Blog

ଇରାନରେ ଅଲ୍ଲୀ ଖାମେନେଇଙ୍କ ୬ ଦିନିଆ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି, ଯୋଗଦେବେ ପ୍ରାୟ ୨ କୋଟି ଲୋକ

ପ୍ରଥମ ଦିନରେ ତେହରାନର ମୁଖ୍ୟ ଧାର୍ମିକ କେନ୍ଦ୍ରରେ ସାର୍ବଜନୀନ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା। ଆଜିଠୁ ମୃତଦେହକୁ ବିଭିନ୍ନ ସହରରେ ଦେଇ ଶୋଭାଯାତ୍ରା କରାଯାଇ ଶେଷ ସମାଧିସ୍ଥଳକୁ ନିଆଯିବ।…

ବଲୁଚିସ୍ତାନରେ ବିଏଲଏର ବଡ଼ ଧରଣର ଆତ୍ମଘାତୀ ବିସ୍ପୋରଣ: ୩୦ ପାକିସ୍ତାନୀ ସୈନିକ ନିହତ

ପାକିସ୍ତାନର ବଲୁଚିସ୍ତାନର ଏକ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଗୋଷ୍ଠୀ, ବଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛି।  ପାକିସ୍ତାନର…

ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତଙ୍କ ଆତଙ୍କ: ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ କଲେ ଭୟଭୀତ

ସିସିଟିଭି କ୍ୟାମେରାରେ ଆତଙ୍କ ବେଳର ଦୃଶ୍ୟ କଏଦ। ଗତ ରାତ୍ରି ୧୧ଟା ୨୨ ରେ ଏଭଳି ଘଟଣା ଘଟିଛି। ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ପ୍ରଥମେ ଜଣେ…

ଟ୍ରମ୍ପ-ନେତାନ୍ୟାହୁ ଫୋନରେ କଥା ହେଲେ : ଶୀଘ୍ର ଆମେରିକାରେ ସାକ୍ଷାତ କରିବାକୁ ରାଜି

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ, ଶୁକ୍ରବାର ଦିନ ଫୋନ୍ ମାଧ୍ୟମରେ ଆଲୋଚନା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଲୋକଙ୍କ ଉପରକୁ ମାଡ଼ିଗଲା ଡମ୍ଫର ; ୨ ମୃତ , ୫ ଗୁରୁତର

ଉଦ୍ଧାର କାମ ଚାଲିଥିଲା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର।  ଦୁର୍ଘଟଣାରେ ୨ ମୃତ, ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ବିବାହ ପରେ ପ୍ରେମ ସମ୍ପର୍କକୁ ଲୁଚାଇବା ଗୋପନୀୟତା ଅଧିକାର ନୁହେଁ

ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ ସୁନିଶ୍ଚିତ ଗୋପନୀୟତାର ଅଧିକାର ଏତେ ବ୍ୟାପକ ନୁହେଁ ଯେ, ଏହାକୁ ସ୍ୱାମୀ କିମ୍ବା…

ଆଜି ରଥ ନିର୍ମାଣର ୭୪ତମ ଦିବସ : ଆଜି ତିନି ରଥ ବ୍ରେକରେ ବୋଲ୍ଟ ଓ ଧ୍ବଜବତା

ରଥ ନିର୍ମାଣର ୭୪ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶମତେ କାମ ଆରମ୍ଭ କରିଥିଲେ। ଆଜି ତିନି ରଥ ବ୍ରେକରେ ବୋଲ୍ଟ ଓ ଧ୍ବଜବତା…

ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ : ଥାଣେର ଜୁପିଟର ହସ୍ପିଟାଲରେ ଭର୍ତ୍ତି

ଶୁକ୍ରବାରଠାରୁ ସେ ସାମାନ୍ୟ ଜ୍ୱର, ଶରୀର ଯନ୍ତ୍ରଣା ଏବଂ ଥକ୍କା ଅନୁଭବ କରୁଥିଲେ, ତେଣୁ ଡାକ୍ତରମାନେ ତାଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହସ୍ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ…

ଠେଙ୍ଗାରେ ପିଟିପିଟି ଜଣଙ୍କୁ ହତ୍ୟା, ୩ ଗୁରୁତର

ପାଟଣାଗଡ଼ ଥାନା ମଳିକମୁଣ୍ଡା ଗାଁରେ ଜଘନ୍ୟ ହତ୍ୟା । ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଯୁବକଙ୍କ ସହ ଝିଅର ବିବାହ କରିବାକୁ ମନା କରିବାରୁ ଉତ୍ତେଜିତ…

ପଦ୍ମପୁର ଗାଁରେ ହାତୀ ଆକ୍ରମଣ, ମହିଳା ଗୁରୁତର

ପଦ୍ମପୁର ଗାଁରେ ହାତୀ ଉପଦ୍ରବରେ ଚାଞ୍ଚଲ୍ୟକର ପରିସ୍ଥିତି ଦେଖାଦେଇଛି । ଯୋଡ଼ା ହାତୀ ଗାଁ ଭିତରକୁ ପ୍ରବେଶ କରି ଘର ଭାଙ୍ଗିବା ସହ ଆକ୍ରମଣ କରିଛି ।…

ସମ୍ବଲପୁରରେ ଡ୍ରେନ୍ ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର

ସମ୍ବଲପୁର ସହରରେ ଡ୍ରେନ୍‌ ଜବରଦଖଲ ଉଚ୍ଛେଦ ପାଇଁ ମହାନଗର ନିଗମ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନ୍‌ ଉପରେ ଅନଧିକୃତ ଭାବେ…

କନ୍ଧମାଳରେ ଲଗାଣ ବର୍ଷା , ରାସ୍ତା ଅବରୋଧ ଓ ଜୀବନଯାତ୍ରା ବ୍ୟାହତ

ଲଘୁଚାପର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବରୁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି…

ଜାତିସଂଘ ମୁଖ୍ୟାଳୟ ନିକଟରେ ଆତ୍ମଦାହ ପରେ ତିବ୍ବତୀୟ ବ୍ୟକ୍ତିଙ୍କ ମୃତ୍ୟୁ

ଆମେରିକାର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟ ବାହାରେ ଗୁରୁବାର ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରିଛନ୍ତି। ଆତ୍ମଦାହ କରିବା ପୂର୍ବରୁ ବ୍ୟକ୍ତି…

ବିଷ ବୋତଲ ଧରି ବ୍ୟାଙ୍କ୍‌ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ

ବିଷ ବୋତଲ ଧରି ବ୍ୟାଙ୍କ୍‌ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ । ବାଲେଶ୍ବର ଭୋଗରାଇ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଗରେ ଜଣେ ମହିଳା ବିଷ ବୋତଲ…