ସୁନାବେଶ ପାଇଁ ପୁରୀରେ ଭିଡ଼, ଏବେଠୁ ହେଲାଣି ଟ୍ରାଫିକ ଜାମ୍

ଆଜି ଶ୍ରୀଜିଉଙ୍କ ସୁନାବେଶ ପାଇଁ ପୁରୀରେ ଭିଡ଼ ଜମିବାରେ ଲାଗିଛି । ଏବେଠାରୁ ଟ୍ରାଫିକ ଜାମ୍ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ଟ୍ରାଫିକ ପୁଲିସ ପକ୍ଷରୁ…

ଇରାନ ପରମାଣୁ ଅସ୍ତ୍ର ହାସଲ କରିପାରେ,ମୋଜତାବା ଆଗ୍ରହୀ: ଗୁଇନ୍ଦା ରିପୋର୍ଟ ବଢ଼ାଇଲା ଟ୍ରମ୍ପଙ୍କ ଚିନ୍ତା

ଇରାନର ବର୍ତ୍ତମାନର ଶାସକ ପରମାଣୁ ଅସ୍ତ୍ର ହାସଲ କରିବାକୁ କାମ କରୁଥିବା ଜଣାପଡ଼ିଛି। ଗୁଇନ୍ଦା ଅଧିକାରୀଙ୍କ ଆଧାରରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଇରାନର ବର୍ତ୍ତମାନର ଶାସକ…

ବ୍ରେକ୍ ଫେଲ୍ ହୋଇ ଖୁଣ୍ଟରେ ପିଟିହେଲା ସ୍କୁଟି ; ୨ ମୃତ, ଜଣେ ଗୁରୁତର

ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ  ଏକ ବିଦ୍ୟୁତ ଖୁଁଟରେ ପିଟି ହୋଇ ଜଣେ ଯୁବତୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ  ଘଟିଥିବା ବେଳେ ଅନ୍ୟ ଜଣେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଙ୍ଗୋପସାଗର ତତ-ସଂଲଗ୍ନ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ଦୁଇଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର…

AI ଡିପଫେକ୍ ଭିଡିଓକୁ ନେଇ ପୀୟୁଷ ଗୋୟଲଙ୍କ ସ୍ପଷ୍ଟୀକରଣ

ପୀୟୁଷ ଗୋୟଲ ସୋସିଆଲ ମିଡିଆରେ ଜାରି କରିଥିବା ବୟାନରେ କହିଛନ୍ତି ଯେ, ସଂସଦ ବାହାରେ ଗଣମାଧ୍ୟମକୁ ଦେଇଥିବା ତାଙ୍କ ବୟାନକୁ ତାଙ୍କ ପ୍ରକୃତ ମନ୍ତବ୍ୟକୁ ଜାଣିଶୁଣି ବିକୃତ…

ଆମେରିକାର ଦାଦାଗିରି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ: ଏସସିଓ ସମ୍ମିଳନୀରେ ସ୍ପଷ୍ଟ କଲେ ଇରାନ ବୈଦେଶିକ ମନ୍ତ୍ରୀ ଆରାଘଚି

ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସ୍ପଷ୍ଟ କରିଛନ୍ତି ଯେ, ଆମେରିକାର ଚାପ କିମ୍ବା ଧମକ ଆଗରେ ତେହେରାନ ମୁଣ୍ଡ…

ବ୍ଲାକ୍ ସିରେ ଜାହାଜ ଉପରେ ଆକ୍ରମଣ, ଜଣେ ଭାରତୀୟଙ୍କ ମୃତ୍ୟୁ

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୧୮ ତାରିଖରେ ବ୍ଲାକ୍ ସି ଦେଇ ଯାଉଥିବା ସମୟରେ MV OMORFI ଉପରେ ଆକ୍ରମଣ ହୋଇଥିଲା । ଜାହାଜରେ…

ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ;୨୧ ଜଣ ୱାର୍ଡ ସଭ୍ୟ ଆଣିଲେ ପ୍ରସ୍ତାବ

କେନ୍ଦ୍ରାପଡା ମହାକାଳପଡା, ତିଖିରି ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆସିଛି ।  ଚାମେଲୀଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ /…

ସେତୁ ଉଦ୍‌ଘାଟନ ନିମନ୍ତ୍ରଣ ପ୍ରତ୍ୟାହାର କଲା କାନାଡା: କ୍ରୋଧିତ ଟ୍ରମ୍ପ କହିଲେ, ଲାଭର ୫୦% ନେବ ଆମେରିକା

ଆମେରିକା ଏବଂ କାନାଡା ମଧ୍ୟରେ ବଢୁଥିବା ବାଣିଜ୍ୟ ଉତ୍ତେଜନା ଏବେ ଦୁଇ ଦେଶର ମିଳିତ ଭିତ୍ତିଭୂମି ପ୍ରକଳ୍ପ ଉପରେ ପ୍ରଭାବ ପକାଉଛି । ଗୋର୍ଡି ହୋୱେ ଅନ୍ତର୍ଜାତୀୟ…

ଟ୍ରୋଲର୍ସଙ୍କୁ ସଲମାନଙ୍କ ପାଲଟା ଜବାବ, କହିଲେ– ‘ଯୋ ଡର୍ ଗୟା ୱୋ ମର୍ ଗୟା’

ନିଟ୍ ପେପର ଲିକ୍ ଅଭିଯୋଗକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରମାନଙ୍କ ପ୍ରତିବାଦ ଜାରି ରହିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ସଲମାନ୍ ଖାନ କହିଥିଲେ…

ପରାମର୍ଶଦାତାଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି ; ଆଉ ୩ ମାସ ବଢ଼ିଲା ପାରିଶ୍ରମିକର ଅବଧି

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟକୁ ଆଶ୍ବସ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ ଓ…

ଜନ୍ତର ମନ୍ତରରେ ଉତ୍ତେଜନା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି : ରାତି ୮ଟା ସୁଦ୍ଧା ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ

ଦିଲ୍ଲୀରେ ମଦ ଦୋକାନଗୁଡ଼ିକ ପାଇଁ ସାଧାରଣତଃ ବନ୍ଦ ସମୟ ରାତି ୧୦ଟା ହୋଇଥାଏ । ତେବେ କିନ୍ତୁ ଜନ୍ତର ମନ୍ତରରେ ଉତ୍ତେଜନା ପରେ ଦିଲ୍ଲୀ ପ୍ରଶାସନ ପକ୍ଷରୁ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନ୍ୟ ମନ୍ତ୍ରଣାଳୟକୁ ବଦଳି କରିବାକୁ ସରକାର ଯୋଜନା କରୁଛନ୍ତି: ରାହୁଲ ଗାନ୍ଧୀ

ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର୍…

ଜଟଣୀରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନେଇ ବଢ଼ିଲା ସନ୍ଦେହ

ଜଟଣୀରେ ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା କରାଯାଇଥିବା ନେଇ ସନ୍ଦେହ । ଗତକାଲି ରାତ୍ରୀ ସମୟରେ ଘରୁ ତାଙ୍କର ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି ।…

ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲେ କୋର୍ଟ: ଲକ୍ଷେ ଡଲାର ଏଚ୍-୧-ବି ଭିସା ଫି ଉପରେ ଲାଗିଲା ରୋକ, ଭାରତୀୟଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଏଚ୍-୧-ବି ଭିସା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଆମେରିକାର ଫେଡେରାଲ୍ ଆପିଲ୍ କୋର୍ଟ ବଡ଼ ଆଇନଗତ ଝଟକା ଦେଇଛନ୍ତି। କୋର୍ଟ ଟ୍ରମ୍ପ ପ୍ରଶାସନର…