Blog

ଆମେରିକା ସହ ବାଣିଜ୍ୟ ଯୁଦ୍ଧ ମଧ୍ୟରେ ବିଶ୍ବରେ ବଢ଼ୁଛି ଭାରତର ଦବଦବା !

ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା କେତେ ନିବିଡ଼ ତାହା କାହାକୁ ଅଛପା ନାହିଁ। ଯେତେବେଳେ ବି ଆମେରିକା ଭାରତକୁ ତାର ଶକ୍ତି ଦେଖାଇବାକୁ ଚେଷ୍ଟା…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା

କୋଲକାତା:ଟିମ୍ ଇଣ୍ଡିଆର ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂଜାରା ବହୁତ ଦିନ ଧରି ଟେଷ୍ଟ ଟିମ୍ ଇଣ୍ଡିଆରୁ ବାହାରେ ଥିଲେ।…

ପରମାଣୁ ବୋମା କ’ଣ ଦୀପାବଳି ପାଇଁ ରଖିଛୁ: ପାକିସ୍ତାନର ଧମକ

ଇସଲାମାବାଦ:ପାକିସ୍ତାନ ନିଜର କାର୍ଯ୍ୟକଳାପ ଜାରି ରଖିଛି। ଅପରେସନ ସିନ୍ଦୂରରେ ଭାରତଠାରୁ ହାରିବା ପରେ, ପାକିସ୍ତାନର ଲଗାତାର ପରମାଣୁ ଆକ୍ରମଣର ଧମକ ଦେଉଛି। ପାକିସ୍ତାନୀ ସେନା ମୁଖ୍ୟ ଅସୀମ…

ଆମେରିକାରେ ପଢୁଥିବା ପାକିସ୍ତାନୀ ଛାତ୍ରଛାତ୍ରୀ ଭୟଭୀତ: ଟ୍ରମ୍ପ୍‌ଙ୍କ ଭିସା ନୀତି ଯୋଗୁ ଦେଶରୁ ବହିଷ୍କାର ଆଶଙ୍କା

ୱାଶିଂଟନ/ଇସଲାମାବାଦ: ଆମେରିକାରେ ୫.୫ କୋଟିରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ସମୀକ୍ଷା ଆରମ୍ଭ ହୋଇଛି। ଯେଉଁ ବିଦେଶୀମାନେ ପ୍ରବାସ ନିୟମ ଉଲ୍ଲଂଘନ କରୁଛନ୍ତି, ଆତଙ୍କବାଦ କିମ୍ବା ଆମେରିକୀୟ…

ନାମୀଦାମୀ କଳାକାର କିନ୍ତୁ କାହାଣୀ ବିରକ୍ତିକର

ନାୟକ ଭାବେ ସୁପରଷ୍ଟାର ରଜନୀକାନ୍ତ, ଖଳନାୟକ ଭାବେ ତେଲୁଗୁ ତାରକା ନାଗାର୍ଜୁନ ଓ ମାଲୟାଲମ ଅଭିନେତା ସୌବିନ, ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରୁତି ହାସନ, ଆଇଟମ୍‌ ଗୀତରେ…

ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି ବାଂଲାଦେଶ: ୩ ମାସରେ ୩୪୨ ଦୁଷ୍କର୍ମ,ମୁଣ୍ଡ ନଥିବା ଅନେକ ଯୁବତୀଙ୍କ ମୃତଦେହ ଠାବ

ଢାକା: ବାଂଲାଦେଶ ଯୌନ ହିଂସାର ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେଉଛି। ବିଶେଷକରି ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଏବଂ ନାବାଳିକାମାନଙ୍କୁ…

ପଶ୍ଚିମବଙ୍ଗକୁ ଯାଉଥିବା ସରକାରୀ ଟଙ୍କା ଟିଏମସି କର୍ମୀଙ୍କ ପାଇଁ ଖର୍ଚ୍ଚ ହେଉଛି : ମୋଦୀ

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କୋଲକାତା ଗସ୍ତ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସଭାରେ ଭାଷଣ ଦେବା ସମୟରେ ତୃଣମୂଳ…

‘ସିଂହ ସବୁବେଳେ ସିଂହ’: ମଦୁରାଇରେ ବିଜୟଙ୍କ ମହାସମାବେଶ, ଏକାଠି ହେଲେ ଦେଢ ଲକ୍ଷ ଲୋକ… ବଦଳିଯିବ କି ରାଜନୀତିର ଚିତ୍ର ?

ଚେନ୍ନାଇ: ବିଶାଳ ଜନସମୁଦ୍ର । ପଡିଆ ସାରା ମାଳମାଳ ମଣିଷ । ଆଖି ଯେତେଯାଏଁ ପାଉଛି ସେତେ ଯାଏଁ ଖାଲି ଲୋକ ହିଁ ଲୋକ । ହୁଏତ…

ଅନ୍‌ଲାଇନ୍‌ ମୋବାଇଲ୍‌ ଆପ୍‌ରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ

ବାଲିକୁଦା: ଜଗତସିଂହପୁର ଜିଲ୍ଲ ବାଲିକୁଦା ଅଞ୍ଚଳରେ ଶତାଧିକ ଯୁବକ ଓ ଯୁବତୀ ଅନ୍‌ଲାଇନ୍‌ ମାଧ୍ୟମରେ ଠିକାମୀର ଶିକାର ହୋଇଛନ୍ତି। ଅନନ୍ତପୁର ଫାଣ୍ଡି ଓ ବନ୍ଦର ସାମୁଦ୍ରିକ ଥାନା…

PF ଆକାଉଣ୍ଟରୁ ବାରମ୍ବାର ଟଙ୍କା ଉଠାଉଛନ୍ତି କି? ହୋଇପାରେ ଘାଟାର କାରଣ

ଯଦି ଆପଣ ଘରୋଇ କ୍ଷେତ୍ରରେ କାମ କରନ୍ତି ଏବଂ ଆପଣଙ୍କର PF କଟୁଥାଏ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଘରୋଇ କ୍ଷେତ୍ରରେ କାମ…

ଲୋପ ପାଇବ ୧୨%, ୨୮% ଜିଏସଟି ହାର, କେନ୍ଦ୍ରର ପ୍ରସ୍ତାବକୁ ମନ୍ତ୍ରୀଗୋଷ୍ଠୀର ଅନୁମୋଦନ

ନୂଆଦିଲ୍ଲୀ : ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଗଠିତ ଗୋଷ୍ଠୀ (ଜିଓଏମ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି)ର ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ…

ଇଣ୍ଡିଆ ଶିଖିଲା ପାଠ, ଆଉ ଅମେରିକାକୁ ବିଶ୍ୱାସ କରିବନି: ବିଶିଷ୍ଟ ଆମେରିକୀୟ ଅର୍ଥନୀତିଜ୍ଞ ବଡ ବୟାନ

ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ଜେଫ୍ରି ସାକ୍ସ ଆମେରିକାର ଭାରତ ଉପରେ ଟାରିଫ୍ ଲଗାଇବାକୁ ନିଷ୍ପତ୍ତିକୁ “ଆମେରିକା ବିଦେଶୀ ନୀତିର ସବୁଠାରୁ ମୂର୍ଖତାପୂର୍ଣ୍ଣ ଚାଲ” ବୋଲି ନିନ୍ଦା କରିଛନ୍ତି।…

୧୯ଟି ଶିଳ୍ପକୁ ମଞ୍ଜୁରୀ କଲେ ରାଜ୍ୟ ସରକାର, ସୃଷ୍ଟି ହେବ ୮,୨୦୦ରୁ ଅଧିକ ନିଯୁକ୍ତି

ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ…

ରାଜ୍ୟରେ ବର୍ଷାର ବିଚିତ୍ର ସ୍ଥିତି : କେଉଁଠି ନିଅଣ୍ଟିଆ ତ, ପୁଣି କେଉଁଠି ପରିମାଣ ଅଧିକ

ଭୁବନେଶ୍ବର: ଚଳିତ ବର୍ଷ ଗତ ଜୁନ୍ ମାସରୁ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଏବର୍ଷ ଟିକେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। କେଉଁଠି ପ୍ରବଳ…

ଭୁବନେଶ୍ୱର ନୂଆ ସହର ପାଇଁ ୩୩୯ ହେକ୍ଟର ଜମି ଚିହ୍ନଟ, ସିଙ୍ଗାପୁର ସହଯୋଗରେ ହେବ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୨୦ା୮: ଭୁବନେଶ୍ୱରରେ ଉଚ୍ଚମାନର ସହରୀ ଭିତ୍ତିଭୂମି ସ୍ଥାପନକୁ ଆହୁରି ଜୋରଦାର କରାଯାଇଛି। ବୁଧବାର ସୁର୍ବନା ଜୁରୋଙ୍ଗର ଅଧିକାରୀମାନେ ଗୃହ ଓ ସହରୀ ବିକାଶ ବିଭାଗର ପ୍ରମୁଖ ସଚିବ ଉଷା…