ୱାନ୍ଧାମା ନରସଂହାର ମାମଲାର ପୁନଃତଦନ୍ତ ଆରମ୍ଭ : ୨୮ ବର୍ଷ ପରେ ଖୋଲିଲା ଫାଇଲ୍

ଜମ୍ମୁ-କାଶ୍ମୀରର ରାଜ୍ୟ ତଦନ୍ତକାରୀ ସଂସ୍ଥା (ଏସଆଇଏ) ୨୮ ବର୍ଷ ପରେ ଚର୍ଚ୍ଚିତ ୱାନ୍ଧାମା ନରସଂହାର ମାମଲାର ତଦନ୍ତ ପୁନର୍ବାର ଆରମ୍ଭ କରିଛି। ୧୯୯୮ ମସିହା ଜାନୁଆରୀ ମାସରେ…

ଆମେରିକାର ବଡ଼ ନିଷ୍ପତ୍ତି : ଆତଙ୍କବାଦ ତାଲିକାରୁ ୪୭ ବର୍ଷ ପରେ ହଟିଲା ସିରିଆ

ଆମେରିକା ଆନୁଷ୍ଠାନିକ ଭାବରେ ୪୭ ବର୍ଷ ପରେ ଆତଙ୍କବାଦର ପ୍ରାୟୋଜକ ଦେଶ ତାଲିକାରୁ ସିରିଆକୁ ହଟାଇ ଦେଇଛି। ବସର ଅଲ୍-ଆସାଦଙ୍କ ଶାସନର ପତନ ଏବଂ ନୂତନ ସରକାର…

ମୋଜତାବାଙ୍କ କଣ୍ଠସ୍ୱର ପ୍ରଥମ ଥର ପାଇଁ ଶୁଣାଇଲା ଇରାନ : ପୁରୁଣା ଭିଡିଓ ନୁହେଁ ତ’ ବୋଲି ଉଠିଲା ପ୍ରଶ୍ନ

ଇରାନର ସରକାରୀ ସମାଚାର ଏଜେନ୍ସି ଫାର୍ସ ଏହି ଭିଡିଓକୁ ସେୟାର କରିଛି। ପୂର୍ବରୁ ଏହି ଭିଡିଓ ପ୍ରକାଶିତ ହୋଇ ନଥିଲା। ଭିଡିଓର ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଯେ…

ବିଶ୍ବ ସମୁଦାୟଙ୍କୁ ଆମେରିକାର କଡ଼ା ଚେତାବନୀ : ଇରାନ ସହିତ ସମ୍ପର୍କ ଛିନ୍ନ କର

ଇରାନ ବିରୋଧରେ ଆମେରିକା ଏକ ବିଶାଳ ଏବଂ କଠୋର ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିବନ୍ଧକ ଅଭିଯାନ ଆରମ୍ଭ କରିଛି। ଆମେରିକା ସରକାର ବିଶ୍ୱର ସମସ୍ତ ଦେଶମାନଙ୍କୁ ଇରାନ ସହିତ…

ଇସ୍ରାଏଲ ନିର୍ବାଚନ ପୂର୍ବରୁ ନେତାନ୍ୟାହୁ ଖୋଲିଲେ ନୂଆ ପ୍ରସଙ୍ଗ : ପୁଅକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା ​​ବୋଲି ଆଣିଲେ ଅଭିଯୋଗ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଇରାନ ତାଙ୍କ ପୁଅଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ କରିଛନ୍ତି।…

ଆମେରିକା ପ୍ରଥମେ ନିଜର ମନୋଭାବରେ ସୁଧାର ଆଣିବା ଉଚିତ୍ : ଇରାନ

ମଧ୍ୟସ୍ଥି ପାକିସ୍ତାନ ସମ୍ମୁଖରେ ଆମେରିକାର ଆଭିମୁଖ୍ୟ ଉପରେ ଇରାନ ପ୍ରଶ୍ନ ଉଠାଇଛି। ତେହେରାନରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ସାକ୍ଷାତ କରି ଇରାନ ରାଷ୍ଟ୍ରପତି…

ନିଜ ପସନ୍ଦ ଅନୁସାରେ ଡ୍ରେସ କୋଡ୍ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ : ଆଲାହାବାଦ ହାଇକୋର୍ଟ

ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରିତ ଡ୍ରେସ କୋଡକୁ ନିଜର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବଦଳାଇବା କୌଣସି ଛାତ୍ରଛାତ୍ରୀଙ୍କ ଅଧିକାର ନୁହେଁ ବୋଲି ଆଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ…

ଖାଇରେ ଖସିଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ମାଲବାହକ ଟ୍ରକ୍ : ୫୦ ଶ୍ରଦ୍ଧାଳୁ ଆହତ

ହରିୟାଣାର କର୍ଣ୍ଣାଲ ଜିଲ୍ଲାର ଇନ୍ଦ୍ରିରୁ ଉତ୍ତର ଭାରତର ପ୍ରସିଦ୍ଧ ଧାର୍ମିକ ସ୍ଥଳ ପୀର ନିଗାହରେ ପୂଜା କରିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କର ଏକ ଦଳ ମଙ୍ଗଳବାର ସକାଳେ ଦୁର୍ଘଟଣାର…

ଖାଦ୍ୟ ଭାବେ ”ଦୁଦୁରା” ବିକ୍ରି : ଆମାଜନ୍, ସ୍ବିଗି ଇନଷ୍ଟାମାର୍ଟ ଫୁଡ୍ ଲାଇସେନ୍ସ ରଦ୍ଦ

ଖାଦ୍ୟ କିମ୍ବା ମାନବ ବ୍ୟବହାର ପାଇଁ ଅତ୍ୟନ୍ତ ବିଷାକ୍ତ ‘ଦୁର୍ଦୁରା’ ଫଳ ଓ ମଞ୍ଜି ଅନଲାଇନରେ ବିକ୍ରି ହେଉଥିବା ଜଣାପଡ଼ିବା ପରେ କର୍ଣ୍ଣାଟକ ସରକାର ପ୍ରମୁଖ ଇ-କମର୍ସ…

ବାରହା ଆକ୍ରମଣରେ ନାବାଳକ ଗୁରୁତର! ସାହସ ଦେଖାଇ ଲଢ଼ି ବଞ୍ଚାଇଲେ ଜୀବନ

ବାର୍‌ହା ସହ ଲଢ଼ି ନିଜ ପ୍ରାଣ ବଞ୍ଚାଇଲେ ନାବାଳକ । ପ୍ରାୟ ୧ ଘଣ୍ଟା କାଳ ବାର୍‌ହା ସହ ଲଢ଼ିଲଢ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି…

ପୁଲିସ ଅଧିକାରୀଙ୍କୁ ଚାପୁଡା ମାରିଲେ ବିଧାୟକଙ୍କ ଝିଅ : ୧୪ ଦିନ ବିତିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ୟ

କର୍ଣ୍ଣାଟକର ଶ୍ରୀରଙ୍ଗପାଟନାର ଏକ ମନ୍ଦିରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଜଣେ ବିଧାୟକଙ୍କ ଝିଅ ଚାପୁଡ଼ା ମାରିଥିଲେ। ଏହି ଝଗଡ଼ାର ସିସିଟିଭି ଫୁଟେଜ୍ ଏବେ…

ଲଗାଣ ବର୍ଷାରେ ଧସିଲା ପାହାଡ଼ , ୫୨୦ ନଂ ଜାତୀୟ ରାଜପଥରେ ଯାତାୟାତ ବାଧା

ଲଗାଣ ବର୍ଷାରେ ଧସିଲା ପାହାଡ଼ । କେନ୍ଦୁଝର ଜିଲ୍ଲା ରଗୁଡ଼ି ଥାନା ୫୨୦ ନମ୍ୱର ଜାତୀୟ ରାଜପଥ ବାରବାଙ୍କ ନିକଟ ଜାତୀୟ ରାଜପଥ ୫୨୦ରେ ଯାତାୟତ ବାଧାପ୍ରାପ୍ତ…

ଅସ୍ତରଙ୍ଗ-କାକଟପୁରରେ ଛେଚୁଛି ବର୍ଷା , ତଳିଆ ଅଞ୍ଚଳରେ ପଶିଲା ପାଣି

ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳରେ ଲାଗି ରହିଛି ବର୍ଷା । ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ସକାଳ ସାଢ଼େ ୭ଟାରୁ ତୁହାକୁ ତୁହା ବର୍ଷା ଜାରି ରହିଛି…

କୋରାପୁଟରେ ଲଘୁଚାପ ବର୍ଷାର ତାଣ୍ଡବ , ୨୪ ଘଣ୍ଟାରେ ୬୩୮ ମିମି ବର୍ଷା

କୋରାପୁଟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରେକର୍ଡ ବର୍ଷା । ମୋଟ ୬୩୮ ମିଲିମିଟର ବର୍ଷା…