ପେଲେଟ୍ ଗନ୍ ଚଳାଇଥିବା ଆରଏଏଫ୍ ଯବାନ ଚିହ୍ନଟ,ଚଳାଇଥିଲେ ୭ ରାଉଣ୍ଡ ଗୁଳି

ଏନଇଇଟି ପେପର୍ ଲିକ୍ ବିରୋଧରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ସଂସଦ ମାର୍ଚ୍ଚ ପ୍ରତିବାଦରେ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିଲା, ଯାହା ଫଳରେ ଅନେକ ପ୍ରତିବାଦକାରୀ ଗୁରୁତର ଆହତ…

ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ : ଏନଡି ସାଂସଦ ଦେଲେ ‘ଜିନ୍ଦାବାଦ’ ସ୍ଲୋଗାନ

ଇସ୍ତଫା ପରେ ସଂସଦର ମୌସୁମୀ ଅଧିବେଶନରେ ଯୋଗଦେବାକୁ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିଲେ। ସଂସଦର ମକର ଦ୍ୱାରରେ ଏନଡିର ସାଂସଦମାନଙ୍କ ପକ୍ଷରୁ ତାଙ୍କୁ…

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ତେଜିଲା ରାଜନୀତି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ନବୀନ

ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ବଢ଼ିଛି ତାତି। ବିରୋଧୀ ଦଳନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ…

‘ମୁଁ ବିଶ୍ୱର ରକ୍ଷକ’: ଇରାନ ଉପରେ ଆକ୍ରମଣର ଏଆଇ ଚିତ୍ର ସେୟାର କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ନିଜର ଅନେକ ଏଆଇ-ଜେନେରେଟେଡ୍ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକ ଇରାନ ବିରୋଧରେ ଆମେରିକୀୟ ସୈନ୍ୟ ବିଜୟକୁ…

ଶାନ୍ତିପୂର୍ଣ୍ଣ ପ୍ରତିବାଦ ସାମ୍ବିଧାନିକ ଅଧିକାର : ସୁପ୍ରିମକୋର୍ଟ

ଶାନ୍ତିପୂର୍ଣ୍ଣ ଏବଂ ଆଇନଗତ ପ୍ରତିବାଦ ଏକ ସାମ୍ବିଧାନିକ ଭାବରେ ସୁରକ୍ଷିତ ଅଧିକାର। ପ୍ରତିବାଦ ହେଉଛି ବୋଲି ପୁଲିସର ଅତ୍ୟାଚାରକୁ ଯଥାର୍ଥ କୁହାଯାଇପାରିବ ନାହିଁ। ଜନ୍ତରମନ୍ତରରେ ପ୍ରଦର୍ଶନକାରୀଙ୍କ ବିରୋଧରେ…

ବକ୍ସ ଅଫିସରେ କମାଲ୍ କରୁଛି ଇନ୍ଦ୍ର କୁମାରଙ୍କ କମେଡି ସିନେମା ‘ଧମାଲ ୪’

ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ କମେଡି ସିନେମା ‘ଧମାଲ ୪’ ବକ୍ସ ଅଫିସ୍‌ରେ ସଫଳତା ହାସଲ କରିଛି। ଗତ ୧୦ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମା…

ମାମଦାନି ଘୃଣା ଭାବନା ସୃଷ୍ଟି କରୁଛନ୍ତି: ଆଇସିସି ଯୁଦ୍ଧ ଅପରାଧ ଅଭିଯୋଗକୁ ଭିତ୍ତିହୀନ କହିଲେ ନେତାନ୍ୟାହୁ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ନ୍ୟୁୟର୍କ ମେୟର ଜୋହରାନ ମାମଦାନି ଘୃଣା ଭାବନା ସୃଷ୍ଟି କରୁଛନ୍ତି। ମାମଦାନି ତାଙ୍କୁ ଯୁଦ୍ଧ ଅପରାଧୀ କହିଛନ୍ତି। ଯଦି…

‘ଅଭିଶପ୍ତ’ ମନେକରୁଥିବା ଟାଇଟଲ୍‌ ହାତେଇଲେ ଅନାହତ

ପୂର୍ବରୁ ଅନାହତ ଚାରୋଟି କ୍ୱାଟରଫାଇନାଲ୍ ଖେଳିସାରିଥିଲେ, ଗୋଟିଏ କାଂସ୍ୟ ପଦକ ଜିତିଥିଲେ, କିନ୍ତୁ ସବୁଥର ଟାଇଟଲ ଜିତିବାରେ ବିଫଳ ହେଉଥିଲେ। ଏଣୁ ସେ ଏହି ପ୍ରତିଯୋଗିତାକୁ ତାଙ୍କ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରୌପ୍ୟ ଜିତିଲେ ମୁଥୁପାଣ୍ଡି

ମାଲେସିଆର ମୁହମ୍ମଦ ଆଜନିଲ୍ ବିନ୍ ବିଦିନ୍ ମୋଟ ୨୯୯ କିଗ୍ରା ଓଜନ ଉଠାଇ ନୂତନ ରାଜ୍ୟଗୋଷ୍ଠୀ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ପାପୁଆ ନ୍ୟୁ…

ଜିହାଦ ଏବଂ ପ୍ରତିରୋଧ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ହିଜବୁଲ୍ଲାକୁ ଖୋଲାଖୋଲି ସମର୍ଥନ କଲେ ମୋଜତାବା ଖେମିନି

ଇରାନ ଲେବାନନ୍ ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲାକୁ ଖୋଲାଖୋଲି ସମର୍ଥନ କରିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନି କହିଛନ୍ତି ଯେ ଆମେ ହିଜବୁଲ୍ଲା ଯୋଦ୍ଧାମାନଙ୍କର ପ୍ରତିରକ୍ଷାକୁ…

ମହାପ୍ରଭୁଙ୍କୁ ଦ୍ବାର କିଳିଦେବେ ମହାଲକ୍ଷ୍ମୀ

ଏଇ ନିକଟରେ ବାହାଘର ହୋଇଛି। ଏଯାଏ ଗଇଣ୍ଠାଳ ଫିଟିନାହିଁ। ଅଥଚ ମହାପ୍ରଭୁ ପ୍ରାଣପ୍ରିୟା ମହାଲକ୍ଷ୍ମୀଙ୍କୁ ସାଥିରେ ନନେଇ ଜନ୍ମବେଦିକୁ ଚାଲିଗଲେ। ମହାଲକ୍ଷ୍ମୀ ଅଭିମାନ କରିବାନି ବା କେମିତି?…

ISSF ୱାର୍ଲ୍ଡ କପ୍‌ରେ ଭାରତର ଡବଲ୍ ଧମାକା, ଇଶାଙ୍କୁ ସ୍ୱର୍ଣ୍ଣ, ମନୁଙ୍କୁ କାଂସ୍ୟ

ISSF ୱାର୍ଲ୍ଡ କପ୍‌ରେ ଭାରତୀୟ ଶୁଟରମାନଙ୍କ ଜବରଦସ୍ତ ପ୍ରଦର୍ଶନ । ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଇଶା ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ଦୁଇଥର…

ଦ୍ରୁତ ଅଭିଜ୍ଞତା ହାସଲ କରୁଛନ୍ତି ବୈଭବ, କିନ୍ତୁ ଫିଟନେସ୍‌ରେ ଉନ୍ନତି ଜରୁରୀ: ଲକ୍ଷ୍ମଣ

ଇଂଲଣ୍ଡ ଗସ୍ତରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବୈଭବ ଭଲ ପ୍ରଦର୍ଶନ କରିପାରି ନଥିଲେ। କିନ୍ତୁ ଜିମ୍ବାଓ୍ବେ ବିପକ୍ଷ ଶୃଙ୍ଖଳାରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ଶୃଙ୍ଖଳାର…

ସାମସନ, ଅଭିଷେକଙ୍କୁ ନେଇ ଅଲଗା ଅଲଗା ମାପଦଣ୍ଡ କାହିଁକି? : ଶ୍ରୀକାନ୍ତ

ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ସେ କହିଛନ୍ତି “ସାମସନ୍‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କିନ୍ତୁ ସେ ଭାରତୀୟ ଦଳରେ ସୁଯୋଗ ପାଉନାହାନ୍ତି ଓ ଅଭିଷେକ…

ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ : ଭେଟ ‌ମଣ୍ଡପରେ ଭେଟାଭେଟି

ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବା ବେଳେ ମହାଲକ୍ଷ୍ମୀ ଧାଇଁ ଆସନ୍ତି । ଯେମିତି ଢେର ଦିନ ପରେ ଫେରିଥିବା ସ୍ବାମୀଙ୍କୁ ଦେଖିବାକୁ ମନ ଉଚ୍ଛୁର…