ଅନବସରର ଶେଷ ପର୍ଯ୍ୟାୟରେ ଶ୍ରୀଜିଉ , ଆଜି ଚାଲିଛି ଗୁପ୍ତ ଘଣାଲାଗି ଓ ଖଳିଲାଗି ନୀତି

ଆଜି ଅନବସରର ପଞ୍ଚଦଶ ଦିନ । ଚତୁର୍ଦ୍ଦଶୀ ତିଥି । ଗତକାଲି ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଘଣା ଲାଗି ନୀତି।ଆଜି ମଧ୍ୟ ଜାରି…

ମାଗଣା ଆଡମିସନ ନିର୍ଦ୍ଦେଶ ସତ୍ତ୍ୱେ ଫି ଆଦାୟ ଅଭିଯୋଗ, ରାଜନଗର କଲେଜରେ ଛାତ୍ର ଆନ୍ଦୋଳନ

ମାଗଣା ନାମଲେଖା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଫି ଆଦାୟ ଅଭିଯୋଗକୁ ନେଇ ତେଜିଛି ବିବାଦ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଏକମାତ୍ର ଡିଗ୍ରୀ କଲେଜ…

ଆମେରିକାର ଆକ୍ରମଣକୁ ନିନ୍ଦା କଲା ଇରାନ : ଆକ୍ରମଣରେ ସହାୟତା କରୁଥିବା ଦେଶଗୁଡ଼ିକୁ ଦେଲା ଚେତାବନୀ

ଇରାନ ନିଜ ଅଞ୍ଚଳରେ ହୋଇଥିବା ସଦ୍ୟତମ ଆମେରିକାର ସାମରିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି, ଏହାକୁ ଜାତିସଂଘ ଚାର୍ଟରର ଅପମାନଜନକ ଉଲ୍ଲଂଘନ ବୋଲି କହିଛି। ଇରାନ ନିଜ…

ଯୁଦ୍ଧ ଆଶଙ୍କାରେ ସେୟାର ବଜାରରେ ଝଟକା , ଖୋଲୁ ଖୋଲୁ ୭୦୦ ପଏଣ୍ଟ ଖସିଲା ସେନସେକ୍ସ

ବିଶ୍ୱ ବଜାରରେ ଯୁଦ୍ଧ ପରିସ୍ଥିତିର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ମଧ୍ୟ ପଡ଼ିଛି । ସପ୍ତାହର ପ୍ରଥମ କାରବାର ଦିନରେ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିବା…

ହର୍ମୁଜ୍ ପ୍ରଣାଳୀରେ ପୁଣି ଉତ୍ତେଜନା : ଆମେରିକା-ଇରାନ ମୁହାଁମୁହିଁ ପରେ ତେଲ ଦର ୩% ରୁ ଅଧିକ ବୃଦ୍ଧି ପାଇଲା

ଆମେରିକାର ନୂଆ ଆକ୍ରମଣ ପରେ ଇରାନ ଉପସାଗରୀୟ ଦେଶଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରୁଛି । ଫଳରେ ହର୍ମୁଜ୍‌ରେ ପୁଣି ସଙ୍କଟ ସୃଷ୍ଟି ହୋଇ ଗତିରୋଧ ଜାରି…

ଯୁଦ୍ଧର ତାତିରେ ମହଙ୍ଗା ହେଲା ତେଲ , ଅଶୋଧିତ ତେଲ ଦର ୭୯ ଡଲାର ପାର୍

ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କାର ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି । ଅଶୋଧିତ ତେଲ ମୂଲ୍ୟରେ ହଠାତ୍ ବୃଦ୍ଧି ଦେଖାଦେଇଛି । ବିଶ୍ୱରେ ବଢ଼ୁଥିବା…

ବିଦେଶରେ ଅ-ତିଥି ରଥଯାତ୍ରା , ଆମେରିକାରୁ ଅଷ୍ଟ୍ରେଲିଆ ଯାଏଁ ପାଳନ ନେଇ ଚର୍ଚ୍ଚା

କେବଳ କାନାଡାର ଟୋରୋଣ୍ଟୋ ନୁହେଁ, ବିଶ୍ୱର ଅନେକ ଦେଶରେ ଅ-ତିଥିରେ ରଥଯାତ୍ରା ପାଳନ କରାଯାଇଥିବା ଜଣାପଡ଼ିଛି । ଆମେରିକା, ଇଂଲଣ୍ଡ, ସ୍କଟଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ବିଭିନ୍ନ…

ଆଉ ଦୁଇ ଦିନ ପରେ ରଥଯାତ୍ରା , ଶେଷ ପର୍ଯ୍ୟାୟରେ ତିନି ରଥର ସଜବାଜ କାମ

ଆଉ ମାତ୍ର ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ରଥ କାମ । ତିନି ରଥରେ ଠେକେରା ବାଡ଼ ବୁଲାହୋଇଛି…

ଜ୍ଞାନବାପି ,ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ସମ୍ଭଲ ମସଜିଦ ମାମଲା : ସୁପ୍ରିମକୋର୍ଟଙ୍କ ଆପୋଷ ବୁଝାମଣା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ବାରାଣସୀର ଜ୍ଞାନବାପି ମସଜିଦ ବିବାଦ, ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଈଦ୍‌ଗାହ ଜମି ବିବାଦ ଏବଂ ଉତ୍ତର ପ୍ରଦେଶର ସମ୍ଭଲ ଜାମା ମସଜିଦ ବିବାଦରେ, ଉଭୟ ହିନ୍ଦୁ ଏବଂ…

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ , ଆୟୁଷ ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭଞ୍ଜନଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି । ଭଞ୍ଜନଗର ଅଞ୍ଚଳରେ…

ଟ୍ରମ୍ପ, ନେତାନ୍ୟାହୁଙ୍କଠାରୁ ମେଲୋନି ପର୍ଯ୍ୟନ୍ତ ,ଇରାନର ହିଟ୍ ଲିଷ୍ଟ୍‌ରେ ୧୩ ବିଶ୍ବନେତା

ଏକ ଇରାନୀ ଖବରକାଗଜ ମୌଳବାଦୀ ଏବଂ ଉତ୍ତେଜନାମୂଳକ ଆଭିମୁଖ୍ୟ ଗ୍ରହଣ କରି ଅନେକ ବିଦେଶୀ ନେତାଙ୍କ ନାମ ଏବଂ ଫଟୋ ପ୍ରକାଶ କରି କହିଛି ଯେ, ଇରାନର…

ଶିକ୍ଷା ଓ ଗମନାଗମନ ଦୁଇଟି ଯାକ ବିପର୍ଯ୍ୟସ୍ତ! ବଡ଼ମ୍ବାର ବାସୁଦେବ ଉଚ୍ଚ ବିଦ୍ୟାଳୟର ଦୟନୀୟ ଚିତ୍ର।

ହେଡଲାଇନ୍:“ଶିକ୍ଷା ଓ ଗମନାଗମନ ଦୁଇଟି ଯାକ ବିପର୍ଯ୍ୟସ୍ତ! ବଡ଼ମ୍ବାର ବାସୁଦେବ ଉଚ୍ଚ ବିଦ୍ୟାଳୟର ଦୟନୀୟ ଚିତ୍ର।” କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ ଗୋପପୁର ପଞ୍ଚାୟତର ବାସୁଦେବ…

ଡ୍ରିମ୍ ଗାର୍ଲଙ୍କ ଡାଏମଣ୍ଡ୍‌ ଜୁବିଲି : ମୋ ଅଭିନୟ ଯାତ୍ରାକୁ ନେଇ ମୁଁ ଗର୍ବିତ

ବଲିଉଡ୍‌ର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଭାରତୀୟ ସିନେମା ରେ ପଦାର୍ପଣ କରିବାର ଛଅ ଦଶନ୍ଧି ପୂରଣ ହୋଇଛି। ଡାଏମଣ୍ଡ୍‌ ଜୁବିଲି ଅବସରରେ ତାଙ୍କର ଅଭିନୟ ଯାତ୍ରାକୁ…

ବିଶ୍ୱକପ୍ ସ୍ୱପ୍ନରେ ବାଧା କେଉଁଠି? ଫୁଟବଲ୍‌ରେ କାହିଁକି ପଛରେ ଭାରତ

ଫୁଟବଲ୍‌… ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ । ଯେଉଁଠି ବ୍ରାଜିଲ୍, ଆର୍ଜେଣ୍ଟିନା ଓ ୟୁରୋପୀୟ ଦେଶଗୁଡ଼ିକ ଫୁଟବଲ୍‌ରେ ରାଜ କରୁଛନ୍ତି, ସେଠି ଭାରତ ଏବେ ବି ବିଶ୍ୱସ୍ତରରେ…

‘ଆଖି ବଦଳରେ ଆଖି’: ଆମେରିକୀୟ ବାୟୁସେନା ଘାଟି ଉପରେ ବଡ଼ ଧରଣର ଆକ୍ରମଣ

ପଶ୍ଚିମ ଏସିଆରେ ପୁଣି ଯୁଦ୍ଧ ଜାରି ରହିଛି। କୁଏତ,ବାହାରିନ ଏବଂ ଜୋର୍ଡାନରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନ ବଡ଼ ଧରଣର ଆକ୍ରମଣ କରିଛି। ପଶ୍ଚିମ…