Blog

କାନାଡା ଇୟୁର ସହଯୋଗୀ ସଦସ୍ୟ ହେବା ନେଇ ସବୁଜ ସଙ୍କେତ : ପ୍ରସ୍ତାବକୁ ସମର୍ଥନ କଲେ ମାକ୍ରନ

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କାନାଡାକୁ ୟୁରୋପୀୟ ସଂଘ(ଇୟୁ)ର ପ୍ରଥମ ସହଯୋଗୀ ସଦସ୍ୟ କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ମାକ୍ରନ ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି…

ରୁଷ ନିର୍ବାଚନ : ୫୭.୫% ଭୋଟ୍ ପାଇ ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ଦଳ ସହଜ ବିଜୟ ମୁହାଁ,

ଦେଶର ସଂସଦୀୟ ନିର୍ବାଚନରେ ଶାସକ ୟୁନାଇଟେଡ୍ ରୁଷିଆ ଦଳ ଏକ ସହଜ ବିଜୟ ପାଇଁ ରାସ୍ତା ପରିଷ୍କାର କରିଛି। ଆଂଶିକ ସରକାରୀ ଫଳାଫଳ ଦର୍ଶାଉଛି ଯେ, ଦେଶରେ…

ସୁଦାନରେ ବଡ଼ ଦୁର୍ଘଟଣା : ସୁନା ଖଣି ସୁଡଙ୍ଗ ଧସିଲା, ୧୧ ମୃତ

ସୁଦାନର ଏକ ସୁନା ଖଣିରେ ସୁଡ଼ଙ୍ଗ ଧସି ପଡ଼ିଛି। ଫଳରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି।…

ରାଜ ଠାକରେଙ୍କୁ ନେଇ ରିଲ୍‌ ପଡ଼ିଲା ମହଙ୍ଗା! ଇନ୍‌ଫ୍ଲୁଏନ୍ସରଙ୍କୁ କ୍ଷମା ମଗାଇଲେ MNS କର୍ମୀ

ରିଲ୍‌ରେ ରାଜ ଠାକରେଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ । ଏହାକୁ ନେଇ ମହାରାଷ୍ଟ୍ରର ପୁଣେରେ ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଦଳୀୟ କର୍ମୀଙ୍କ ଦ୍ୱାରା ଅପମାନଜନକ…

ଆମେରିକାରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସେବା ଠପ୍ : ଉପଭୋକ୍ତା ପ୍ରଭାବିତ

ଆମେରିକାରେ ସୋସିଆଲ ମିଡିଆ ସେବା ଠପ୍ ହୋଇଯାଇଛି । ଫଳରେ ୟୁଜର ସମସ୍ୟାରେ ପଡ଼ିଛନ୍ତି । ମେଟାର ଦୁଇଟି ଲୋକପ୍ରିୟ ପ୍ଲାଟଫର୍ମ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଠାତ୍…

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ : ତଦନ୍ତ ଆରମ୍ଭ

ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଝାମ୍ପିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଆଜି  ଅନନ୍ତପୁର ଥାନା…

ଆଫଗାନିସ୍ତାନର କୁନାରରେ ପାକିସ୍ତାନ ସେନାର ଏୟାର ଷ୍ଟ୍ରାଇକ୍

ପାକିସ୍ତାନୀ ସାମରିକ ବାହିନୀର ଏୟାର ଷ୍ଟ୍ରାଇକ୍ ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। କୁନାର ପ୍ରଦେଶର ସୂଚନା ଏବଂ ସଂସ୍କୃତି ବିଭାଗର…

ଇସ୍ରାଏଲରେ ପରମାଣୁ ବୈଜ୍ଞାନିକଙ୍କୁ ପରିବାର ସହ ହତ୍ୟା ଷଡ଼ଯନ୍ତ୍ର ; ଇରାନ୍‌ର ଇଙ୍ଗିତରେ ଚାଲିଥିଲା ପ୍ଲାନ୍

ଯେରୁଶାଲେମ ଜିଲ୍ଲା ଅଦାଲତ ଏବେ ଏହି ୪ ଅଭିଯୁକ୍ତଙ୍କୁ ସେମାନଙ୍କ ଭୂମିକା ସମ୍ପର୍କିତ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କାହାକୁ…

DUSU ନିର୍ବାଚନରେ ABVPର ବାଜିମାତ୍ ; ରାହୁଲଙ୍କୁ ନଡ୍ଡାଙ୍କ କଟାକ୍ଷ

ABVPର ବିଜୟକୁ ନେଇ ବିଜେପିର ଅନେକ ନେତା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରଙ୍କ ଗୁଞ୍ଜ୍’ ଜନସମ୍ପର୍କ ଅଭିଯାନକୁ ନେଇ ଟିପ୍ପଣୀ କରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ରାହୁଲ…

ବିଭତ୍ସ ହତ୍ୟାକାଣ୍ଡ : ସ୍ତ୍ରୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ବାମୀ

ମଧ୍ୟପ୍ରଦେଶ ଦମୋହ ଜିଲ୍ଲାରେ ଶନିବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜିଲ୍ଲା ଅଧୀନସ୍ଥ କବିରପୁର ଗାଁ‌ରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି କୌଣସି କଥାକୁ ନେଇ…

ରାଉରକେଲା ଶର୍କିଟ୍ ହାଉସ୍ ଘଟଣା ପରେ କଡ଼ା ନିଷ୍ପତ୍ତି, ସାରା ରାଜ୍ୟରେ ଲାଗୁ ହେବ ନୂଆ ନିୟମ

ସାରା ଓଡ଼ିଶାର ଶର୍କିଟ ହାଉସ ପାଇଁ ନୂଆ ନିୟମ ଖୁବ ଶୀଘ୍ର ଆସିବ । ରାଉରକେଲା ଶର୍କିଟ ହାଉସ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ…

ବାପାଙ୍କୁ ଅପହରଣ ସନ୍ଦେହ, ଧଉଳି ଥାନାରେ ପୁଅଙ୍କ ଏତଲା, ଆସାମକୁ ମାମଲା ସ୍ଥାନାନ୍ତର

ବାପାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହରେ ଥାନାରେ ଅଭିଯୋଗ କଲା ପୁଅ । ଭୁବନେଶ୍ୱର ଧଉଳି ଥାନା ଅଧୀନ ଲିଙ୍ଗିପୁର ଅଞ୍ଚଳର ୬୦ ବର୍ଷୀୟ ପୁରୁଷୋତ୍ତମ ବେହେରାଙ୍କ…

ମାଇନ୍ଡ ଇକୋନୋମି ଆଡ଼କୁ ଓଡ଼ିଶା, ନରାଜରେ ‘ଓଡ଼ିଶା ସିଲିକନ୍ ଭାଲି’

ସେମିକନ୍ ଇଣ୍ଡିଆ ୨୦୨୬ରେ ଓଡ଼ିଶାକୁ ପ୍ରାୟ ୨୩ ହଜାର ୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଏଥିରୁ ପ୍ରାୟ ୬ ହଜାର ୧୦୦ଟି ନିଯୁକ୍ତି…

ମାଆ ଶାରଳା ମନ୍ଦିର ବକେୟା ମାମଲା, ୧ କୋଟି ୧୦ ଲକ୍ଷ ଟଙ୍କା ଦାଖଲ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ମାଆ ଶାରଳା ମନ୍ଦିରର ଭୋଗ ଓ ଦୀପ ବାବଦ ବକେୟା ଟଙ୍କା ପୈଠ ନେଇ ମାମଲା । ୨୦୧୯-୨୦ରୁ ୨୦୨୪-୨୫ ପର୍ଯ୍ୟନ୍ତ ବକେୟା ଥିବା ୧ କୋଟି…

ଏଆଇ ଫୋର୍ସ ଗଠନ କରିବେ ଟ୍ରମ୍ପ : ଖୁବ୍‌ଶୀଘ୍ର ମୁଖ୍ୟଙ୍କ ନାମ ଘୋଷଣା କରାଯିବ

କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ନିୟନ୍ତ୍ରଣ ତଦାରଖ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ‘ଏଆଇ ଫୋର୍ସ’ ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି। ଏଆଇ ବିକାଶକୁ ମନ୍ଥର…