୮୯,୬୦୦ ବିସ୍ଫୋରକ ଷ୍ଟିକ୍ ଜବତ ମାମଲା : NIA ହେପାଜତରେ ୧୦ ଅଭିଯୁକ୍ତ

ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇ) କେରଳର ମାଲାପ୍ପୁରମରେ ବେଆଇନ ବିସ୍ଫୋରକର ଏକ ବଡ଼ ପରିମାଣ ଜବତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହରିସ୍ ଟିଏକୁ ଗିରଫ କରିଛି।  ଜାତୀୟ…

ଅତୀକଙ୍କ ପୁଅ ଉମରଙ୍କ କାରକେଡ୍‌କୁ ନେଇ ଟୋଲ୍‌ କାଣ୍ଡ , ୩୦ ଗାଡ଼ି ଉପରେ ମାମଲା

ପ୍ରୟାଗରାଜରେ ଅତୀକ ଅହମଦଙ୍କ ପୁଅ ମହମ୍ମଦ ଉମରଙ୍କ କାରକେଡ୍‌କୁ ନେଇ ଏବେ ଚର୍ଚ୍ଚାରେ ଟୋଲ୍‌ କାଣ୍ଡ । ନବାବଗଞ୍ଜ ଟୋଲ୍‌ ପ୍ଲାଜାରେ ପୁଲିସ ଏସ୍କର୍ଟ ଗାଡ଼ି ପଛରେ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ! ଓଡ଼ିଶାରେ ବଢ଼ିବ ବର୍ଷା

ଓଡ଼ିଶା ଉପରେ ପୁଣି ବର୍ଷାର ବଡ଼ ପ୍ରଭାବ ଦେଖିବାକୁ ମିଳିପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ-ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଅଞ୍ଚଳରେ ଏବେ ଏକ ଘୂର୍ଣ୍ଣିବଳୟ…

କମନୱେଲ୍ଥ ବିଜେତାଙ୍କୁ ମୋଦୀଙ୍କ ସମ୍ମାନ! ଖେଳାଳିଙ୍କୁ ଭେଟି ଦେଲେ ବଡ଼ ମନ୍ତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନିଜ ଆବାସ ୭ ଲୋକ କଲ୍ୟାଣ ମାର୍ଗରେ କମନୱେଲ୍ଥ ଗେମ୍ସ ୨୦୨୬ରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନଙ୍କୁ ଭେଟି ସେମାନଙ୍କୁ ଅଭିନନ୍ଦନ…

ବାଲିଅନ୍ତାରେ ଯୁବକଙ୍କ ଉନ୍ମତ୍ତକାଣ୍ଡ , ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡକୁ ଲୁହାରେ ପିଟିଲେ

ବାଲିଅନ୍ତାରେ ମରଣାନ୍ତକ ଆକ୍ରମଣ । କୋଠଘର ତାଲା ଭାଙ୍ଗିବାକୁ ବିରୋଧ କରିବାରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ଲୁହାରେ ପିଟିଲେ ଯୁବକ । ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ…

ଚୀନ୍ ପାଇଁ ଗୁପ୍ତଚର କରୁଥିଲା ବ୍ରିଟିଶ ଡ୍ରୋନ୍! ନାଟୋ ସୁରକ୍ଷାକୁ ନେଇ ବଡ଼ ଚିନ୍ତା

ବ୍ରିଟେନ୍‌ର ସମ୍ବେଦନଶୀଳ ସାମରିକ ବ୍ୟବସ୍ଥାରେ ଚୀନ୍ ଲିଙ୍କ୍‌କୁ ନେଇ ଉଠିଛି ସଙ୍ଗିନ ଅଭିଯୋଗ । ଶତ୍ରୁ ଦେଶ ଉପରେ ନଜର ରଖିବା ପାଇଁ ବ୍ୟବହୃତ ବ୍ରିଟିଶ ନିରୀକ୍ଷଣ…

ନୂଆ ଗ୍ରାମୀଣ ରୋଜଗାର ଯୋଜନାରେ ବଡ଼ ଝଟକା! ପ୍ରଥମ ମାସରେ ଅଧା ହେଲା ରୋଜଗାର

୨୦୨୬ ଜୁଲାଇରେ ନୂଆ ଯୋଜନା ଅଧୀନରେ ମୋଟ ୭ କୋଟି ୬୭ ଲକ୍ଷ ପର୍ସନ୍-ଡେ ରୋଜଗାର ସୃଷ୍ଟି ହୋଇଛି । ଯେତେବେଳେ ଗତବର୍ଷ ସମାନ ମାସରେ ଏହି…

ତିରଙ୍ଗା ଯାତ୍ରାରୁ ଫେରୁଥିଲେ,ହଠାତ୍ ଓଲଟିଲା ମିନିବସ୍! ୨୮ ଆହତ

 ତିରଙ୍ଗା ଯାତ୍ରାରୁ ଫେରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା । ଜମ୍ମୁର ସୁପର ସ୍ପେଶାଲିଟି ହସ୍ପିଟାଲ ନିକଟ ଏକ ଫ୍ଲାଏଓଭର ଉପରେ ମିନିବସ୍ ଓଲଟି ପଡ଼ିବାରୁ ୨୮…

ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର ଦୁଇ ବର୍ଷ ତଳେ ଆଜିର ଦିନ (ଅଗଷ୍ଟ ୯, ୨୦୨୪)ରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର…

RSS ମୁଖ୍ୟଙ୍କ କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ଶଶୀ ଥରୁର: ରାଜନୀତିରେ ଚର୍ଚ୍ଚା, ହାଇକମାଣ୍ଡଙ୍କୁ ଅସନ୍ତୋଷର ବାର୍ତ୍ତା?

କଂଗ୍ରେସର ବରିଷ୍ଠ ସାଂସଦ ଶଶୀ ଥରୁର ମୋହନ ଭାଗବତ ଯୋଗଦେଉଥିବା ଏକ ଯୁବଛାତ୍ର ସମାବେଶରେ ଅଧ୍ୟକ୍ଷତା କରିବେ। ମୁମ୍ବାଇରେ ହେବାକୁ ଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ RSS…

ମୋହନ ଭାଗବତଙ୍କ ପ୍ରବେଶ ନିଷେଧ କରାଯିବା ଉଚିତ୍ : କାନାଡା

କାନାଡାରେ ଭାରତର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପାରିଶ କରାଯାଇଛି। ଏହା ବ୍ୟତୀତ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ କାନାଡାରେ ପ୍ରବେଶ…

କୋଇଲା ଦୁର୍ନୀତି ମାମଲା ଶୁଣାଣି : କୋର୍ଟଙ୍କ କଡା ପଦକ୍ଷେପ ହଟିଲେ ଦୁଇ ବିଚାରପତି

କୋଇଲା ଦୁର୍ନୀତି ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଭାବରେ ନିଯୁକ୍ତ ଜଣେ ସେସନ୍ସ ଜଜ୍‌ଙ୍କୁ ସୁପ୍ରିମକୋର୍ଟ ଛଅ ମାସ କାର୍ଯ୍ୟ କରିବା ପରେ ହଟାଇ ଦେଇଛନ୍ତି। ଦିଲ୍ଲୀ…

ଆମେରିକାରୁ ଆସୁଛି ୬୭ ପ୍ରତିଶତ ଏଲ୍‌ପିଜି : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଭାରତରେ ବଡ଼ଧରଣର ଏଲପିଜି ସଙ୍କଟ ଉପୁଜିଥିଲା। ଏହି ସମସ୍ୟାକୁ ଟାଳିବା ପାଇଁ ସରକାର ଏଲ୍‌ପିଜି ଆମଦାନି ରଣନୀତିକୁ ବଦଳାଇ ଦେଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ…

ଆକ୍ରମଣ ପାଇଁ ପୁଟିନ୍ ପ୍ରସ୍ତୁତ : ସତର୍କ କରାଇଲା ଆମେରିକା ଗୁଇନ୍ଦା ସଂସ୍ଥା

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ନାଟୋ ଦେଶଗୁଡ଼ିକର ସୀମା ଭିତରକୁ ପଶି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଆମେରିକା ଗୁଇନ୍ଦା…

ପାକିସ୍ତାନର ଶାସନ ବ୍ୟବସ୍ଥା ବିଫଳ ; ପୁଣି ସାମରିକ ଶାସନ ଆଶଙ୍କା

ପାକିସ୍ତାନର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଥିବା ନେଇ ନକଭୀଙ୍କ ବୟାନ ପରଠାରୁ ସରକାରରେ ଅସ୍ଥିରତା ବଢ଼ିଯାଇଛି । ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ନକଭି…