‘ସର୍ଦ୍ଦାର ପଟେଲଙ୍କ ବିନା ଆଜିର ଭାରତର କଳ୍ପନା ଅସମ୍ଭବ’: ଏକତା ଦିବସରେ ମୋଦୀଙ୍କ ବଡ଼ ବୟାନ

ପରେଡ୍‌ରେ ମୋଟ ୧୫ଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିବା ବେଳେ ପ୍ରାୟ ୫ ହଜାର କଳାକାର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଥିମ୍‌କୁ ନେଇ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ କରିଥିଲେ।

ଗୁଜରାଟରଏକତାନଗରରେପାଳିତହୋଇଛିଜାତୀୟଏକତାଦିବସ।ଏହିଅବସରରେଭବ୍ୟପରେଡ୍‌ରଆୟୋଜନକରାଯାଇଥିବାବେଳେଦେଶରଏକତା, ଅଖଣ୍ଡତାଓବିବିଧତାରଝଲକଦେଖିବାକୁମିଳିଛି।ପରେଡ୍‌ରେମୋଟ୧୫ଟିପ୍ରଜ୍ଞାପନମେଢ଼ସାମିଲହୋଇଥିବାବେଳେପ୍ରାୟ୫ହଜାରକଳାକାର ‘ଏକଭାରତ, ଶ୍ରେଷ୍ଠଭାରତ’ ଥିମ୍‌କୁନେଇଆକର୍ଷଣୀୟସାଂସ୍କୃତିକପରିବେଷଣକରିଥିଲେ।ଏହିଅବସରରେଦେଶବାସୀଙ୍କୁସମ୍ବୋଧିତକରିଥିଲେପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦି।

ମୋଦିକହିଥିଲେ, ଏତେବଡ଼ମହାନଦେଶରନାଗରିକହେବାନିଜେଏକଗର୍ବରବିଷୟ।ଏଥିପାଇଁମନକୃତଜ୍ଞତାରେଭରିଯାଏ।ଏହିକୃତଜ୍ଞତାରସବୁଠାରୁବଡ଼ହକଦାରହେଉଛନ୍ତିସର୍ଦ୍ଦାରବଲ୍ଲଭଭାଇପଟେଲ।ସ୍ୱାଧୀନତାପରେ୫୫୦ରୁଅଧିକଦେଶୀୟରାଜ୍ୟକୁଏକତ୍ରିତକରିସେଭାରତକୁଏକତାରସୂତ୍ରରେବାନ୍ଧିଥିଲେ।ତାଙ୍କରଦୃଢ଼ଇଚ୍ଛାଶକ୍ତିଓଲୁହାଭଳିମନୋବଳଯୋଗୁଁଆଜିରଭାରତରମୂଳଦୁଆପଡ଼ିଥିଲା।

ପ୍ରଧାନମନ୍ତ୍ରୀକହିଥିଲେ, ଯେକୌଣସିଦେଶପାଇଁସ୍ୱାଧୀନତାଯେତିକିଜରୁରୀ, ଗଣତନ୍ତ୍ରଓସମ୍ବିଧାନରମର୍ଯ୍ୟାଦାମଧ୍ୟସେତିକିଗୁରୁତ୍ୱପୂର୍ଣ୍ଣ।ସ୍ୱାଧୀନତାଦେଶକୁନିଜଭବିଷ୍ୟତନିଜେନିର୍ଦ୍ଧାରଣକରିବାରଅଧିକାରଦିଏ।ଗଣତନ୍ତ୍ରସେହିସ୍ୱାଧୀନତାକୁସଠିକ୍ଦିଗଦେଖାଏ।ସମ୍ବିଧାନଆମକୁଜନତାଙ୍କପ୍ରତିଉତ୍ତରଦାୟୀରଖୁଥିବାବେଳେଜାତୀୟଏକତାଆମକୁଆଗକୁବଢ଼ିବାରଶକ୍ତିଦିଏ।ତେଣୁସ୍ୱାଧୀନତାଦିବସ, ଗଣତନ୍ତ୍ରଦିବସଓଏକତାଦିବସରନିଜସ୍ୱଗୁରୁତ୍ୱରହିଛି।

ସର୍ଦ୍ଦାରପଟେଲଙ୍କବିନାଆଜିରଭାରତରକଳ୍ପନାକରିବାମଧ୍ୟକଷ୍ଟକରବୋଲିକହିଥିଲେମୋଦି।ବିଭାଜନପରେମଧ୍ୟହିମାଳୟଠାରୁହିନ୍ଦମହାସାଗରପର୍ଯ୍ୟନ୍ତଦେଶରଏକତାଓସୁରକ୍ଷାବଜାୟରଖିବାରେପଟେଲଙ୍କଅବଦାନଅତୁଳନୀୟ।ଭାରତରବିବିଧତାକୁସେକେବେବାଧାଭାବେଦେଖିନଥିଲେ, ବରଂଏହାକୁଏକତାରମୂଳଆଧାରବୋଲିବିଶ୍ୱାସକରୁଥିଲେ।ସେକେବଳଦେଶରଭୌଗୋଳିକସୀମାକୁଏକାଠିକରିନଥିଲେ, ବରଂଭାବନାତ୍ମକଏକତାକୁମଧ୍ୟମଜବୁତକରିଥିଲେ।ସୋମନାଥମନ୍ଦିରରପୁନଃନିର୍ମାଣମାଧ୍ୟମରେସାଂସ୍କୃତିକପୁନରୁତ୍ଥାନରଯେଉଁଆରମ୍ଭହୋଇଥିଲା, ତାହାକୁଚଳିତବର୍ଷ୭୫ବର୍ଷପୂରଣହୋଇଛି।ସେହିଗୌରବରୁସୋମନାଥସ୍ୱାଭିମାନପର୍ବରପ୍ରେରଣାମିଳିଛିବୋଲିମୋଦିକହିଥିଲେ।

ଏହାସହମୋଦିଏକତାନଗରରବାମନବୃକ୍ଷବାଟିକାପରିଦର୍ଶନକରିବୋନସାଇଗଛରସୁନ୍ଦରସଂଗ୍ରହ, ଥିମ୍ଆଧାରିତଉଦ୍ୟାନଓଶାନ୍ତପରିବେଶରପ୍ରଶଂସାକରିଥିଲେ।ପର୍ଯ୍ୟଟକଙ୍କପାଇଁଥିବା ‘ମେକ୍ୟୋର୍ଓନ୍ବୋନସାଇ’ ଅନୁଭୂତିକୁମଧ୍ୟସେସ୍ୱତନ୍ତ୍ରବୋଲିକହିଥିଲେ।ଶେଷରେସମସ୍ତଦେଶବାସୀଙ୍କୁଜାତୀୟଏକତାଦିବସରଶୁଭେଚ୍ଛାଜଣାଇବାସହସର୍ଦ୍ଦାରପଟେଲଙ୍କୁଶ୍ରଦ୍ଧାଞ୍ଜଳିଦେଇଥିଲେପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *