Blog

ରାମମନ୍ଦିର ଦାନ ଚୋରି ପରେ ବଦଳିଲା  ଦାୟିତ୍ୱ, ଗଠନ ହେବ ନୂଆ ଟିମ୍, ସଚିବ ହୋଇପାରନ୍ତି ଜଗଦୀଶ ଆଫଲେ

ଅନ୍ୟପଟେ, ମହାରାଷ୍ଟ୍ରର ପୁଣେର ବାସିନ୍ଦା ଜଗଦୀଶ ଆଫାଲେ ଦୀର୍ଘ ଦିନ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡ଼ିତ ଅଛନ୍ତି । ଟ୍ରଷ୍ଟ ପକ୍ଷରୁ ମୁଖପାତ୍ର…

ୟୁକ୍ରେନରେ ଫସିଲେ ୧୩ ଭାରତୀୟ ନାବିକ , ଯୁଦ୍ଧ ମଝିରେ ବଢ଼ିଲା ଚିନ୍ତା

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସଙ୍କଟରେ ୧୩ ଭାରତୀୟ ନାବିକ । ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଅଟକି ରହିଥିବା ଏମଭି AMIR1 ନାମକ ମାଲବାହୀ ଜାହାଜରେ ଥିବା ଭାରତୀୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ବନକଲାଗି ନୀତି । ଏହି ସ୍ୱତନ୍ତ୍ର ଗୁପ୍ତ ସେବା…

ଚୀନ୍‌ର ହ୍ୟୁମାନଏଡ୍ ରୋବଟ୍ ଉପରେ ଆମେରିକାର କଡ଼ା କଟକଣା

ଆମେରିକା ଓ ଚୀନ୍‌ ମଧ୍ୟରେ ପ୍ରଯୁକ୍ତି ଯୁଦ୍ଧ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି । ଜାତୀୟ ସୁରକ୍ଷା ଓ ସାଇବର ବିପଦକୁ ଦୃଷ୍ଟିରେ ରଖି ଆମେରିକା…

ଦିନସାରା ସ୍କ୍ରିନ୍ ଦେଖିବାରୁ ବଢ଼ୁଛି ବେକ ଯନ୍ତ୍ରଣା : ତେବେ କରନ୍ତୁ ଏହି ଯୋଗ

ଆଧୁନିକ ଜୀବନଶୈଳୀରେ ମୋବାଇଲ୍ ଏବଂ ଲାପଟପ୍‌ର ଅତ୍ୟଧିକ ବ୍ୟବହାର ହେତୁ ବେକ ଯନ୍ତ୍ରଣା ଓ କଠିନତା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଦୀର୍ଘ ସମୟ ଧରି…

ଆଉ ବାରମ୍ୱାର କରିବାକୁ ପଡ଼ିବନି ପଲ୍ୟୁସନ୍‌ ଟେଷ୍ଟ,, ପିୟୁସି ନିୟମରେ ବଡ଼ ପରିବର୍ତ୍ତନ

ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ବିଏସ୍‌-୬ ଗାଡ଼ି ମାଲିକଙ୍କୁ ବାରମ୍ବାର ପିୟୁସି କରାଇବାକୁ ପଡ଼ିବ ନାହିଁ । ସେହିପରି ବିଏସ୍‌ -୧ ଠାରୁ ବିଏସ୍‌-୪ ପର୍ଯ୍ୟନ୍ତ ପୁରୁଣା ଯାନବାହନ…

କଟକ ମହାନଦୀ ବ୍ୟାରେଜରେ ଭାସିଲା ଅଜଣା ମୃତଦେହ , ପରିଚୟ ଅସ୍ପଷ୍ଟ

କଟକ ମହାନଦୀ ବ୍ୟାରେଜରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସକାଳୁ ସକାଳୁ ବ୍ୟାରେଜ ଗେଟ୍ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ…

ଛାତ୍ର ଆନ୍ଦୋଳନ ଉପରେ ପୁଲିସ୍ ର ବଳପ୍ରୟୋଗ ନିନ୍ଦନୀୟ ; ସୁପ୍ରିମ୍ କୋର୍ଟ

କକ୍ରୋଚ୍ ଜନତା ପାର୍ଟି (ସିଜେପି) ର ଜୁଲାଇ ୨୦ ”ସଂସଦ ମାର୍ଚ୍ଚ” ସମୟରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ବର୍ବରତା ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ…

ଦେବୀ ନଦୀରେ ବଢ଼ୁଛି ବନ୍ୟାଜଳ , ଦୁର୍ବଳ ବନ୍ଧକୁ ନେଇ ଦଶ ଗାଁରେ ଆତଙ୍କ

ଲଘୁଚାପ ଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ପରେ ବଢ଼ୁଛି ଦେବୀ ନଦୀର ଜଳସ୍ତର । ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ…

‘ନର୍ଦ୍ଦମା ପିଢ଼ି,ନା ପାଠପଢ଼ାରେ ଭଲ ନା ଘର ସମ୍ଭାଳି ପାରିବେ ’: କଙ୍ଗନା

କକ୍ରୋଚ୍ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନ ନେଇ ମନ୍ତବ୍ୟ ଦେବା ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ମହଙ୍ଗା ପଡ଼ିଛି। ଏବେ ବିରୋଧୀ ଏନେଇ ହଙ୍ଗାମା କରିଛନ୍ତି…

ନେତାନ୍ୟାହୁଙ୍କ ଅଭିଯୋଗକୁ ଖାରଜ କଲେ ଜୋହରାନ ମାମଦାନି, କହିଲେ– ବିବାଦରେ ପଶିବିନି

ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ କାର୍ଯ୍ୟକଳାପର ସମାଲୋଚନା କରିଆସୁଥିବା ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନିଙ୍କୁ ଟାର୍ଗେଟ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।…

ରୋହିତଙ୍କ ସହ ଓପନିଂ କରିବେ ବୈଭବ! ଦିନିକିଆ ବିଶ୍ବ କପ୍‌ରେ ସୁଯୋଗ ଦେବାକୁ ଦାବି

ପୂର୍ବତନ କ୍ରିକେଟର ଫାରୁଖ ଇଞ୍ଜିନିୟର ମତ ରଖିଛନ୍ତି ଯେ ୨୦୨୭ ଦିନିକିଆ ବିଶ୍ବକପ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ରୋହିତ ଶର୍ମା ସହ ଓପନିଂ କରିବା ପାଇଁ ସବୁଠୁ ଉପଯୁକ୍ତ…

ଛାତ୍ର ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ନାବାଳକଙ୍କୁ ମୁକ୍ତ କରିବାକୁ ଆଦେଶ

ପ୍ରଶ୍ନପତ୍ର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ମାମଲାରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ନାବାଳକ ଓ ଯେଉଁ ଛାତ୍ରଛାତ୍ରୀଙ୍କର…

ଚାରିଧାମ ଯାତ୍ରା ଦୁଇ ଦିନ ପାଇଁ ବନ୍ଦ : ବାଧକ ସାଜିଲା ଖରାପ ପାଗ

ଉତ୍ତରାଖଣ୍ଡରେ ଅବିଶ୍ରାନ୍ତ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମଙ୍ଗଳବାର ଏବଂ ବୁଧବାର…

ଭାପୁର ବ୍ଲକ୍‌ରେ ସରକାରୀ ନୀତିକୁ ଫୁ: ୧୦ ମାସ ହେଲା ବସିନି ସମିତି ବୈଠକ

ସରକାରଙ୍କ ଗାଇଡ୍‌ ଲାଇନ ଅନୁସାରେ, ପ୍ରତି ଦୁଇ ମାସରେ ଥରେ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ବସିବାର ବ୍ୟବସ୍ଥା ଅଛି। ମାତ୍ର ୧୦ ମାସ ହେଲା ଭାପୁର…