ଦେଶର ଅଦାଲତରେ ୫.୬୪ କୋଟିରୁ ଅଧିକ ମାମଲା ପଡ଼ିରହିଛି : ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ବଡ଼ ତଥ୍ୟ

ସାଂସଦ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ଏବଂ ଅଧସ୍ତନ ଅଦାଲତଗୁଡ଼ିକରେ ୧ ବର୍ଷରୁ ଆରମ୍ଭ କରି ୩୦ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ବିବରଣୀ…

ଆମିରଙ୍କ ତୃତୀୟ ବିବାହ ଚର୍ଚ୍ଚାରେ ହିନା ଖାନ୍‌ଙ୍କ ବୟାନ, ସୋସିଆଲ ମିଡିଆରେ ହଲଚଲ

ବଲିଉଡ୍‌ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାନ୍‌ଙ୍କ ପର୍ସନାଲ ଲାଇଫ୍‌କୁ ନେଇ ପୁଣି ଚର୍ଚ୍ଚା । ଆମିରଙ୍କ ତୃତୀୟ ବିବାହକୁ ନେଇ ଟିଭି ଅଭିନେତ୍ରୀ ହିନା ଖାନ୍ ଓ…

ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍: କଟକଣା କୋହଳ କଲେ ସରକାର

ଏବେଠାରୁ ଦୁଇ ଦେଶର ନାଗରିକମାନେ ନେପାଳକୁ ଆସିବା କିମ୍ବା ସେଠାରୁ ଯିବା ସମୟରେ ନିଜ ସାଥିରେ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଭାରତୀୟ ୨୦୦ ଓ ୫୦୦…

ପାକିସ୍ତାନକୁ ହରାଇ ଚାମ୍ପିୟନ ହେଲା ଭାରତ, ବିଶ୍ୱକପ୍ ଟିକେଟ୍ କଲା ପକ୍କା

ପାକିସ୍ତାନ ପକ୍ଷରୁ ୧୬ତମ ମିନିଟ୍‌ରେ ମହମ୍ମଦ ଉସମାନ ଗୋଟିଏ ଗୋଲ କରିଥିଲେ ମଧ୍ୟ ତାହା ଦଳ ପାଇଁ ଫଳପ୍ରଦ ହୋଇପାରି ନଥିଲା । ଶେଷରେ ୩-୧ ଗୋଲରେ…

‘ଏହା କେବଳ ଆରମ୍ଭ, ଆଗକୁ ଆହୁରି ଲମ୍ବା ଲଢ଼େଇ’- ଅଭିଜିତ ଦିପକେ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆନ୍ଦୋଳନର ଏକ ପର୍ଯ୍ୟାୟ ଶେଷ ହୋଇଥିଲେ ମଧ୍ୟ ସଂଗ୍ରାମ ଏବେ ବି ଜାରି ରହିବ । ଏଭଳି ବାର୍ତ୍ତା…

କାର୍ଗିଲ ବିଜୟ ଦିବସ ଏକ ତାରିଖ ନୁହେଁ, ଏହା ଦେଶର ବୀରତ୍ୱ ଏବଂ ବଳିଦାନର ଏକ ଅମର ଗାଥା: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍‌ କି ବାତ୍‌’ର ୧୩୬ତମ ଏପିସୋଡ୍‌ରେ ସମ୍ବୋଧିତ କରି କାର୍ଗିଲ ବିଜୟ ଦିବସ ସମ୍ପର୍କରେ କହି ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଛାତ୍ରଙ୍କୁ ପିଟିବାକୁ ନିର୍ଦ୍ଦେଶ କିଏ ଦେଇଥିଲେ? ଗୃହମନ୍ତ୍ରୀ ଶାହଙ୍କୁ ରାହୁଲ ଗାନ୍ଧୀଙ୍କ ଚିଠି

ରାହୁଲ ଗାନ୍ଧୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ନିଜର ଅଧିକାର ଏବଂ ଏକ ସ୍ୱଚ୍ଛ ଶିକ୍ଷା ବ୍ୟବସ୍ଥା ପାଇଁ ଦାବି କରୁଥିବା ଛାତ୍ରଛାତ୍ରୀଙ୍କ…

TET ପେପର ଲିକ୍ ମାମଲାରେ ବଡ଼ ସଫଳତା, ବିହାରରୁ ଗିରଫ ମୁଖ୍ୟ ଅଭିଯୁକ୍ତ

ମାମଲାର କଥିତ ମୁଖ୍ୟ ସୂତ୍ରଧର ବିଜେନ୍ଦ୍ର ଗୁପ୍ତାଙ୍କୁ ବିହାରରୁ ଗିରଫ କରାଯାଇଛି । ପ୍ରାୟ ଗୋଟେ ମାସ ଧରି ଫେରାର ଥିବା ବିଜେନ୍ଦ୍ରଙ୍କୁ ଧରିବା ପାଇଁ ମହାରାଷ୍ଟ୍ର…

ତୁଷୁରା ପୁଲିସକୁ ବଡ଼ ସଫଳତା ; ୬ କ୍ବିଣ୍ଟାଲରୁ ଅଧିକ ପରିମାରଣର ଗଞ୍ଜେଇ ଜବତ

ତୁଷୁରା ଥାନା ଯାମୁଟ-ଗୁଡଭେଲା ରାସ୍ତା ଉପରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡ଼ି-୦୨-ଏଏଚ-୦୭୩୨ ପିକଅପ୍‌ ଗାଡ଼ି ରାସ୍ତା ଉପରେ ଛାଡ଼ି ଦେଇ ୨…

ଇରାନ ଜଳସୀମାରେ ଏଲପିଜି ଟ୍ୟାଙ୍କର ଉପରେ ଆକ୍ରମଣ, ଭାରତୀୟ ଦୂତାବାସର ବୟାନ

ଇରାନ ଜଳସୀମାରେ ହର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ଏକ ଏଲପିଜି ଟ୍ୟାଙ୍କର ଉପରେ ମିସାଇଲ୍ ଆକ୍ରମଣ ହୋଇଛି । ମୋଜାମ୍ବିକ୍ ପତାକା ବହନ କରୁଥିବା ‘ଦିଶା’ ନାମକ ଏହି…

ଇୟୁର ଜରିମାନା ପରେ ପ୍ରତିଶୋଧ ନେଲେ ଟ୍ରମ୍ପ: କଠୋର ବାଣିଜ୍ୟ ତଦନ୍ତ ନିର୍ଦ୍ଦେଶ ଜାରି କଲେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ସଂଘର ନୀତି ବିରୋଧରେ ଏକ ଆନୁଷ୍ଠାନିକ ବାଣିଜ୍ୟ ତଦନ୍ତ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ୟୁରୋପୀୟ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ବିପଜ୍ଜନକ ମୋଡ଼ରେ: ଇରାନ ଉପରେ ଗୁପ୍ତ ବିମାନ ଆକ୍ରମଣ କଲେ ବାହାରିନ ଏବଂ କୁଏତ,

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାହାରିନ ଏବଂ କୁଏତ ଇରାନ ଭିତରେ ଥିବା…

ଦୁର୍ଗମ ଗାଁରୁ ମେଡିକାଲ କଲେଜ୍, ନିଟ୍ ପାସ୍ କରି ଇତିହାସ ରଚିଲେ ମଙ୍ଗଳା

ଓଡ଼ିଶାର ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ପ୍ରେରଣାଦାୟୀ ଖବର । ବଣ୍ଡା ଜନଜାତିର ୧୯ ବର୍ଷୀୟ ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ସଫଳତା ହାସଲ କରି ଇତିହାସ…

ୟେମେନ ଉପରେ ଆକ୍ରମଣ କଲା ସାଉଦି ଆରବ:ହୋଦେଦାହରେ ହୁତି ସାମରିକ ଘାଟିରେ ବୋମାମାଡ଼

ସାଉଦି ନେତୃତ୍ୱାଧୀନ ମିଳିତ ଗୋଷ୍ଠୀ ୟେମେନର ହୋଦେଦାହରେ ଇରାନ ସମର୍ଥିତ ହୁତି ସାମରିକ ଘାଟି ଉପରେ ବିମାନ ଆକ୍ରମଣ କରିଛି । ଲୋହିତ ସାଗରରେ ସାଉଦିର ଜାହାଜ…

ନଭିମୁମ୍ବାଇର ଖାରଘରଠାରେ ବାହୁଡା଼ ଯାତ୍ରାର ଆୟୋଜନ

ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘ  (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକା ଜଗନ୍ନାଥମୟ ହୋଇଉଠିଥିବା ଦେଖାଯାଇଥିଲା। ନଭି ମୁମ୍ବାଇର…