଡିଆରେ ସ୍ବତନ୍ତ୍ର ପୋଷ୍ଟ ସେୟାର

ବଲିଉଡ ର ଖ୍ୟାତନାମା ଅଭିନେତା ଅନୁପମ ଖେର ତାଙ୍କର ଆଗାମୀ ଚଳଚ୍ଚିତ୍ର “ଶ୍ରୀ ରାମଭୂମି”ରେ ତାଙ୍କ ଭୂମିକା ବିଷୟରେ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର…

ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି କର୍କଟ ଚିନ୍ତା : ବର୍ଷକରେ ଚିହ୍ନଟ ହେଲେଣି ୧୧୭୦ ନୂଆ ଆକ୍ରାନ୍ତ

ମୟୂରଭଞ୍ଜରେ ବଢ଼ିବାରେ ଲାଗିଛି କର୍କଟ ରୋଗୀଙ୍କ ସଂଖ୍ୟା । ଏହାର ପ୍ରତିରୋଧ, ଚିହ୍ନଟ ଓ ନିରାକରଣ ଦିଗରେ ନିଆଯାଇଛି ଏକ ଐତିହାସିକ ପଦକ୍ଷେପ । ପ୍ରକାଶ ପାଇଛି…

କନକ ନ୍ୟୁଜ୍ ପ୍ରଭାବ : ହଷ୍ଟେଲରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ

କନକ ନ୍ୟୁଜ ପ୍ରଭାବ। ହଷ୍ଟେଲରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ। ଖବର ପ୍ରସାରଣ ପରେ ୪ ଦିନ ହେବ ବନ୍ଦ ଥିବା ବିଦ୍ୟୁତକରଣ ସ୍ବାଭାବିକ କରିଛି ଜିଲ୍ଲା…

ଆକ୍ରମଣ ପରେ ଇରାନ ପୁଣି ସକ୍ରିୟ : ପରମାଣୁ ଏବଂ କ୍ଷେପଣାସ୍ତ୍ର ଘାଟିଗୁଡ଼ିକ ଚଳଚଞ୍ଚଳ

ସାମ୍ପ୍ରତିକ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ, ଇରାନ ହୁଏତ ଏହାର କିଛି ପରମାଣୁ ଏବଂ କ୍ଷେପଣାସ୍ତ୍ର ସ୍ଥଳଗୁଡିକ ମରାମତି କରୁଛି ଏବଂ କିଛି ସ୍ଥଳକୁ ପୁନଃନିର୍ମାଣ…

ଆମେରିକା ଉପରେ ଆମର ଟିକେ ବି ବିଶ୍ୱାସ ନାହିଁ: ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକା ଉପରେ କୌଣସି ଭରସା ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଇରାନୀ ସଂସଦର…

ଭାରତ କେବଳ ଏକ ବଜାର ନୁହେଁ,ଏହା ବିଶ୍ୱ ଅଭିବୃଦ୍ଧି ପାଇଁ ଏକ ସୁଦୃଢ଼ ଲଞ୍ଚପ୍ୟାଡ୍ : ପ୍ରଧାନମନ୍ତ୍ରୀ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କ ଏକ ଐତିହାସିକ ମୋଡ଼ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୦ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ମାଟିରେ ପାଦ ଦେଇଥିବା ପ୍ରଥମ…

ଆଜି ସ୍ପେନ୍‌-ବେଲଜିୟମ୍‌ ଲଢ଼େଇ : କ୍ବାର୍ଟରଫାଇନାଲ୍‌ ରେ ଉଭୟ ଦଳ

ଚଳିତ ଫିଫା ବିଶ୍ବକପର ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ ଶୁକ୍ରବାର ମଧ୍ୟରାତ୍ରରେ ମୁକାବିଲା କରିବେ ସ୍ପେନ୍‌ ଓ ବେଲଜିୟମ । ୨୦୧୦ରେ ଥରେ ମାତ୍ର ବିଜେତା ହୋଇଥିବା ସ୍ପେନ୍‌ ଏବେ…

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପୁଲିସ ତଦନ୍ତ ଆରମ୍ଭ

ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଏନଏସିର ୧୨ ନଂ ୱାର୍ଡ ଅଚ୍ୟୁତପୁରସ୍ଥିତ ନିଜ ଶୋଇବା ଘରୁ ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।…

ଲାଲକିଲ୍ଲାକୁ ବୋମାରେ ଉଡ଼ାଇବାକୁ ଧମକ : ମୁମ୍ବାଇ ପୁଲିସକୁ ଫୋନ୍ କଲ୍

ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାକୁ ବୋମା ମାଡ଼ କରି ଉଡ଼ାଇବାକୁ ଧମକ ମିଳିଛି। ଏହି ଧମକ ମୁମ୍ବାଇ ପୁଲିସକୁ ଫୋନ୍ କରି ଦିଆଯାଇଛି। ଜଣେ ବ୍ୟକ୍ତି ମୁମ୍ବାଇ…