ଯୋଗୀ ସରକାରଙ୍କ ବଡ଼ ଉପହାର , ଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଟି

ମହିଳା ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଉତ୍ତର ପ୍ରଦେଶ ସରକାର ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଅନୁସାରେ…

‘ଇମ୍ଲି’ ଫେମ୍ ମାନସବୀ ବଶିଷ୍ଠଙ୍କ ଘରକୁ ଆସିଲା ନୂଆ ଅତିଥି , ପୁଅ ସନ୍ତାନକୁ ଦେଲେ ସ୍ୱାଗତ

ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ଇମ୍ଲି’ରେ ଅଭିନୟ କରିଥିବା ଅଭିନେତା ମାନସବୀ ବଶିଷ୍ଠଙ୍କ ଘରକୁ ଆସିଛି ଖୁସିର ଖବର । ସେ ଏବଂ ତାଙ୍କ ପତ୍ନୀ ପ୍ରଥମ…

ଇରାନ ଯୁଦ୍ଧରେ ଆମେରିକା ଏପର୍ଯ୍ୟନ୍ତ ପୋଡ଼ିଛି ୩.୬ ଲକ୍ଷ କୋଟିରୁ ଅଧିକ

ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ରିପୋର୍ଟ କରିଛି ଯେ ଆମେରିକାର ସେନା ହର୍ମୁଜ୍ ପ୍ରଣାଳୀର…

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା , ୮ ଦିନ ହେଲା ଜଳମଗ୍ନ ଗାଁର ଏକମାତ୍ର ରାସ୍ତା

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା । ଚାରିଆଡ଼େ କେବଳ ପାଣି ଆଉ ପାଣି । ଜଳ ନିଷ୍କାସନ ହୋଇନପାରି କେଉଁଠି ଘର ଚାରିପଟେ ପାଣି ଲହଡ଼ି ଭାଙ୍ଗୁଛି…

ସରକାରୀ କାମରେ ଏଆଇର ଏଣ୍ଟ୍ରି! ChatGPT Plus ଓ Google AI Pro କିଣିବାକୁ ପ୍ରସ୍ତାବ

ସରକାରୀ କାର୍ଯ୍ୟରେ ବଢ଼ିବ  କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର ।  ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏଆଇ ଆଧାରିତ ସେବା ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି…

୧୮ ଘଣ୍ଟା ଲଗାତାର ଡ୍ୟୁଟି ପରେ ଦୁର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସ , ଗାଡ଼ିରେ ଫସିଲେ ଡ୍ରାଇଭର

୧୮ ଘଣ୍ଟା ଡ୍ୟୁଟି ପରେ ଦୁର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସ । ଗାଡ଼ିରେ ଫସି ରହିଲେ ଡ୍ରାଇଭର ଓ ଜଣେ କର୍ମଚାରୀ । କଟରରେ କାଟି ଉଦ୍ଧାର କଲା…

ସାଉଦି ଆରବ ପରମାଣୁ ଚୁକ୍ତିରେ ଆମେରିକା ମୋହର : ଅନ୍ତର୍ଭୁକ୍ତ ହୋଇନି‘ଗୋଲ୍ଡ ଷ୍ଟାଣ୍ଡାର୍ଡ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବ ସହିତ ଏକ ଐତିହାସିକ ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। ଏହି ଚୁକ୍ତିନାମା ସାଉଦି ଆରବକୁ ଏକ ବେସାମରିକ…

ଆସାମରେ ପ୍ରଳୟଙ୍କରୀ ବନ୍ୟା , ୨୪ ଘଣ୍ଟାରେ ୨୧ ଜଣଙ୍କ ମୃତ୍ୟୁ

ଆସାମରେ ପ୍ରକୃତିର ପ୍ରଳୟଙ୍କରୀ ରୂପ । ଲଗାଣ ବର୍ଷା ପରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ରାଜ୍ୟର ଅନେକ ଜିଲ୍ଲା ଜଳମଗ୍ନ ହୋଇଥିବାବେଳେ, ଜନଜୀବନ…

ଦ୍ୱିତୀୟ ଦିନରେ ଆରମ୍ଭ ହେଲା ରଥର ଦକ୍ଷିଣମୋଡ଼ , ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ରଥଯାତ୍ରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ରଥର ଦକ୍ଷିଣମୋଡ଼ । ଗତକାଲି ଆଜ୍ଞାମାଳ ଆସିବା ପରେ ଦକ୍ଷିଣମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ…

ଭାରତ-ଆମେରିକା ଟ୍ରେଡ୍ ଡିଲ୍‌କୁ ଚାଷୀଙ୍କ ବିରୋଧ , ଦିଲ୍ଲୀରେ ଆଜି ବିଶାଳ ବିକ୍ଷୋଭ

ଭାରତ-ଆମେରିକା ଟ୍ରେଡ୍ ଡିଲକୁ ପ୍ରବଳ ବିରୋଧ । ଏହି ବିରୋଧ ଶହଶହ ଚାଷୀଙ୍କର । ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶର ଶତାଧିକ ସଂଖ୍ୟକ ଚାଷୀ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ।…

୬୦ ବର୍ଷ ପରେ ବି ବିସ୍ଥାପିତଙ୍କୁ ମିଳିନି ଅଧିକାର , ଆଳିର ଚନ୍ଦନନଗରବାସୀଙ୍କ ଆକୁଳ ନିବେଦନ

ବିସ୍ଥାପିତ ହେବାରେ ୬୦ ବର୍ଷରୁ ଅଧିକ ସମୟ ହୋଇଗଲାଣି । ହେଲେ ଆଜିବି ସରକାରୀ ସହାୟତା ଓ ମୌଳିକ ଅଧିକାରରୁ ବଞ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର…

ସାଉଦି ଆରବରେ ପହଞ୍ଚିଲେ ଅଜିତ ଡୋଭାଲ : ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ

ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ)ଅଜିତ ଡୋଭାଲ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନଙ୍କୁ ଭେଟିଛନ୍ତି। ରିୟାଦରେ ହୋଇଥିବା ଏହି ବୈଠକର ଲକ୍ଷ୍ୟ ଦୁଇ ଦେଶ…

୨୩ ଦିନ ଅନଶନ ପରେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟରେ ଅବନତି, ଡାକ୍ତରଙ୍କ ନଜରରେ ଚାଲିଛି ଚିକିତ୍ସା

ଦୀର୍ଘ ୨୩ ଦିନ ଧରି ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ସଫଦରଜଙ୍ଗ ହସ୍ପିଟାଲ ନୂଆ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି ।…

ଆଠମଲ୍ଲିକରେ ଅବକାରୀର ବଡ଼ ଚଢ଼ାଉ , ୫୬ କେଜି ଗଞ୍ଜେଇ ଜବତ ସହ ଦୁଇ ଗିରଫ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବାରେଣୀ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବଡ଼ ଧରଣର ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି । ଚଢ଼ାଉ…

କାନାଡା ଉପରେ ୫୦% ଶୁଳ୍କ ବୋମା ପକାଇଲେ ଟ୍ରମ୍ପ : ବିଶ୍ୱ ବଜାରରେ ଅସ୍ଥିରତା ବଢ଼ିଲା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଧିକାଂଶ କାନାଡିୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସେ ଏହି ନିଷ୍ପତ୍ତି ପାଇଁ କାନାଡାର…