କୋରାପୁଟରେ ଲଘୁଚାପ ବର୍ଷାର ତାଣ୍ଡବ , ୨୪ ଘଣ୍ଟାରେ ୬୩୮ ମିମି ବର୍ଷା

କୋରାପୁଟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରେକର୍ଡ ବର୍ଷା । ମୋଟ ୬୩୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ବିଭାଗ ।

କୋରାପୁଟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ରେକର୍ଡ ବର୍ଷା । ମୋଟ ୬୩୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ବିଭାଗ । ଜୟପୁରରେ ସର୍ବାଧିକ ୯୬ ମିଲିମିଟର ବର୍ଷା ହୋଇଥିବା ବେଳେ ବୋରିଗୁମା ବ୍ଲକରେ ୭୫.୬ ମିଲିମିଟର ଏବଂ କୁନ୍ଦୁରା ବ୍ଲକରେ ୬୨ ମିଲିମିଟର, ଦଶମନ୍ତପୁର ବ୍ଲକରେ ୬୦ ମିଲିମିଟର ବୈପାରୀଗୁଡ଼ା ଓ ଲମତାପୁଟରେ ୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

Leave a Reply

Your email address will not be published. Required fields are marked *