ଭାରତରେ ବିଦେଶୀ ନାଗରିକଙ୍କୁ ପ୍ରତିବାଦ କରିବାର ଅଧିକାର ଅଛି କି ? ଧ୍ରୁବ ରାଠୀଙ୍କ ଅଟକକୁ ନେଇ ଉଠିଲା ପ୍ରଶ୍ନ

ବିଦେଶୀ ନାଗରିକଙ୍କୁ ଏହି ଅନୁଚ୍ଛେଦ ଅନୁସାରେ ସମାନ ଅଧିକାର ମିଳେ ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବିଦେଶୀ ନାଗରିକଙ୍କର ଭାରତରେ କୌଣସି ଆଇନଗତ…

କ୍ୟାମ୍ପସ୍‌ ହିଂସା ରୋକିବାକୁ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ; ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଉଚ୍ଚସ୍ତରୀୟ ବୈଠକ

କଲେଜ କ୍ୟାମ୍ପସ୍‌ରେ ବଢ଼ୁଥିବା ଉତ୍ତେଜନାକୁ ନେଇ ପୁଲିସ ଡିଜିଙ୍କ ବଡ଼ ବୈଠକ। ଜିଲ୍ଲା ଏସ୍‌ପି ଏବଂ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୁରକ୍ଷା ବ୍ୟବସ୍ଥା…

ଦିଲ୍ଲୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ ଘେରିଲେ ରାହୁଲ ଗାନ୍ଧୀ; ମୋଦୀ-ଶାହା-ଡୋଭାଲଙ୍କ ଉପରେ ଗମ୍ଭୀର ଅଭିଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଉପରେ ଦେଶର ଯୁବପିଢ଼ିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚଳାଇବାର ଅଭିଯୋଗ ଆଣିଛନ୍ତି…

ଆଜି ପୁଣି କମ୍ପିପାରେ ଦିଲ୍ଲୀ; ଜନ୍ତରମନ୍ତରରେ ପ୍ରତିବାଦ କରିପାରନ୍ତି ସିଜେପି ସମର୍ଥକ

ଜନ୍ତରମନ୍ତରରେ ପୁଣିଥରେ ପ୍ରତିବାଦ କରିପାରନ୍ତି ସିଜେପି ସମର୍ଥକ। ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେଙ୍କ ସମେତ ପ୍ରାୟ ୪ ହଜାର ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।…

ପୃଥିବୀ ଆଡ଼କୁ ଆସୁଛି ଦୁଇଟି ସୌର କଣିକାର ବାଦଲ; ଜି୨ ଭୂଚୁମ୍ବକୀୟ ଝଡ଼ ପାଇଁ ଆମେରିକାର ଏନ୍‌ଓଏଏର ସତର୍କତା

ଏହାର ପ୍ରଭାବରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇପାରେ । ଏଥିପାଇଁ ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନ୍‌ଓଏଏ)ର ମହାକାଶ ପାଣିପାଗ ପୂର୍ବାନୁମାନ…

ଦେଶବାସୀଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ : ସମସ୍ତଙ୍କ ମଙ୍ଗଳ କାମନା କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦେବୀ ଦୁର୍ଗାଙ୍କ ସ୍ବରୂପ…

ପୁଣି ସୁସ୍ଥ ହୋଇ ଜେଲକୁ ଫେରିଲେ କ୍ରିଷ୍ଟା ପାଇକ : ମାରିପାରିଲାନି ଘାତକ ଇଞ୍ଜେକ୍ସନ

ଆମେରିକୀୟ ଇତିହାସରେ ପୂର୍ବରୁ ଯାହା କେବେ ଘଟିନଥିଲା ତାହା ଘଟିଛି ।  ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କଏଦୀ କ୍ରିଷ୍ଟା ପାଇକଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା।…

ଆଟଲାଣ୍ଟିକ ଏବଂ ପ୍ରଶାନ୍ତ ମହାସାଗର ଉପରେ ଟ୍ରମ୍ପଙ୍କ ନଜର : ନାମ ବଦଳାଇବାକୁ ଦେଲେ ପ୍ରସ୍ତାବ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଟଲାଣ୍ଟିକ୍ ଅବା ପ୍ରଶାନ୍ତ ମହାସାଗରର ନାମ ପରିବର୍ତ୍ତନ କରି ‘ଟ୍ରମ୍ପ ମହାସାଗର’ କିମ୍ବା ‘ଆମେରିକା ମହାସାଗର’ ରଖିବାକୁ ଏକ ପ୍ରସ୍ତାବ ଦେଇଛନ୍ତି।…

ଆମେ ଆକ୍ରମଣ କରିପାରୁ : ପୁଣି ନାଲି ଆଖି ଦେଖାଇ କହିଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁତିଙ୍କ ବିରୋଧରେ ଯୁଦ୍ଧରେ ସାଉଦି ଆରବ ସହ ଯୋଗଦେବାକୁ ସଙ୍କେତ ଦେଇଛନ୍ତି। ସାଉଦି ଆରବର ରିୟାଦରେ ବିମାନବନ୍ଦର ଉପରେ ହୁତିଙ୍କ ଆକ୍ରମଣରେ…

ଆମେରିକାରେ ଘୂର୍ଣ୍ଣିବାତ୍ୟା ‘ଇସାୟସ୍’ର ତାଣ୍ଡବ : ୪ ମୃତ, ଦକ୍ଷିଣ-ପୂର୍ବ ଅଞ୍ଚଳରେ ବନ୍ୟା ଆଶଙ୍କା

ଘୂର୍ଣ୍ଣିବାତ୍ୟା ଇସାୟସ୍ ଫ୍ଲୋରିଡା ଏବଂ ଆଲାବାମା ସମେତ ଅନେକ ଦକ୍ଷିଣ-ପୂର୍ବ ଆମେରିକୀୟ ରାଜ୍ୟରେ ତାଣ୍ଡବ ରଚିଛି। ପ୍ରଭାବିତ ଅଞ୍ଚଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୭୦୦,୦୦୦…

ସିଜେପି ପ୍ରତିବାଦ ନେଇ ଜାତିସଂଘର ପ୍ରତିକ୍ରିୟା : ଅଯଥା କୌଣସିରେ ହସ୍ତକ୍ଷେପ କରନ୍ତୁ ନାହିଁ

ନୂଆଦିଲ୍ଲୀରେ ସିଜେପି ପ୍ରତିବାଦ ଉପରେ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟର ମନ୍ତବ୍ୟକୁ ଭାରତ କଡ଼ା ସ୍ବରରେ ପ୍ରତ୍ୟାଖ୍ୟାନ କରିଛି। ଭାରତ ଜାତିସଂଘ ମାନବାଧିକାର ସଂସ୍ଥାର ଚିନ୍ତାକୁ ଖଣ୍ଡନ…

୧୩ ବିଶ୍ବବିଦ୍ୟାଳୟ, ୩୪୭ ମହାବିଦ୍ୟାଳୟରେ ହେବ ନିର୍ବାଚନ : ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

 ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର  ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ଏହାପରେ ନିର୍ବାଚନ ହେବାକୁ ଥିବା କେତୋଟି…

ଧର୍ମଶାଳାରେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ, ୫ ବର୍ଷର ଶିଶୁ ମୃତ

ଆଜି ସକାଳ ୬.୩୦ରେ ଧର୍ମଶାଳା ଥାନା ଅରାବଳ ପଞ୍ଚାୟତ ତଥା ଅରାବଳ ଗ୍ରାମର ଶ୍ରମିକ ଅଭିରାମ ମଲିକ(୪୦)ଙ୍କ ପତ୍ନୀ ତିଲୋତ୍ତମା(୩୫) ସକାଳ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ…

ଦକ୍ଷିଣ କୋରିଆରେ ବଡ଼ ଅଘଟଣ: ସୁପରମାର୍କେଟ୍‌ର ଛାତ ଭୁଶୁଡ଼ି ୩୮ ଆହତ

ଡାଏଗୁ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟା ୧୬ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଚାରି ମହଲା ବିଶିଷ୍ଟ କୋଠାର ଦ୍ୱିତୀୟ ମହଲାରେ…

ଶିବସେନା ରିଲାଏନ୍ସରୁ ୨୫ କୋଟି ପାଇଛି : ମସ୍କଙ୍କ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ମତା ବୃଦ୍ଧି ଆଶଙ୍କା ଘନେଇଲା

ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ‘ଷ୍ଟାରଲିଙ୍କ୍’ ପାଇଁ ବାଣିଜ୍ୟିକ ଲାଇସେନ୍ସ ପାଇବାରେ ବିଳମ୍ବକୁ ନେଇ ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଭାରତର ପ୍ରମୁଖ ଶିଳ୍ପପତି…