ରୋନାଲ୍‌ଡୋଙ୍କ ଐତିହାସିକ ରେକର୍ଡ, ବିଶ୍ବକପ୍‌ ପ୍ରି-କ୍ବାର୍ଟରରେ ପର୍ତ୍ତୁଗାଲ

୪୧ ବର୍ଷ ୧୪୭ ଦିନ ବୟସ୍କ ରୋନାଲ୍‌ଡୋ ଫିଫା ବିଶ୍ବକପ୍‌ ନକ୍‌ଆଉଟ୍‌ରେ ଗୋଲ୍‌ ଦେବାରେ ସବୁଠୁ ବୟସ୍କ ଖେଳାଳି ହେବାର ଐତିହାସିକ ଗୌରବ ଅର୍ଜନ କରିଛନ୍ତି ।…

ମେଘାଳୟ ହନିମୁନ୍ ହତ୍ୟା ମାମଲା: ଅଭିଯୁକ୍ତ ସୋନମଙ୍କ ଜାମିନ ଉପରେ ରୋକ୍ ଲଗାଇଲେନି ସୁପ୍ରିମକୋର୍ଟ

ମେଘାଳୟକୁ ହନିମୁନରେ ଆସି ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କୁ ମେଘାଳୟ ହାଇକୋର୍ଟ ପ୍ରଦାନ କରିଥିବା ଜାମିନ ଉପରେ ତୁରନ୍ତ…

ଦାମାସ୍କସ୍‌ କାଫେରେ ଭୟଙ୍କର ବୋମା ବିସ୍ଫୋରଣ: ୯ ମୃତ, ୨୦

ସିରିଆର ରାଜଧାନୀ ଦାମାସ୍କସ୍‌ର ଏକ କାଫେରେ ଗୁରୁବାର ଭୟଙ୍କର ବୋମା ବିସ୍ଫୋରଣ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୦ ଜଣ ଆହତ ହୋଇଛନ୍ତି ସିରିଆର…

ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ…

ତୃତୀୟ ଦିନରେ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ , ୧୨ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ କଡ଼ା ନିର୍ଦ୍ଦେଶ

ରାଜ୍ୟରେ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଆନ୍ଦୋଳନରତ ଡାକ୍ତରମାନଙ୍କୁ ୧୨ ଘଣ୍ଟା ମଧ୍ୟରେ…

ରାମ ମନ୍ଦିର ଦାନ ଚୋରି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ କଲେ କେଜ୍ରିୱାଲ

ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲା ଦିନକୁ ଦିନ ଅଧିକ ସରଗରମ ହେଉଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ…

ମେସିଙ୍କ ଜର୍ସିରେ ଜୟସ୍ବାଲ

ଏହି ଭିଡିଓରେ ୨୪ ବର୍ଷୀୟ ଏହି ବ୍ୟାଟର୍‌ କିଂବଦନ୍ତି ଫୁଟ୍‌ବଲର୍‌ ଲିଓନେଲ୍‌ ମେସିଙ୍କ ୧୦ ନମ୍ବର ଆର୍ଜେଣ୍ଟିନା ଜର୍ସି ପିନ୍ଧି ମ୍ୟାଚ୍‌ ଦେଖୁଥିବାର ଦୃଶ୍ୟ ରହିଛି। ହଜାର…

ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା,ଖାରଜ ହେଲା ଏହି ଆବେଦନ

ଚିଟଫଣ୍ଡ ମାମଲାରେ ସିବିଆଇ କୋର୍ଟରେ ଚାଲିଥିବା କେସ୍‌ ଖାରଜ କରିବା ନେଇ ପ୍ରଭାତ ବିଶ୍ୱାଳ ହାଇକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆଜି ତାଙ୍କର ଏହି ଆବେଦନକୁ…

ମୋବାଇଲ ଛଡାଇ ନେବାରୁ ବିଷ ପିଇଦେଲେ ନାବାଳିକା ; ଚାଲିଗଲା ଜୀବନ

୧୫ ବର୍ଷୀୟ ନାବାଳିକା ସବୁବେଳେ ମୋବାଇଲ୍ ବ୍ୟବହାର କରୁଥିଲେ । ଏନେଇ ପରିବାର ଲୋକ ସବୁବେଳେ ବାରଣ କରୁଥିଲେ । ତେବେ ଗାଳି ଗରିବା ସହ ନାବାଳିକାଙ୍କଠାରୁ…

ଏଆଇୟୁ ବିଶ୍ବ ଡୋପିଂ ଅପରାଧରେ ଭାରତ ପୁଣି ଶୀର୍ଷରେ

ଚଳିତ ବର୍ଷ ଏପ୍ରିଲ୍‌ରେ ‌ଏହି ମାମଲାରେ କେନିଆକୁ ଭାରତ ପ୍ରଥମଥର ଟପିଥିଲା। ଏଆଇୟୁ ଚଳିତ ବର୍ଷ ଆରମ୍ଭରେ, ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ)କୁ ‘ବି’ ବର୍ଗରୁ ‘ଏ’କୁ…

ଆତଙ୍କବାଦ ବିରୋଧରେ ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ: “ଆତଙ୍କବାଦୀ କେବଳ ଆତଙ୍କବାଦୀ,

ଆତଙ୍କବାଦୀ କେବଳ ଜଣେ ଆତଙ୍କବାଦୀ ଏବଂ ଏହାର କୌଣସି ଆଧାର ବା ଯଥାର୍ଥତା ରହିପାରିବ ନାହିଁ ବୋଲି ଜାତିସଂଘରେ ଭାରତ ସ୍ପଷ୍ଟ କରିଛି। ଜାତିସଂଘ ସାଧାରଣ ସଭାରେ…

ଆମେରିକାରେ ନାଇଟ୍‌ ରାଇଡର୍ସର ନିଜସ୍ବ ଷ୍ଟାଡିୟମ୍‌

ଏଠାରେ ମେଜର ଲିଗ୍‌ କ୍ରିକେଟ୍‌ର ଏକ ମ୍ୟାଚ୍‌ ଖେଳାଯାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି। ଏଥିରେ ଘରୋଇ ଦଳ ଲସ୍‌ଏଞ୍ଜେଲ୍ସ ନାଇଟ୍‌ ରାଇଡର୍ସ ଓ ୱାସିଂଟନ୍‌ ଫ୍ରିଡମ୍‌…

ଦିଲ୍ଲୀ-ପଞ୍ଜାବ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ , ଆଇଏସଆଇ ନେଟୱାର୍କ ସହ ଜଡିତ ୪ ଅଭିଯୁକ୍ତ ଗିରଫ

ଦିଲ୍ଲୀ ପୁଲିସ ସ୍ପେଶାଲ୍ ସେଲ୍‌ର ଏସିପି ବିବେକ କୁମାର ତ୍ୟାଗୀଙ୍କ ତତ୍ତ୍ୱାବଧାନରେ,ଇନ୍ସପେକ୍ଟର ସତୀଶ ରାଣା ଏବଂ ଇନ୍ସପେକ୍ଟର ଅଶୋକଙ୍କୁ ନେଇ ଗଠିତ ଏକ ଦଳ ଏକ ଆନ୍ତଃରାଜ୍ୟ…

ଶକ୍ତି ସଙ୍କଟରେ ଋଷ , ୬୦ ହଜାର ଟନ୍ ଗ୍ୟାସୋଲିନ୍ ପଠାଇଲା ଭାରତ

ଶକ୍ତି ସଙ୍କଟରେ ମସ୍କୋ, ୬୦ ହଜାର ଟନ୍‌ ଗ୍ୟାସୋଲିନ୍‌ ପଠାଇଲା ଭାରତ । ସମଗ୍ର ଏସିଆକୁ ଅଶୋଧିତ ତୈଳ ଯୋଗାଉଥିବା ଋଷ ବର୍ତ୍ତମାନ ସାଂଘାତିକ ଶକ୍ତି ସଙ୍କଟର…

ମୋଦୀ-ତାକାଇଚି ଦ୍ବିପାକ୍ଷିକ କଥାବାର୍ତ୍ତା : ନିବେଶ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ଉପରେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସଠାରେ ଦ୍ୱିପାକ୍ଷିକ ବୈଠକ ପରେ ଦୁଇ ରାଷ୍ଟ୍ର ଏକ ସହଯୋଗ…