Blog

ସାମାନ୍ୟ ବଚସାର ରକ୍ତାକ୍ତ ପରିଣତି, ଛୁରିରେ ବାପାଙ୍କ ତଣ୍ଟି କାଟିଲା ପୁଅ

କୌଣସି ସାମାନ୍ୟ କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ତେଜନା ବଢ଼ିବା ପରେ ପୁଅ ଏକ ଧାରୁଆ ଛୁରିରେ ବାପାଙ୍କ ତଣ୍ଟିକୁ…

୯ ଜୁଲାଇରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ

ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଦେଶର ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ଦିନିକିଆ ଗସ୍ତରେ ସେ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଓ ସାମାଜିକ…

ରାଷ୍ଟ୍ରପତିଙ୍କୁ ଆପତ୍ତିଜନକ ଶବ୍ଦ ବ୍ୟବହାର ଓ ଧମକ ଅଭିଯୋଗ , କଣାସ ଥାନାରେ ଏତଲା

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଧମକ ଦେବା ଅଭିଯୋଗ । ଫୋନ୍ କରି ଧମକ ଦେବା ଅଭିଯୋଗରେ ପୁରୀ ଜିଲ୍ଲା କଣାସ ଗଡ଼ିଶାଗୋଦା ଥାନାରେ…

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି : ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁର ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଅଘଟଣ ଓଡ଼ିଶା ପାଇଁ ଆଣିଛି ଦୁଃଖର ଖବର । ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ।…

୧୪୨ ଜଣ ଛାତ୍ରଛାତ୍ରୀ ଏନଇଇଟି ପରୀକ୍ଷା ଦେଇପାରି ନଥିବା ଅଭିଯୋଗ!

ରବିବାର ସାରା ଦେଶରେ ଏନଇଇଟି ପୁନଃପରୀକ୍ଷା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାକୁ ନେଇ କର୍ଣ୍ଣାଟକରେ ଏକ ନୂତନ ବିବାଦ…

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି : ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁର କାନ୍ନିଗାପେର ଅଞ୍ଚଳରେ ଘଟିଥିବା ଆମୋନିଆ ଗ୍ୟାସ ଦୁର୍ଘଟଣାରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଏବଂ ଅନେକ ଶ୍ରମିକ ଆହତ ହୋଇଥିବା ଘଟଣା ଅତ୍ୟନ୍ତ…

NEET UG-୨୦୨୬ ଠକେଇ ମାମଲା: ପ୍ରକ୍ସି ପରୀକ୍ଷା ରାକେଟ୍ ପଡ଼ିଲାଧରା, ୯ ଜଣ ଗିରଫ

NEET UG-୨୦୨୬ ପରୀକ୍ଷାରେ ବିହାରର ଲଖିସରାଇରେ ପ୍ରକ୍ସି ପରୀକ୍ଷା ରାକେଟ୍‌ରେ ଜଡିତ ୯ ଜଣଙ୍କୁ ପୋଲିସ ଗିରଫ କରିଛି।ଏହି ଗ୍ୟାଙ୍ଗରେ ମେଡିକାଲ ଛାତ୍ରମାନେ ସମ୍ପୃକ୍ତ ଥିବା ଓ…

କତାରର ଗ୍ୟାସ୍ ଟର୍ମିନାଲରେ ବିସ୍ଫୋରଣ: ୧୮ ଜଣ ନିଖୋଜ, ୫୪ ଆହତ 

କତାରରୁ ଏକ ବଡ଼ ଖବର ଆସିଛି। ଯୁଦ୍ଧ ପରେ କତାରର ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଗ୍ୟାସ୍ ରପ୍ତାନି ଟର୍ମିନାଲକୁ ପୁନଃଆରମ୍ଭ କରିବା ପାଇଁ ପ୍ରୟାସ କରାଯାଉଥିଲା, କିନ୍ତୁ ରବିବାର…

ଅଯୋଧ୍ୟା ରାମ ମନ୍ଦିର ଦାନ ବିବାଦରେ ବଡ଼ କାର୍ଯ୍ୟାନୁଷ୍ଠାନ, ଅନେକ ସେବକଙ୍କୁ କାର୍ଯ୍ୟରୁ ହଟାଗଲା

ଅଯୋଧ୍ୟାର ରାମ ମନ୍ଦିର ଦାନ ଅନିୟମିତତା ମାମଲାରେ ତଦନ୍ତ ଜୋରଦାର ହୋଇଥିବା ବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଡ଼ ପଦକ୍ଷେପ ନେଇଛି। ଦାନ ପରିଚାଳନା…

ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦରେ ଇସ୍କନ , ସିକାଗୋରେ ଆୟୋଜନକୁ ନେଇ ଅସନ୍ତୋଷ

ପୁଣି ଥରେ ବିବାଦରେ ଇସ୍କନ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ତିଥିକୁ ନେଇ ବିବାଦ ଥମୁନି । ପୂର୍ବରୁ ବିଭିନ୍ନ ସମୟରେ ଆପତ୍ତି ଉଠିଥିବାବେଳେ, ଏଥର ଆମେରିକାର ସିକାଗୋରେ…

ଟେଷ୍ଟକୁ ଆଉ ଫେରିବିନି: କୋହଲି, ଟେଷ୍ଟ ରନ୍‌ ଅନୁସାରେ ରଖିଲେ ନିଜ ବ୍ରାଣ୍ଡ୍ ଜୋତାର ଦାମ

ଟେଷ୍ଟ କ୍ରିକେଟ୍‌କୁ ଫେରିବାର କୌଣସି ସମ୍ଭାବନା ନଥିବା କଥା ସ୍ପଷ୍ଟ କରିଛନ୍ତି ବିରାଟ କୋହଲି, କହିଛନ୍ତି ଯେ ସେ ଭକ୍ତମାନଙ୍କ ମନରେ ମିଥ୍ୟା ଆଶା ସୃଷ୍ଟି କରିବାକୁ…

ତାମିଲନାଡୁ ଗ୍ୟାସ୍ ଲିକ୍ ଟ୍ରାଜେଡି: ଚେନ୍ନାଇରେ ପହଞ୍ଚିଲା ଓଡ଼ିଶାର ୩ ଜଣିଆ ତଦନ୍ତ ଟିମ୍

ତାମିଲନାଡୁରେ ଗ୍ୟାସ୍‌ ଲିକ୍‌ ଅଘଟଣ । ଚେନ୍ନାଇରେ ପହଞ୍ଚିଲା ଓଡ଼ିଶାର ତିନି ଜଣିଆ ଟିମ୍ । ଗତକାଲି ତାମିଲନାଡ଼ୁ ତିରୁବଲ୍ଲୁରରେ ଏକ ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍…

ଭାରସାମ୍ୟ ହରାଇ ଘର ପାଖରେ ଓଲଟିଲା ଜେସିବି , ଅଳ୍ପକେ ବର୍ତ୍ତିଲା ପରିବାର

ଜମ୍ବୁ ମୁଖ୍ୟ ରାସ୍ତାର ଅରୁଣନଗର ଛକ ନିକଟରେ ଏକ ଜେସିବି ମେସିନ୍ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଜେସିବିଟି ସିଧାସଳଖ ସିଂପଡ଼ା…

କ୍ରସ୍‌ ଭୋଟିଂ ବିବାଦରେ ବଡ଼ ନିଷ୍ପତ୍ତି , ଅଯୋଗ୍ୟତା ପିଟିସନ୍‌ ଖାରଜ

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଦାଖଲ କରାଯାଇଥିବା ଅଯୋଗ୍ୟତା ଆବେଦନ ଖାରଜ । ଆବେଦନକୁ ଖାରଜ କଲେ ବିଧାନସଭା…

ପିପିଲିରେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମହାକାଳପଡ଼ା ବ୍ଲକ୍‌ର ଟିଖିରୀ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ପୁରୀ ଜିଲ୍ଲାର ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବଜାରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ମହାକାଳପଡ଼ା…