ଆଜିଠୁ ଭିତରକନିକାରେ ୩ ଦିନିଆ ଦେଶୀୟ ପକ୍ଷୀ ଗଣନା; ନିୟୋଜିତ ହେଲେ ୪ଟି ଟିମ୍‌

ପକ୍ଷୀ ବିଶେଷଜ୍ଞଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି। ମୁଖ୍ୟତଃ ଗେଣ୍ଡାଳିଆ, ଅଞ୍ଜନା, ଖଇରା, ରାଣିବଗ, କପାରଖାଇ ପ୍ରଭୁତି ୧୦ ପ୍ରକାର ପ୍ରଜାତିର ପକ୍ଷୀ ଗଣନା କରାଯାଏ।…

ଆସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ, ଜଳେଶପଟ୍ଟାରେ ଜୋରଦାର ପ୍ରସ୍ତୁତି

ଉତ୍ସବକୁ ଦୃଷ୍ଟିରେ ରଖି କନ୍ୟାଶ୍ରମର ଅନ୍ତେବାସିନୀମାନେ ଆଶ୍ରମ ପରିସରର ସାଜସଜ୍ଜାରେ ଲାଗିଛନ୍ତି । ଆଶ୍ରମରେ କଳସ ପୂଜା, ଗୋପୂଜନ, ଗୁରୁପୂଜନ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଅଭିଷେକ, ସୂର୍ୟ୍ୟପୂଜା ଓ…

୧୭ତମ ଦିନରେ ୮ଘଣ୍ଟା ୨୩ ମିନିଟ୍‌ ଗଣତି: ସବୁ ରତ୍ନର ଫଟୋଗ୍ରାଫି, ଭିଡିଓଗ୍ରାଫି, ଥ୍ରିଡି ମ୍ୟାପିଂ ସହ କାଟଲଗ୍‌ ପ୍ରସ୍ତୁତ

୧୭ତମ ଦିନରେ ମଧ୍ୟ ଲମ୍ବା ସମୟ ଧରି ଭିତର ଭଣ୍ଡାରରେ ରତ୍ନ ଗଣତି ହୋଇଛି। ପ୍ରାୟ ୮ଘଣ୍ଟା ୨୩ ମିନିଟ୍‌ ଧରି ଚାଲିଥିବା ଏହି ଗଣତିରେ ହୀରା,…

ପୁଣି ଫୁଲୁଛି ବୈତରଣୀ, ଭଦ୍ରକ ଓ ଯାଜପୁରରେ ବନ୍ୟା ଆଶଙ୍କା ; ବୁଢ଼ାବଳଙ୍ଗ ଓ ଜଳକାରେ ସ୍ଥିତି ସଙ୍ଗୀନ

ପୁଣି ଫୁଲୁଛି ବୈତରଣୀ। ବାରମ୍ବାର ବନ୍ୟା ହେବା ପରେ କଲବଲ ହେଉଛନ୍ତି ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ବିପନ୍ନ । ଏବେ ପୁଣି ବୈତରଣୀର ଜଳସ୍ତର…

ଦିଲ୍ଲୀରେ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ : ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ୍‌ଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ

 ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ। ଦୀର୍ଘ ଦିନର ମହାନଦୀ ଜଳ ବିବାଦ ସମାଧାନ ନେଇ…

ନେପାଳ ବନ୍ୟା: ସୁଡ଼ଙ୍ଗରେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା : ଫସିଛନ୍ତି ଶତାଧିକ ଶ୍ରମିକ

ନେପାଳର ତ୍ରିଶୂଳୀ ନଦୀ ଉପତ୍ୟକାରେ ବର୍ତ୍ତମାନ କେବଳ ଜେସିବି ମେସିନର ଶବ୍ଦ ଏବଂ କାଦୁଅଗଦା ନିକଟରେ ଅପେକ୍ଷାରତ ଲୋକଙ୍କ କାନ୍ଦବୋବାଳି ଶୁଭୁଛି। ଏକ ସପ୍ତାହ ପୂର୍ବେ ଘଟିଥିବା…

ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକୁଳିବେ କି : ଆଜି ସୁପ୍ରିମକୋର୍ଟରେ ଶୁଣାଣି

ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଦଣ୍ଡ ହ୍ରାସ ହେବ…

ବାଙ୍କୀରେ ଡେଙ୍ଗୁ ଆତଙ୍କ : ଦୁଇ ଆକ୍ରାନ୍ତ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଦୁଇଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଭିତରୁ ଜଣେ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଅଞ୍ଚଳର…

ଆଜି ବସିବ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ତିନି ସଦସ୍ୟ ବିଶିଷ୍ଟ କମିଟି କରିସାରିଛି ତାଲିକା

କିଏ ହେବ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଥିବା ବେଳେ ଘୋଷଣା କରାଯିବ ନାମ। ମଣିରାମ ଦାସ…

ପୁରୀ ଷ୍ଟେସନରେ ଚାଞ୍ଚଲ୍ୟ! ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ ରେଳଷ୍ଟେସନ ପରିସରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ରେଳଷ୍ଟେସନ ନିକଟ ଦୁର୍ଗା ମଣ୍ଡପର ପଛପଟେ ଏହି ଘଟଣା ଘଟିଛି…

ନିଶାସକ୍ତ ବାପାର କଟୁରି ଚୋଟରେ ପୁଅ ଗୁରୁତର : ମେଡିକାଲରେ ଭର୍ତ୍ତି

ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ନହରଣା ଗ୍ରାମରେ ପାରିବାରିକ ବଚସାକୁ କେନ୍ଦ୍ର କରି ନିଶାସକ୍ତ ବାପାଙ୍କ କଟୁରି ଚୋଟରେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବନ୍ଦର…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା ପୁଣି ଘନେଇଲା : ଆକ୍ରମଣରେ ୪ ମୃତ, ୫୦ ଆହତ

ମଧ୍ୟପ୍ରାଚ୍ୟରେ ପୁଣି ଥରେ ମହାଯୁଦ୍ଧର ଆଶଙ୍କା ଘନେଇବା ଆରମ୍ଭ କରିଛି। ଇରାନର ଦକ୍ଷିଣରେ ଥିବା ହର୍ମୋଜଗାନ୍ ପ୍ରଦେଶରେ ଏକ ବିବାହ ଉତ୍ସବରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ  ମଧ୍ୟପ୍ରାଚ୍ୟରେ…

ବାଂଲାଦେଶରେ ମୋ ଲୋକଙ୍କୁ ହତ୍ୟା କରାଯାଉଛି, ମୋତେ ଫେରିବାକୁ ପଡିବ : ହସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ସୁଦ୍ଧା ଦେଶକୁ ଫେରିବେ ବୋଲି ଦୋହରାଇ ସମୟ ଆସିଲେ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି । ବାଂଲାଦେଶର…

ହର୍ମୁଜ୍ ଆମ ନିୟନ୍ତ୍ରଣରେ ଅଛି : ପୁଣି ଦାବି କଲେ ଟ୍ରମ୍ପ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ବିବାଦ ଦିନକୁ ଦିନ ପୁଣି ଘନେଇବାରେ ଲାଗିଛି। ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ…