ସଲମାନଙ୍କ ‘ବଡିଗାର୍ଡ’ କପି କଲା ପାକିସ୍ତାନୀ ଡ୍ରାମା ‘ମୁହାଫିଜ’? ଟ୍ରୋଲ୍ କରୁଛନ୍ତି ଫ୍ୟାନ୍ସ

ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଡ୍ରାମା । ନୂଆ ଟିଭି ସୋ’ ‘ମୁହାଫିଜ’କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲିଂ । ଦର୍ଶକଙ୍କ ଅଭିଯୋଗ, ପାକିସ୍ତାନୀ ଡ୍ରାମାର କାହାଣୀ ଓ ଅନେକ ସିନ୍ ୨୦୧୧ର ସଲମାନ ଖାନ-କରିନା କପୁର ଷ୍ଟାରର୍ ହିଟ୍ ଫିଲ୍ମ ‘ବଡିଗାର୍ଡ’ ସହ ମେଳ ଖାଉଛି ।

Leave a Reply

Your email address will not be published. Required fields are marked *