Blog

ଆଇସିସି ଦିନିକିଆ ମାନ୍ୟତା: ଶୀର୍ଷ ୧୦ରେ ୪ଭାରତୀୟ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ମାନ୍ୟତାରେ ୪ଜଣ ଭାରତୀୟ କ୍ରିକେଟର୍ ସାମିଲ ହୋଇଛନ୍ତି। ଅବସର ଚର୍ଚ୍ଚା ଭିତରେ ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସ୍ଥାନକୁ ଉଠିବା ଉଲ୍ଲେଖନୀୟ ରହିଛି।…

ଅର୍ଜୁନଙ୍କ ସହିତ ନିର୍ବନ୍ଧ ଶେଷ ପରେ ତେନ୍ଦୁଲକରଙ୍କ ବୋହୂଙ୍କ ବିଷୟରେ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ଶେଷ ହୋଇଛି। ଅର୍ଜୁନଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହିତ ଶେଷ ହୋଇଛି। ସାନିଆ ପ୍ରସିଦ୍ଧ…

ଶିଳ୍ପା ଓ ରାଜଙ୍କ ପିଛା ଛାଡ଼ୁନାହିଁ ସମସ୍ୟା: ଠକେଇ ଅଭିଯୋଗ ପରେ ଓକିଲ ଦେଲେ ସଫେଇ

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ପିଛା ଛାଡ଼ୁନାହିଁ। ଶିଳ୍ପା, ରାଜ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଜଣେ ବ୍ୟବସାୟୀ…

ବିପାଶାଙ୍କ ଶରୀରକୁ ନେଇ ଏପରି ମନ୍ତବ୍ୟ ରଖିଲେ ମୃଣାଳ: ପାଲଟା ଜବାବ ଦେଲେ କୃଷ୍ଣ ସୁନ୍ଦରୀ

ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏକ ବୟାନ ବରିଷ୍ଠ ଅଭିନେତ୍ରୀ ବିପାଶା ବସୁଙ୍କୁ ପାଟି ଖୋଲିବା ପାଇଁ ବାଧ୍ୟ କରିଦେଇଛି। ମୃଣାଳଙ୍କ ମନ୍ତବ୍ୟ ପରେ ସିଧ‌ା ସଳଖ…

ମ୍ୟାଚ ନ ଖେଳି ବି ଫାଇଦାରେ ରହିଲେ ତିଲକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ରାଙ୍କିଂ ଯୋଗୁଁ ଏବେ ଚର୍ଚ୍ଚାରେ ଅଛନ୍ତି । ଯଦି ଆମେ ଆଇସିସି ଟି୨୦ ରାଙ୍କିଂ ବିଷୟରେ କଥା ହେବା, ତେବେ…

ସାମୁଦ୍ରିକ ବାୟୋଟେକ୍ ଗବେଷଣା ଓ ନବସୃଜନ କରିଡର୍‌ ଆରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଓଡ଼ିଶା ସାମୁଦ୍ରିକ ବାୟୋଟେକ୍ ଗବେଷଣା ଓ ନବସୃଜନ କରିଡର୍‌ (ଓଏମ୍‌ବିଆର୍‌ଆଇସି) ଆରମ୍ଭ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର…

ଲକ୍ଷ୍ମଣଙ୍କୁ ଭେଟିଲେ ପଙ୍କଜ

ଭୁବନେଶ୍ବର: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ) ଓ ବିସିସିଆଇ ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣଙ୍କୁ ସୋମବାର‌ ଭେଟିଛନ୍ତି ଓଡ଼ିଶା କ୍ରିକେଟ୍‌…

୫୦ ଦେଶ ସହ ରପ୍ତାନି ବଢ଼ାଇବ ଭାରତ: ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟପ୍ରତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ପାଲଟା ଶୁଳ୍କ ଲଗାଇବା ପରେ ଦେଶର ରପ୍ତାନି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏଭଳି…

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

ପାଟଣାଗଡ଼: ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ବ୍ଲକ କରଲାମାଲ ଗ୍ରାମରେ ୬ବର୍ଷ ପୂର୍ବରୁ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ପାଟଣାଗଡ଼ ଏଡିଜେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।…

ବିଏସଏନଏଲ ଲଞ୍ଚ କଲା ନୂତନ ପ୍ଲାନ; ଗ୍ରାହକଙ୍କୁ ମିଳିବ ଏସବୁ ଫାଇଦା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ଲାନ୍ ଲଞ୍ଚ କରିଛି। ଯାହାର ମୂଲ୍ୟ ମାତ୍ର ୧୪୯୯ ଟଙ୍କା ରହିଛି।  ଏହି ପ୍ଲାନରେ ଉପଭୋକ୍ତାମାନେ…

ସୁପ୍ରିମ୍‌କୋର୍ଟରେ ବିହାର ଇସିଙ୍କ ସତ୍ୟପାଠ: ବିନା ନୋଟିସ୍‌ରେ କୌଣସି ଭୋଟରଙ୍କ ନାମ ହଟିବନି

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍) ସମ୍ପର୍କରେ ନିର୍ବାଚନ ଆୟୋଗ ସୁପ୍ରିମ୍‌କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିସନ କହିଛନ୍ତି ବିନା…

ଫିଲ୍ମ ଦେଖି ଭାବପ୍ରବଣ ହେଲେ ମୁସ୍‌ଲିମ୍ ଦର୍ଶକ

ନୂଆଦିଲ୍ଲୀ: ଆନିମେଟେଡ୍ ଫିଲ୍ମ ‘ମହାବତାର ନରସିଂହ’ ରିଲିଜ୍ ପରଠାରୁ ବକ୍ସ ଅଫିସରେ ଧମାଲ କରିଚାଲିଛି। ଫିଲ୍ମର ଆୟ ସାରା ବିଶ୍ୱରେ ପ୍ରାୟ ୨୦୦ କୋଟି ଟଙ୍କାରେ ପହଞ୍ଚିଛି। ହିନ୍ଦୁ…

ସଙ୍କୁଚିତ ହେଉଛି ଓୟୁଏଟି ଜମି: ଦଖଲରେ ୪୦୨୪ ଏକର, ରେକର୍ଡରେ ୪୧୮ ଏକର

ଭୁବନେଶ୍ବର: ରାଜ୍ୟର ପ୍ରଥମ ତଥା ଏକମାତ୍ର କୃଷି ବିଶ୍ବବିଦ୍ୟାଳୟ ଭାବେ ଦେଶରେ ସୁନାମ ଅର୍ଜନ କରିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ପରିସର ଦିନକୁ ଦିନ…

ଗ୍ୟାରେଣ୍ଟି ଆସନ ନେଇ କାହାଣୀ କହୁଛନ୍ତି ଶରଦ ପାୱାର: ଫଡନାଭିସ

ମୁମ୍ବାଇ: ବିଧାନସଭା ନିର୍ବାଚନରେ ଗ୍ୟାରେଣ୍ଟି ଆସନ ନେଇ ମିଳିଥିବା ପ୍ରସ୍ତାବ ବାବଦରେ ଶରଦ ପାୱାର କହିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କଡ଼ା ଜବାବ ଦେଇଛନ୍ତି…

କଳିଙ୍ଗ ଷ୍ଟାଡ଼ିୟମରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା

ଭୁବନେଶ୍ବର: ଆଜି (ଅଗଷ୍ଟ ୧୦ ତାରିଖରେ) କଳିଙ୍ଗ ଷ୍ଟାଡ଼ିୟମରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ କରାଯାଉଛି।ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ…