Blog

୩ ସିଜେପି ନେତା ଗିରଫ ; ସାଂଘାତିକ ଅଭିଯୋଗ ଆଣିଲେ ଦୀପକେ

ଦିଲ୍ଲୀ ପୋଲିସ କକ୍ରୋଚ୍ ଜନତା ପାର୍ଟି ର ପ୍ରମୁଖ ୩ ନେତାଙ୍କୁ କଲେ ଗିରଫ  । ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅଜିଙ୍କ୍ୟ ଶିନ୍ଦେଙ୍କୁ ପ୍ରତିଷେଧମୂଳକ…

ଭାରତ ଆସୁଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ ; ହୋଇପାରେ ବଡ଼ ବାଣିଜ୍ୟିକ ଚୁକ୍ତି

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ବଢ଼ିଲା ଆଶା । ଚଳିତ ସପ୍ତାହରେ ଭାରତ ଆସୁଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ । ୧୭ ରୁ ୨୨…

ଜନ୍ତରମନ୍ତର ଆନ୍ଦୋଳନ ମାମଲା : CJPର ୩ ନେତାଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତ

ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନକୁ ନେଇ କକରୋଚ୍ ଜନତା ପାର୍ଟି ବା CJPର ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅଜିଙ୍କ୍ୟ ଶିନ୍ଦେଙ୍କ ବିରୋଧରେ ପୋଲିସ…

କ୍ଷମା କରିବେ, ମୋ ସ୍ୱାମୀ’: ଟ୍ରମ୍ପଙ୍କ ନୂଆ ପ୍ରେସ୍ ସଚିବ କେଟିଙ୍କ ପାଟିରୁ ଖସିଗଲା କଥା

ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ପ୍ରେସ୍ ସଚିବ କେଟି ଜାକାରିଆ ତାଙ୍କର ପ୍ରଥମ ବ୍ରିଫିଂରେ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ତେବେ ତାଙ୍କର ପ୍ରଥମ ପ୍ରେସ୍ ବ୍ରିଫିଂ ଏକ…

ଝାରସୁଗୁଡ଼ାରେ ଶିକ୍ଷକ ନିଲମ୍ବିତ, ବିଳମ୍ବରେ ସ୍କୁଲ ଆସିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବା ଅବହେଳା

ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ଏକ ଗୁରୁଦାୟିତ୍ୱ । ଏହି ଦାୟିତ୍ୱ ପାଳନରେ ଅବହେଳା ଅଭିଯୋଗକୁ ନେଇ ଝାରସୁଗୁଡା ଜିଲ୍ଲା…

ପୋପ୍ ଲିଓ ଚତୁର୍ଦ୍ଦଶଙ୍କ ଫୁସଫୁସ କର୍କଟର ସଫଳ ଅସ୍ତ୍ରୋପଚାର

କ୍ୟାଥୋଲିକ ଚର୍ଚ୍ଚର ସର୍ବୋଚ୍ଚ ଆଧ୍ୟାତ୍ମିକ ଗୁରୁ ପୋପ୍ ଲିଓ ଚତୁର୍ଦ୍ଦଶଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଭଟିକାନ୍ ଏକ ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ବୁଲେଟିନ୍ ଜାରି କରିଛି। ଏଥିରେ କୁହାଯାଇଛି, ମଙ୍ଗଳବାର…

ଜାପାନ ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ ରୁଷର ବଡ଼ କାର୍ଯ୍ୟାନୁଷ୍ଠାନ

ଜାପାନ ଏବଂ ରୁଷ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ ଗୁପ୍ତଚରୀ ଅଭିଯୋଗରେ ସାଖାଲିନ୍ ଦ୍ୱୀପରେ ଜଣେ ଜାପାନୀ ସାମ୍ବାଦିକଙ୍କୁ ରୁଷ ଅଧିକାରୀ ଗିରଫ କରିଛନ୍ତି।…

ଅବସର ନେବେ ନା ଆଉ ଖେଳିବେ ? ଧୋନୀଙ୍କ ଆଇପିଏଲ ଭବିଷ୍ୟତକୁ ନେଇ ବଡ଼ ଖୁଲାସା

ଚେନ୍ନାଇରେ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ କାଶୀ ବିଶ୍ୱନାଥନ କହିଛନ୍ତି ଯେ ଆଇପିଏଲ ୨୦୨୭ରେ ଧୋନୀ ଖେଳିବେ କି ନାହିଁ, ସେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ…

ରାଜ୍ୟପାଳଙ୍କ ଦରମା କେତେ ? ମିଳେ କ’ଣ କ’ଣ ସୁବିଧା ?

ରାଜ୍ୟପାଳଙ୍କୁ ରହିବା ପାଇଁ ସରକାରଙ୍କ ପକ୍ଷରୁ ରାଜଭବନ ଯୋଗାଇ ଦିଆଯାଏ। ଏହା ଏକ ସୁରକ୍ଷିତ ଓ ଆବଶ୍ୟକ ସୁବିଧାରେ ସଜ୍ଜିତ ସରକାରୀ ଆବାସ। ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ…

ଲଦାଖର ୨୮ଟି ସ୍ଥାନର ନାମକରଣକୁ ଚୀନ୍‌ର ବିରୋଧ , ଭାରତର ପଦକ୍ଷେପକୁ କହିଲା ‘ବେଆଇନ’

ଭାରତର ଏହି ନିଷ୍ପତ୍ତିକୁ ବେଜିଂ ‘ଏକପାଖିଆ ଓ ବେଆଇନ’ କହିଛି । ଏଥିସହ ଲଦାଖକୁ ନେଇ ନିଜର ଦାବି ଦୋହରାଇବା ସହ ଏହି ପଦକ୍ଷେପକୁ ଚୀନ୍ ସ୍ୱୀକାର…

ହର୍ମୁଜ୍ ପ୍ରଣାଳୀ ବନ୍ଦ ଯୋଗୁଁ ସଙ୍କଟରେ ଉପସାଗରୀୟ ଅର୍ଥନୀତି : ଅଶୋଧିତ ତୈଳ ଦର ୯୫ ଡଲାର ଟପିବା ଆକଳନ

ମଧ୍ୟପ୍ରାଚ୍ୟରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ କମ୍ପାନିଗୁଡ଼ିକ ପରାମର୍ଶ ଜାରି କରିଛନ୍ତି। ଇଣ୍ଡିଗୋ ଏବଂ ଅକାସା ଏୟାର ୧୭…

ଝିଅର ସ୍ୱପ୍ନ ପାଇଁ ବାପା ବିକିଦେଲେ ଘର, ମା’ ବନ୍ଧା ପକାଇଲେ ସୁନା;ଏବେ ବିଶ୍ୱ ଦରବାରରେ ଚମକୁଛନ୍ତି ଦୁଇ ଝିଅ

ଗତମାସରେ ସବିତା ସମରକାଣ୍ଡ ଚେସ୍‌ ଅଲିମ୍ପିଆଡ୍‌ରେ କାଂସ୍ୟ ପଦକ ଜିତି ବିଶ୍ବ ପଦାର୍ପଣ କରିଛନ୍ତି । ସେହିଭଳି ସାହିତି ବର୍ଷିନୀ ଦେଶର ସଦ୍ୟତମ ଡବ୍‌ଲ୍ୟୁଜିଏମ୍‌ ଟାଇଟଲ୍‌ ବିଜେତା…

ପଞ୍ଜାବରେ SIR ପରେ ଫାଇନାଲ୍ ଭୋଟର ଲିଷ୍ଟ ଜାରି, ଯୋଡ଼ିହେଲେ ୮ ଲକ୍ଷ ନୂଆ ଭୋଟର

ଫାଇନାଲ୍ ଭୋଟର ଲିଷ୍ଟକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ରେ ଅପଲୋଡ୍ କରାଯାଇଛି । ଏହା ସହିତ ବିଭିନ୍ନ ରାଜନୈତିକ ଦଳ, ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ…

ଗିଲ୍‌ ଓ ଶେଫାଳି ମାସର ଶ୍ରେଷ୍ଠ ଆଇସିସି ଖେଳାଳି

ଗିଲ୍‌ ଗତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ (୧୧୦) ଏବଂ ଦ୍ବିଶତକ (୨୨୩) ଅର୍ଜନ କରିଥିଲେ । ଶେଫାଳି ମହିଳା ଏସିଆ କପ୍‌ରେ ଅଗ୍ରଣୀ ରନ୍‌…

ହର୍ମୁଜ୍‌ରେ ବେଆଇନ ଟୋଲ୍ ଆଦାୟ ବିରୋଧରେ ୬୦ ଦେଶ ଏକଜୁଟ

ବିଶ୍ୱର ୬୦ ଦେଶ ଏବେ ହର୍ମୁଜ୍‌ରେ ଜାହାଜ ଚଳାଚଳ ନେଇ ଏକଜୁଟ ହୋଇ ଏକ ସହମତିରେ ପହଞ୍ଚିଛନ୍ତି। ୟୁରୋପୀୟ ସଂଘର ଉଦ୍ୟମରେ ଏସବୁ ଦେଶ ବେଆଇନ ଟୋଲ୍…