ଆମେରିକାର ଆଚରଣ ସୁଧୁରିଲେ ଖୋଲିବ ହର୍ମୁଜ୍: ଇରାନ ରଖିଲା ୭ ସର୍ତ୍ତ

ଇରାନ ସର୍ତ୍ତ ରଖିଛି ଯେ,ଆମେରିକା ଆଉ କେବେ ଇରାନକୁ ଧମକ ଦେବ ନାହିଁ। ଇରାନ ଏବଂ ଏହି ଅଞ୍ଚଳରେ ଏହାର ସହଯୋଗୀଙ୍କ ବିରୋଧରେ ଯୁଦ୍ଧ ଶେଷ କରାଯିବ।ଆମେରିକା…

ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦେଖାଦେଲେ ମୋଜତାବା: ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଖବର ପ୍ରସାରିତ ହେବା ମଧ୍ୟରେ ୧୨ ସେକେଣ୍ଡର ଭିଡିଓ ଜାରି କଲା ଇରାନ

ମୋଜତାବାଙ୍କୁ ବହୁତ ଦିନ ଧରି ସାଧାରଣରେ ଦେଖାଯାଇନାହିଁ। ଫେବ୍ରୁଆରି ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ତାଙ୍କ ପିତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ସେ ଇରାନର…

ସମ୍ବଲପୁରରେ କଡାକଡ଼ି ସୁରକ୍ଷା ବ୍ୟବସ୍ଥା: ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପୂର୍ବରୁ ପୁଲିସ ଛାଉଣୀ

ଗତକାଲି ବିଜେଡି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି…

ଟିମ୍ ଇଣ୍ଡିଆକୁ ନେଇ ଚିନ୍ତାରେ ଫ୍ୟାନ୍ସ ; ବୁମ୍ରାଠୁ ନେଇ ହାର୍ଦ୍ଦିକ ପର୍ଯ୍ୟନ୍ତ ସମସ୍ତେ ଆହତ

ଭାରତୀୟ ଦଳ ବର୍ତ୍ତମାନ ଆଘାତ କାରଣରୁ ଏତେ ଖେଳାଳିଙ୍କୁ ହରାଇଛି ଯେ ସେମାନଙ୍କ ନେଇ ଗୋଟିଏ ସମ୍ପୂର୍ଣ୍ଣ ପ୍ଲେଇଂ ଇଲେଭେନ୍ ଗଢ଼ାଯାଇପାରେ । ଭାରତୀୟ ଦଳର ୧୦ରୁ…

ଚାକିରି ହରାଇବା ମାତ୍ରେ ଆମେରିକା ଛାଡିବାକୁ ପଡିବ: ଏବେ ୬୦ ଦିନିଆ ମହଲତ ଶେଷ କରିବେ ଟ୍ରମ୍ପ ପ୍ରଶାସନ, ଭାରତୀୟଙ୍କୁ ଝଟକା ଦେବାକୁ ଆମେରିକାର ଯୋଜନା

ଯଦି ଏହି ପ୍ରସ୍ତାବ କାର୍ୟ୍ୟକାରୀ ହୁଏ, ତେବେ ଏହା ଇ-୧,ଇଇ-୨,ଇ-୩, ଏଚ୍-୧ବି, ଏଚ-୧ବି୧ ଏଲ-୧,ଓ-୧ ଏବଂ ଟିଏନ୍ ପରି ଅଣ-ପ୍ରବାସୀ ଭିସା ଧାରକ ଏବଂ ସେମାନଙ୍କ ଉପରେ…

ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି : ଡିଲର୍ସ ଆସୋସିଏସନ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ

ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି । ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ…

ଚୀନ୍‌ର କାର୍ଯ୍ୟ ନେଇ ଅସନ୍ତୁଷ୍ଟ ଆମେରିକା : ସ୍କାରବୋରୋ ରିଫ୍ କୁ ବିରୋଧ

ଦକ୍ଷିଣ ଚୀନ୍ ସାଗରରେ ବିବାଦୀୟ ସ୍କାରବୋରୋ ରିଫ୍‌କୁ ନେଇ ଚୀନ୍ ଏବଂ ଫିଲିପାଇନ୍ସ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସ୍କାରବୋରୋ ରିଫ୍ ଉପରେ ଏକ ‘ଜାତୀୟ…

ରୁଟି ତିଆରି କରିବା ପରେ ଟାଣ ରହୁଛି କି ? ତେବେ କରନ୍ତୁ ଏହି ଉପାୟ

ଅନେକ ସମୟରେ ରୁଟି ତିଆରି କରିବାର କିଛି ସମୟ ମଧ୍ୟରେ ଏହା ଟାଣ ହୋଇଯାଏ | ଏହି ସମସ୍ୟାକୁ ନେଇ ଗୃହିଣୀମାନେ ଅଧିକ ଅସୁବିଧାର ସାମ୍ନା କରନ୍ତି…

ଏସବିଆଇରେ ୧,୫୩୮ଟି କ୍ଲର୍କ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ : ଜାଣନ୍ତୁ ବୟସ ସୀମା

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରେ ୧,୫୩୮ କ୍ଲର୍କ ପଦବିରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ୨୦୨୬ ଅଗଷ୍ଟ ୭ରୁ ଆରମ୍ଭ ହୋଇଛି। ଆବେଦନ ଦାଖଲ କରିବାର…

ଇଣ୍ଡିଆନ ପବ୍ଲିକ ସ୍କୁଲରେ  ପଦବୀ  ପ୍ରଦାନ ସମାରୋହ

ଏହି ସମାରୋହରେ ପୂର୍ବତନ ସହକାରୀ ଜିଲ୍ଲାପାଳ ଶ୍ରୀ ସୀତାଂଶୁ  ତ୍ରିପାଠୀ ଓ କୈଳାସ ଅଗ୍ରୱାଲ  ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉତ୍ସବର ପ୍ରାରମ୍ଭରେ ପାରମ୍ପରିକ…

ଅସ୍ମିତାଙ୍କ ପ୍ରଥମ ବିଡବ୍‌ଲ୍ୟୁ ଟୁର୍‌ ମୁକୁଟ‌: ଜିତିଲେ କୋରିଆ ମାଷ୍ଟର୍ସ

ଚତୁର୍ଥ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ଖେଳାଳିଙ୍କ ବିପକ୍ଷ ଏହି ଫାଇନାଲ୍‌ ମ୍ୟାଚ୍‌ ଜିତିବାକୁ ବିଶ୍ବର ୫୦ ନମ୍ବର ଅସ୍ମିତାଙ୍କୁ ୫୩ ମିନିଟ୍‌ ଲାଗିଥିଲା। ଆହତ ଯୋଗୁଁ ୩ ମାସର…

ଭାରତ ଛାଡ଼ ଆନ୍ଦୋଳନର ୮୪ତମ ବାର୍ଷିକୀ : ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ଭାରତ ଛାଡ଼ ଆନ୍ଦୋଳନର ୮୪ତମ ବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଅଂଶଗ୍ରହଣ କରିଥିବା ଜାତୀୟ ବୀର ଏବଂ ଅମର ଯୋଦ୍ଧାମାନଙ୍କୁ ସ୍ମରଣ କରିଛନ୍ତି ।…

ଏୟାର ଇଣ୍ଡିଆ ବିମାନ ଘଟଣା : ପାଇଲଟଙ୍କ ନମୁନାରେ ମିଳିଲା ସନ୍ଦେହଜନକ ପଦାର୍ଥ!

ଗତ ଅଗଷ୍ଟ ୪ ତାରିଖରେ ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (ଏଆର-୨୩୭୯) ଆକାଶରେ ପ୍ରବଳ ଝଡ଼ ଓ ଟର୍ବୁଲାନ୍ସ (ଅସ୍ଥିରତା)ର ସମ୍ମୁଖୀନ ହେବା ଘଟଣାର…

ଭାରତ-ପାକ୍ ସୀମାରେ ସନ୍ଦିଗ୍ଧଙ୍କ ଅନୁପ୍ରବେଶ : ଏନକାଉଣ୍ଟର କଲା ବିଏସଏଫ୍

ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ଭାରତ-ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି। ଏହି ସମୟରେ, ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି।…

ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ ତେଜ ଜେପିଏସସି ଏବଂ ଜେଏସଏସସି ପରୀକ୍ଷା ଦୁର୍ନୀତିକୁ ନେଇ ଅଶାନ୍ତି

ଝାଡ଼ଖଣ୍ଡରେ ଜେପିଏସସି ଏବଂ ଜେଏସଏସସି ପରୀକ୍ଷାରେ କଥିତ ଅନିୟମିତତା ଓ ଦୁର୍ନୀତିକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଛି । ବିଶେଷକରି ୧୪ତମ ଜେପିଏସସି ପରୀକ୍ଷା ରଦ୍ଦ…