ଏନଏଚଏଆଇ ଟୋଲ୍ ପ୍ଲାଜା ଠକେଇ: ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ

ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଟୋଲ୍ ପ୍ଲାଜାରେ ଠକେଇ ଟୋଲ୍ ଆଦାୟ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼…

ଆମେରିକା-ଇରାନ ଯୁଦ୍ଧ ନିଆଁ ଧାସ ଷ୍ଟକ ବଜାର ମୁହାଁ : ସେନସେକ୍ସ-ନିଫ୍ଟି କ୍ରାସ୍

ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଟୋଲ୍ ପ୍ଲାଜାରେ ଠକେଇ ଟୋଲ୍ ଆଦାୟ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼…

ସିରିଆରେ ନିର୍ମାଣ ହେଉଥିଲା ପରମାଣୁ ରିଆକ୍ଟର : ଜାତିସଂଘର ରିପୋର୍ଟରୁ ପର୍ଦ୍ଦାଫାସ୍

ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍-ଆସାଦଙ୍କ ନେତୃତ୍ୱରେ ଏକ ପରମାଣୁ ରିଆକ୍ଟର ଉପରେ କାମ ଚାଲିଥିଲା। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ପଦଚ୍ୟୁତ ରାଷ୍ଟ୍ରପତି ସିରିଆର ଦେର୍…

ହଥନିକୁଣ୍ଡ ବ୍ୟାରେଜରେ ସେନାର ବନ୍ୟା ଉଦ୍ଧାର ଅଭ୍ୟାସ ସମୟରେ ବଡ଼ ଦୁର୍ଘଟଣା : ଓଲଟିଲା ଡଙ୍ଗା, ଯବାନ ନିଖୋଜ

ହରିୟାଣା-ହିମାଚଳ ପ୍ରଦେଶ ସୀମାର ହଥନିକୁଣ୍ଡ ବ୍ୟାରେଜ ଅଞ୍ଚଳରେ ସେନା ଅଭ୍ୟାସ ସମୟରେ, ଯମୁନା ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବନ୍ୟା ଉଦ୍ଧାର ଅଭ୍ୟାସ ସମୟରେ,…

ଆମେରିକାର ବିମାନ ବାହକ ୟୁଏସଏସ ଆବ୍ରାହମ ଲିଙ୍କନ ଥାଇଲ୍ୟାଣ୍ଡରେ ପହଞ୍ଚିଲା

ଆମେରିକାର ବିମାନବାହୀ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ମଧ୍ୟପ୍ରାଚ୍ୟରେ ୨୫୦ ଦିନରୁ ଅଧିକ ସମୟ ଧରି ମୁତୟନ ହେବାର ରେକର୍ଡ କରିବା ପରେ ଘରକୁ ଫେରିବା ବାଟରେ…

ନେପାଳ ବନ୍ୟା ବିପନ୍ନଙ୍କ ପାଇଁ ଭାରତର ପଞ୍ଚମ ସହାୟତା, ପଠାଗଲା ୫.୫ ଟନ୍ ଔଷଧ

ବିପନ୍ନ ନେପାଳକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ପଞ୍ଚମ ପର୍ଯ୍ୟାୟ ରିଲିଫ୍ ସାମଗ୍ରୀ ପଠାଇଛି। ଏହି ସାମଗ୍ରୀ ମଧ୍ୟରେ ୫.୫ ଟନ୍ ଜରୁରୀକାଳୀନ ଔଷଧ ସହ…

ଗୁପ୍ତ ଭାବରେ ଇରାନର ସାମରିକ ଶକ୍ତି ବୃଦ୍ଧି କରୁଛି ରୁଷ : ଆମେରିକାର ଚିନ୍ତା ବଢ଼ିଲା

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷ ବିରୋଧରେ ଗୁପ୍ତ ଭାବରେ ଇରାନକୁ ଅତ୍ୟନ୍ତ ସମ୍ବେଦନଶୀଳ ସାମରିକ…

ଦିଲ୍ଲୀ ଗସ୍ତରେ ବିଜେଡି ସୁପ୍ରିମୋ, ମଧ୍ୟାହ୍ନ ୧୨ଟା ୫୫ରେ ରହିଛି ଯାତ୍ରା କାର୍ଯ୍ୟକ୍ରମ

ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିବେ । ବ୍ୟକ୍ତିଗତ କାମରେ ସେ ୭ ଦିନ ପାଇଁ ଦିଲ୍ଲୀ ଯାଉଥିବା…

ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ ; ‘ରୁଟା’ ସଦସ୍ୟଙ୍କ ସହ କୁଳପତିଙ୍କ ଆଲୋଚନା

ବହୁ ବାଦବିବାଦ ପରେ ଶେଷରେ ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି କୁଳପତି । ରେଭେନ୍ସାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ତଥା ରାଜନୈତିକ ହସ୍ତକ୍ଷେପ ରୋକିବା ପାଇଁ…

ହିନ୍ଦୁ ମନ୍ଦିର ଭାଙ୍ଗି ମଦ୍ରାସା ନିର୍ମାଣ କରୁଛି ପାକିସ୍ତାନ : କହିଲେ ଭୁଶୁଡ଼ି ପଡ଼ିଛି

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି। ନାରୋୱାଲ ଜିଲ୍ଲାର ସିରାଜ ଗାଁରେ ପ୍ରାୟ ୧,୦୦୦ବର୍ଗ ମିଟର…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ସୁନା କିଣାରୁ ଦୂରେଇ ରୁହନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ବିଦେଶ ଭ୍ରମଣ, ବିଦେଶରେ ବିବାହ ଉତ୍ସବ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣିବାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ସରକାରଙ୍କ ଉପରେ ବର୍ଷିଲେ ସାମ୍ ପିଟ୍ରୋଡା : ରାହୁଲଙ୍କୁ ଜଣେ ଶକ୍ତିଶାଳୀ ନେତା ବୋଲି କହିଲେ

ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିଟ୍ରୋଡା ଭାରତୀୟ ଅର୍ଥନୀତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ନେତା ମୋହନ ଭାଗବତଙ୍କ ସାମ୍ପ୍ରତିକ ବୟାନ, ହଲଦ୍ୱାନୀ ଶୁଦ୍ଧିକରଣ ଏବଂ ଦିମାଗି…

ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ : ୧୫ ବର୍ଷ ପରେ ଭାରତୀୟ ବଂଶୋଦ୍ଭବଙ୍କ ଆମେରିକୀୟ ନାଗରିକତା ରଦ୍ଦ

ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଆମେରିକାର ନାଗରିକତା ରଦ୍ଦ କରାଯାଇଛି। ୫୫ ବର୍ଷ ବୟସ୍କ ଟ୍ୟାକ୍ସି ଡ୍ରାଇଭର ଗୁରମିତ୍ ସିଂହ…

ରୁଷ ସେନାରେ କାର୍ଯ୍ୟରତ ୫୧ ଜଣ ଭାରତୀୟଙ୍କ ମୃତ୍ୟୁ : ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ରୁଷ ସେନାରେ ନିଯୁକ୍ତି ପାଇଥିବା ୨୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୫୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୩୯ ଜଣଙ୍କୁ ଚାକିରିରୁ ସେବାମୁକ୍ତ କରାଯାଇଛି । …