ସମ୍ବଲପୁରରେ ଡ୍ରେନ୍ ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର

ସମ୍ବଲପୁର ସହରରେ ଡ୍ରେନ୍‌ ଜବରଦଖଲ ଉଚ୍ଛେଦ ପାଇଁ ମହାନଗର ନିଗମ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନ୍‌ ଉପରେ ଅନଧିକୃତ ଭାବେ…

କନ୍ଧମାଳରେ ଲଗାଣ ବର୍ଷା , ରାସ୍ତା ଅବରୋଧ ଓ ଜୀବନଯାତ୍ରା ବ୍ୟାହତ

ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବରୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି…

ଜାତିସଂଘ ମୁଖ୍ୟାଳୟ ନିକଟରେ ଆତ୍ମଦାହ ପରେ ତିବ୍ବତୀୟ ବ୍ୟକ୍ତିଙ୍କ ମୃତ୍ୟୁ

ଆମେରିକାର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟ ବାହାରେ ଗୁରୁବାର ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରିଛନ୍ତି। ଆତ୍ମଦାହ କରିବା ପୂର୍ବରୁ ବ୍ୟକ୍ତି…

ବିଷ ବୋତଲ ଧରି ବ୍ୟାଙ୍କ୍‌ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ

ବିଷ ବୋତଲ ଧରି ବ୍ୟାଙ୍କ୍‌ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ । ବାଲେଶ୍ବର ଭୋଗରାଇ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଗରେ ଜଣେ ମହିଳା ବିଷ ବୋତଲ…

ତେହେରାନର ଗ୍ରାଣ୍ଡ୍‌ ମୋସାଲ୍ଲାରେ ପହଞ୍ଚିଲା ସର୍ବୋଚ୍ଚ ନେତା ଖେମିନିଙ୍କ ପାର୍ଥିବ ଶରୀର: ଆସନ୍ତାକାଲି ହେବ ଶେଷକୃତ୍ୟ

ଆମେରିକା ଓ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକ୍ (ବିମାନ ଆକ୍ରମଣ) ରେ ପ୍ରାଣ ହରାଇଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ପାର୍ଥିବ ଶରୀର ଶୁକ୍ରବାର…

ଘରୋଇ ସ୍କୁଲ ସ୍ଥାପନ ନିୟମ ସରଳ କଲା ଶିକ୍ଷା ବିଭାଗ, ନୂଆ ଗାଇଡ୍‌ଲାଇନ୍ ଜାରି

ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ସରଳ ଏବଂ ସ୍ୱଚ୍ଛ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନୂତନ ବିଜ୍ଞପ୍ତି…

ବର୍ଷାରେ ଜଳମଗ୍ନ ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡ

ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡରେ ଅସରାଏ ବର୍ଷା ପରେ ଚିତ୍ର ସମ୍ପୂର୍ଣ୍ଣ ଭାବେ ବେହାଲ ହୋଇପଡ଼ିଛି । ଅଳ୍ପ ସମୟର ବର୍ଷାରେ ହିଁ ବସଷ୍ଟାଣ୍ଡ ପରିସର ଜଳମଗ୍ନ ହୋଇଯାଇଛି…

ଲଘୁଚାପ ବର୍ଷା ପାଇଁ ଅଗ୍ନିଶମ ବିଭାଗ ହାଇ ଆଲର୍ଟରେ

ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି । ଲଘୁଚାପ ଜନିତ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ…

ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି

ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି । ଲଘୁଚାପ ଜନିତ ପ୍ରବଳ ବର୍ଷା,ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ…

୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ…

ଅମରନାଥ ଯାତ୍ରୀଙ୍କ ପାଇଁ ମୋଦୀଙ୍କ ସ୍ୱତନ୍ତ୍ର ଚିଠି: ଦେଲେ ”୫ଟି ସଂକଳ୍ପ”ର ବାର୍ତ୍ତା

ପବିତ୍ର ଅମରନାଥ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ସମସ୍ତ ଶିବଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି। ବାବା…

ଆଲାଏଡ୍ ସ୍ୱାସ୍ଥ୍ୟ ପେସାଜୀବୀଙ୍କ ପାଇଁ ନୂଆ ନିୟମ , ପଞ୍ଜୀକରଣ ବିନା ସେବା ଦେଲେ କଡ଼ା ଦଣ୍ଡ

ରାଜ୍ୟରେ ଆଲାଏଡ୍ ସ୍ୱାସ୍ଥ୍ୟ ପେସାଜୀବୀଙ୍କ ପଞ୍ଜୀକରଣ, ନିୟନ୍ତ୍ରଣ ଓ ପେସାଗତ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ରାଜ୍ୟ ଆଲାଏଡ୍ ଆଣ୍ଡ ହେଲ୍ଥକେୟାର କାଉନ୍ସିଲ୍…

ଟିଏମସିର ପ୍ରକୃତ ଦାବିଦାର କିଏ? ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍

ଟିଏମସିର ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍ । ଟିଏମସିରେ ବିଭାଜନ ପରେ ଏବ ଅସଲ ଟିଏମସି କିଏ ତାହା ନିର୍ଦ୍ଧାରଣ ହୋଇନାହିଁ । ପଶ୍ଚିମବଙ୍ଗରେ ଦୁଇଟି…

ହାଜତ ମୃତ୍ୟୁ ଆତ୍ମହତ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଦାୟୀ: ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଗୁରୁତ୍ବପୂର୍ଣ୍ଣ ରାୟରେ ହାଜତ ମୃତ୍ୟୁ ଆତ୍ମହତ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ ବୋଲି କହି କ୍ଷତିପୂରଣ…