ଆସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ, ଜଳେଶପଟ୍ଟାରେ ଜୋରଦାର ପ୍ରସ୍ତୁତି
ଉତ୍ସବକୁ ଦୃଷ୍ଟିରେ ରଖି କନ୍ୟାଶ୍ରମର ଅନ୍ତେବାସିନୀମାନେ ଆଶ୍ରମ ପରିସରର ସାଜସଜ୍ଜାରେ ଲାଗିଛନ୍ତି । ଆଶ୍ରମରେ କଳସ ପୂଜା, ଗୋପୂଜନ, ଗୁରୁପୂଜନ, ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଅଭିଷେକ, ସୂର୍ୟ୍ୟପୂଜା ଓ…
