ଥରେ ଭାବନ୍ତୁତ କିଛି କିଣି ସାରି ଦୋକାନରେ ପେମେଣ୍ଟ କରିବା ସମୟରେ ଯଦି ଫୋନର ଇଣ୍ଟରନେଟ କାମନକରେ କିମ୍ୱା ଆପଣଙ୍କ ପାଖରେ କ୍ୟାସ ମଧ୍ୟ ନଥାଏ ତେବେ ଆପଣ କଣ କରିବେ ? କିନ୍ତୁ ବର୍ତ୍ତମାନ ଏହି ଅସୁବିଧାକୁ ଦୂର କରିବା ପାଇଁ ଭାରତୀୟ ଜାତୀୟ ପେମେଣ୍ଟ୍ସ କର୍ପୋରେସନ୍ ଦୁଇଟି ନୂଆ ନିୟମ ଲାଗୁକରିଛି । ଯାହା କି ଟଚଓ ଞବକ୍ଟ୍ର ବଦ୍ଭୟ ଚବଚ୍ଚ ତଥା ଗଚ୍ଚଟଚଓ ଭାବରେ ଆପରେ ସୋକରିବ ।
ୟୁପିଆଇ ପେମେଣ୍ଟ କରିବା ଏବେ ଆହୁରି ସହଜ ହୋଇଗଲା । ଦୋକାନରେ ପେମେଣ୍ଟ କରିବା ପାଇଁ ପ୍ରତ୍ୟକଥର ଆପ ଖୋଲିବା, କ୍ୟୁଆର କୋଡ ସ୍କାନ କରିବା ତଥା ମୋବାଇଲରେ ଇଣ୍ଟରନେଟ କନେକସନ ଆସିବା ପାଇଁ ଅପେକ୍ଷା କରିବାକୁ ଆଉ ପଡିବ ନାହିଁ ।
ଥରେ ଭାବନ୍ତୁତ କିଛି କିଣି ସାରି ଦୋକାନରେ ପେମେଣ୍ଟ କରିବା ସମୟରେ ଯଦି ଫୋନର ଇଣ୍ଟରନେଟ କାମନକରେ କିମ୍ୱା ଆପଣଙ୍କ ପାଖରେ କ୍ୟାସ ମଧ୍ୟ ନଥାଏ ତେବେ ଆପଣ କଣ କରିବେ ? କିନ୍ତୁ ବର୍ତ୍ତମାନ ଏହି ଅସୁବିଧାକୁ ଦୂର କରିବା ପାଇଁ ଭାରତୀୟ ଜାତୀୟ ପେମେଣ୍ଟ୍ସ କର୍ପୋରେସନ୍ ଦୁଇଟି ନୂଆ ନିୟମ ଲାଗୁକରିଛି । ଯାହା କି ଟଚଓ ଞବକ୍ଟ୍ର ବଦ୍ଭୟ ଚବଚ୍ଚ ତଥା ଗଚ୍ଚଟଚଓ ଭାବରେ ଆପରେ ସୋକରିବ ।
ଞବକ୍ଟ୍ର ବଦ୍ଭୟ ଚବଚ୍ଚ ସାହାଯ୍ୟରେ ଏମଏଫସି ସୁବିଧା ଥିବା ଫୋନ୍କୁ ଚଙଝ ମେସିନ୍ରେ ଟ୍ୟାପ୍ କରି ସିଧାସଳଖ ପେମେଣ୍ଟ କରିହେବ । ଅନ୍ୟପକ୍ଷରେ, ଗଚ୍ଚଟଚଓର ଉଦ୍ଦେଶ୍ୟ ହେଉଛି ଟଚଓ ସହ ଜଡ଼ିତ ସୂଚନା ଓ ସେବାକୁ ଅଧିକ ସରଳ ଏବଂ ସୁବିଧାଜନକ କରିହେବ ।
ଏହି ନୂଆ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ପିନ୍ ନଦେଇ ପେମେଣ୍ଟ୍ କରିବାର ସୁବିଧା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହା ନିର୍ଦ୍ଦିଷ୍ଟ ନିୟମ ଓ ସୀମା ଅନୁସାରେ ଲାଗୁ ହେବ । ଗଚ୍ଚଟଚଓର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟଚଓ ବ୍ୟବହାରକୁ ଆହୁରି ସରଳ କରିବା । ପେମେଣ୍ଟ୍ କରିବା ପୂର୍ବରୁ ବ୍ୟବହାରକର୍ତ୍ତା କାହା ପାଖକୁ ଟଙ୍କା ଯାଉଛି, କେତେ ଟଙ୍କା ଦେଉଛନ୍ତି ଏବଂ ପେମେଣ୍ଟ୍ ସମ୍ପର୍କିତ ଅଧିକ ସୂଚନା ଜାଣିବାର ସୁଯୋଗ ମିଳିବ । ଫଳରେ ପେମେଣ୍ଟ୍ ପୂର୍ବରୁ ବ୍ୟବହାରକାରୀ ଅଧିକ ସ୍ପଷ୍ଟତା ପାଇପାରିବେ । ଏନପିସିଆଇ ଅନୁସାରେ, ଗଚ୍ଚଟଚଓ ଏକ ପ୍ରକାରର ଟ୍ରଷ୍ଟ ଏବଂ କଣ୍ଟ୍ରୋଲ୍ ଲେୟର୍ ଭାବେ କାମ କରିବ । ଏହା ମାଧ୍ୟମରେ ବ୍ୟବହାରକାରୀଙ୍କୁ ୨୪ ଘଣ୍ଟା, ସପ୍ତାହର ୭ ଦିନ ଭିନ୍ନ ଭିନ୍ନ ଭାଷାରେ ସହାୟତା ମିଳିବ । ଏଥିସହ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସେଲ୍ଫ-ସର୍ଭିସ୍ ଅପ୍ସନ୍ ମଧ୍ୟ ଉପଲବ୍ଧ କରାଯିବାର ଯୋଜନା ରହିଛି । ଅର୍ଥାତ୍ ଟଚଓ ସମ୍ପର୍କିତ ସମସ୍ୟା କିମ୍ବା ସୂଚନା ପାଇଁ ବ୍ୟବହାରକର୍ତ୍ତା ନିଜେ ଆବଶ୍ୟକ ସେବା ଓ ସହାୟତା ପାଇପାରିବେ ।