ଚନ୍ଦ୍ରିକା ମୃତ୍ୟୁ ମାମଲାରେ ନୂଆ ମୋଡ଼ ; ମୃତ୍ୟୁ ପୂର୍ବରୁ ଦୁଇ ଦିନ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ରହିଥିବା ସୂଚନା

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୁଲିସ ସୂଚନା…

କେନ୍ଦ୍ରାପଡ଼ାରେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ବିରୋଧ ; କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି ମୁହାଁମୁହିଁ । କଂଗ୍ରେସ କର୍ମୀ ମାନେ କେନ୍ଦ୍ରାପଡ଼ାର ଦୁହୁରିଆ ଠାରେ ବିରୋଧ ପାଇଁ ପ୍ରସ୍ତୁତ ହୋଇ ସ୍ଲୋଗାନ…

ବୋମା ମାଡ଼ ମଧ୍ୟରେ ହର୍ମୁଜ୍ ଅତିକ୍ରମ କଲା ଭାରତୀୟ ଜାହାଜ

ର୍ମୁଜ୍ ପ୍ରଣାଳୀରେ ବଢୁଥିବା ଉତ୍ତେଜନା ଏବଂ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ମଧ୍ୟରେ, ଭାରତୀୟ ଚାଷୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଇରାନ ଦ୍ୱାରା ପ୍ରଦାନ କରାଯାଇଥିବା…

ରାଉଣ୍ଡ-୩୨ରେ ଇଂଲଣ୍ଡ, ‌କ୍ରୋଏସିଆ, ଘାନା

ପାନାମା ହ୍ୟାଟ୍ରିକ୍‌ ପରାଜୟ ସହ ଚଳିତ ବିଶ୍ବକପ୍‌ରୁ ବିଦାୟ ନେଇଛି। ପ୍ରଥମ ପଏଣ୍ଟ୍‌ ଆଶାରେ ଥିବା ପ୍ରଥମାର୍ଦ୍ଧରେ ଶକ୍ତିଶାଳୀ ଇଂଲଣ୍ଡକୁ କୌଣସି ସୁଯୋଗ ଦେଇ ନଥିଲା। ହେଲେ…

୧୬ ବର୍ଷ ଧରି ଭିନ୍ନକ୍ଷମ ଭତ୍ତା ପାଇଁ ଦହଗଞ୍ଜ , ଫାଇଲ୍‌ରେ ଅଟକିଛି ନିର୍ମଳାଙ୍କ ଆବେଦନ

ଭିନ୍ନକ୍ଷମ ଭତ୍ତା ପାଇଁ ଦୀର୍ଘ ୧୬ ବର୍ଷ ଦହଗଞ୍ଜ । ଫାଇଲ୍ ଆଗକୁ ବଢୁନାହିଁ । ୨୦ ବର୍ଷ ହେଲା ପକ୍ଷାଘାତରେ ଶଯ୍ୟାଶାୟୀ ବୃଦ୍ଧା । ୧୬…

୧୩୫ତମ ‘ମନ୍ କି ବାତ୍’ରେ ମୋଦୀଙ୍କ ମନକଥା , ଦେଶର ସଫଳତାର କଲେ ଚର୍ଚ୍ଚା

୧୩୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ବିଭିନ୍ନ ସଫଳତା, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା କ୍ଷେତ୍ରର ଉନ୍ନତି…

ଉମରକୋଟରେ ଅଘଟଣ; ମିନିଟ୍ରକ୍ ଚଢ଼ିଯିବାରୁ ୪ ବର୍ଷର ଶିଶୁ ମୃତ

ଉମରକୋଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଏକ ମିନିଟ୍ରକ୍ ଚଢ଼ିଯିବାରୁ ଜଣେ ୪ ବର୍ଷର ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ…

ଭାରତ ସ୍ଥଳ ଏବଂ ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ

ମନ୍ କି ବାତ୍‌ର ୧୩୫ତମ ଏପିସୋଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ୨୦୨୬ ବର୍ଷ ବିତିବାକୁ ଯାଉଛି। ଗତ ଛଅ ମାସରେ, ଆମେ ମନ୍ କି ବାତ୍‌ରେ…

ବେଆଇନ ଅଫିମ ଉତ୍ପାଦନରେ ବିଶ୍ୱରେ ଏକ ନମ୍ବର ମିଆଁମାର , ସଙ୍କଟରେ ଭାରତର ସୁରକ୍ଷା

ଆଫଗାନିସ୍ତାନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ବଡ଼ ବେଆଇନ ଅଫିମ ଉତ୍ପାଦନକାରୀ ଦେଶ ହୋଇଛି ମିଆଁମାର । ୨୦୨୧ରେ ହୋଇଥିବା ସାମରିକ ବିଦ୍ରୋହ ପରଠାରୁ ଦେଶରେ ଦେଖାଦେଇଥିବା…

ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର , ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ

ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ହାଇ ଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସ୍ନାନମଣ୍ଡପ ଏବଂ ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି…

ମାଟି ତଳେ ମୃତ୍ୟୁର ସରଞ୍ଜାମ , ଡିଭିଏଫ ଚଢ଼ାଉରେ ମାଓ ଡମ୍ପ ଠାବ

ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ । ମାଟି ତଳେ ଲୁଚାଇ ରଖାଯାଇଥିବା ମୃତ୍ୟୁର ସରଞ୍ଜାମକୁ ଠାବ କରିଛନ୍ତି ଡିଭିଏଫ ଯବାନ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା…

‘ମୁଁ ମୃତ୍ୟୁକୁ ଡରେନାହିଁ,ଏହି ବର୍ଷ ହିଁ ବାଂଲାଦେଶ ଫେରିବି’ : ଶେଖ୍‌ ହସିନା

ଶେଖ ହସିନା କହିଛନ୍ତି , ତାଙ୍କର ଏହି ପ୍ରତ୍ୟାବର୍ତ୍ତନ କୌଣସି ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା କ୍ଷମତା ଲୋଭ ପାଇଁ ନୁହେଁ । ଏହା ବାଂଲାଦେଶର ସାଧାରଣ ଜନତାଙ୍କ…

‘ଅପରେସନ ଟାଇଗର ୩.୦’ ଆରମ୍ଭ ! , ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକାର ସଙ୍କେତ

ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ଦଳ ପୁଣି ଏକ ବିଭାଜନ ଆଡ଼କୁ ଯାଉଛି । ୨୦୨୨ରେ ଏକନାଥ ସିନ୍ଦେ ଗୋଷ୍ଠୀର ଶିବସେନାରୁ ବିଦ୍ରୋହ କରି ଅଲଗା ହୋଇଥିଲେ ।…

ମେସିଙ୍କ ନାଁରେ ଇତିହାସ! ବିଶ୍ୱକପରେ ଲଗାତାର ୭ ମ୍ୟାଚ୍‌ରେ ଗୋଲ୍‌ର ବିଶ୍ୱ ରେକର୍ଡ

ଫିଫା ବିଶ୍ୱକପରେ ଲିଓନେଲ୍ ମେସିଙ୍କ ଇତିହାସିକ ରେକର୍ଡ । ବିଶ୍ୱକପରେ ଲଗାତାର ୭ ଟି ମ୍ୟାଚ୍‌ରେ ଗୋଲ୍ କରିଥିବା ପ୍ରଥମ ଖେଳାଳି ହେଲେ ମେସି । ଶନିବାର…

ଛୋଟ ଗାଁରୁ ବିଶ୍ୱ ହକିର ବଡ଼ ପରିଚୟ; ‘ଗ୍ରେଟ୍ ୱାଲ୍’ ସବିତା ପୁନିଆ

ଭାରତୀୟ ମହିଳା ହକି ଦଳର ସେହି ଗୋଲକିପର .ଯାହାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିମାନେ ଗୋଲ୍ କରିବାକୁ ଯାଇ ଥକି ପଡ଼ନ୍ତି । ଗୋଲପୋଷ୍ଟ ଆଗରେ ଛିଡ଼ା ହେଲେ ମନେ…