ରୁଷ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସଙ୍କଟ ଅଳ୍ପକେ ଟଳିଲା: କ୍ଷେପଣାସ୍ତ୍ର ସତର୍କ ସୂଚନା ପାଇବା ପରେ ଅଧାବାଟରୁ ଫେରିଲା ସି-୧୭ ଗ୍ଲୋବମାଷ୍ଟର

କାରଣ ଥିଲା ରୁଷରୁ ସମ୍ଭାବ୍ୟ କ୍ଷେପଣାସ୍ତ୍ର ଲଞ୍ଚ୍ ହେବାର ଚେତାବନୀ। ନ୍ୟୁଜିଲ୍ୟାଣ୍ଡର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ସିଏଏ) ବିପଦ ସମ୍ପର୍କରେ ଏକ ନୋଟାମ୍ ଜାରି କରିଥିଲା।…

ରିଲ୍ସ ନିର୍ମାତାଙ୍କ ପାଇଁ ରାଜକୋଷ ଖୋଲିଦେଲେ ବିହାର ସରକାର, ଲକ୍ଷେ ଭ୍ୟୁ ହେଲେ ମିଳିବ ୧୦ ହଜାର ଟଙ୍କା

ସରକାରଙ୍କ ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଘରେ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ପ୍ରସାରଣ କରିବା। ଏହି ପଦକ୍ଷେପ ସାଧାରଣ ଲୋକଙ୍କୁ ଡିଜିଟାଲ ଭାବରେ…

ଜେଲରୁ ହସ୍ପିଟାଲ ଯିବେ ଇମ୍ରାନ ! କିଏ ବହନ କରିବ ଚିକିତ୍ସା ଓ ସୁରକ୍ଷା ଖର୍ଚ୍ଚ?

ଆବଶ୍ୟକ ଔଷଧ ଓ ପ୍ରାଥମିକ ଚିକିତ୍ସା ଉପକରଣର ଖର୍ଚ୍ଚ ସରକାରୀ ବଜେଟରୁ ଯୋଗାଇ ଦିଆଯାଏ । ଯଦି କୌଣସି କଏଦୀଙ୍କ ଅସୁସ୍ଥତା ଗୁରୁତର ହୁଏ କିମ୍ବା ଜେଲ…

୨୭ ଥର ଛୁରାମାଡ଼! ‘ବାବୁ’ ଶବ୍ଦ ଖୋଲିଲା ପ୍ରିନ୍ସିପାଲ୍ ହତ୍ୟାର ରହସ୍ୟ

ସ୍କୁଲ୍‌ର ପ୍ରିନ୍ସିପାଲ୍‌ଙ୍କୁ ୨୭ ଥର ଛୁରି ଭୁସି ହତ୍ୟା ଅଭିଯୋଗରେ ଦୁଇ ନାବାଳକ ପୂର୍ବତନ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡର…

ଲୁଣ ବଦଳରେ ଡିଟରଜେଣ୍ଟ ମିଶାଇଲା ରୋଷେୟା ; ୨୦ରୁ ଅଧିକ ଛାତ୍ର ହସ୍ପିଟାଲରେ ଭର୍ତ୍ତି

ବିହାରର ନାଳନ୍ଦା ଜିଲ୍ଲାର ଏକ ସରକାରୀ ସ୍କୁଲରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୦ରୁ ଅଧିକ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ବିହାରର…

କାଶ୍ମୀର ପ୍ରସଙ୍ଗରେ ଓମରଙ୍କ କଡ଼ା ବାର୍ତ୍ତା: ସମାଧାନ କରିବ ଦିଲ୍ଲୀ, ୱାଶିଂଟନ୍ ନୁହେଁ

ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ରାଜନୈତିକ ବୟାନ । କାଶ୍ମୀର ସମସ୍ୟାର ସମାଧାନ ଭାରତ ସରକାର ହିଁ କରିବେ, ଏଥିରେ କୌଣସି ବିଦେଶୀ ହସ୍ତକ୍ଷେପର…

ଟିଭିକେ ସରକାରଙ୍କ ୟୁ-ଟର୍ଣ୍ଣ: ସିଜେପି ଏବଂ ବାମପନ୍ଥୀ ପ୍ରଦର୍ଶନରୁ ଛାତ୍ର,

ତାମିଲନାଡୁରେ ଥାଲାପତି ବିଜୟଙ୍କ ସରକାର ଏକ ବଡ଼ ୟୁ-ଟର୍ଣ୍ଣ ନେଇଛନ୍ତି। ଟିଭିକେ ସରକାର ପୂର୍ବରୁ ଏକ ନିର୍ଦ୍ଦେଶ ଜାରି କରିଥିଲେ। ଏହା ଅନୁଯାୟୀ, ସ୍କୁଲ ଏବଂ କଲେଜ…

ହର୍ମୁଜ୍ ଉପରେ ଟ୍ରମ୍ପଙ୍କ ଦାବିକୁ ପରିହାସ କଲା ଇରାନ : ପ୍ରଶ୍ନ କଲା, ୭ ହଜାର ମାଇଲ ଦୂରରେ ବସି ଦେଖୁଥିବା ସ୍ୱପ୍ନ କେତେ ବାସ୍ତବ ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ ଉପରେ ଦାବି ପରେ  ଭୂରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ସେ ଏହି ଗୁରୁତ୍ୱପୂର୍ଣ୍ଣ ପଥକୁ ନୂତନ ଆମେରିକା ଅଞ୍ଚଳ…

ଚନ୍ଦ୍ରରେ ରକେଟ୍‌ କ୍ରାସ୍‌, ସାମ୍ନାକୁ ଆସିଲା ଧକ୍କାର ଭୟଙ୍କର ଚିହ୍ନ

ଚନ୍ଦ୍ର ପୃଷ୍ଠରେ ରକେଟ୍‌ ଧକ୍କାର ଚିହ୍ନ । ମହାକାଶରୁ ନାସା କ୍ୟାମେରାରେ କଏଦ ହୋଇଛି ଚନ୍ଦ୍ରର ଏକ ନୂଆ ଗର୍ତ୍ତର ଚିତ୍ର । ଚଳିତ ମାସ ଆରମ୍ଭରେ…

ଗଲ୍‌ରେ ଗର୍ଜିଲା ଟିମ୍‌ ଇଣ୍ଡିଆ, ୧୬୫ ରନ୍‌ରେ ଶ୍ରୀଲଙ୍କାକୁ ମାତ୍‌

ଗଲ୍‌ ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମଦାର ବିଜୟ । ମାନବ ସୂତାରଙ୍କ ଘାତକ ସ୍ପିନ୍‌ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍‌ଅପ୍‌ ଧରାଶାୟୀ ହୋଇଛି ।  ଗଲ୍‌…

‘ଅପରେସନ୍‌ ସିନ୍ଦୂର’ ଉପରେ ଡକ୍ୟୁମେଣ୍ଟାରୀ ଦେଖି ପାକିସ୍ତାନ ବିଚଳିତ

‘ଅପରେସନ୍ ସିନ୍ଦୂର’ ଉପରେ ଭାରତର ଏକ ଡକ୍ୟୁମେଣ୍ଟାରୀ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ‘ଅପରେସନ ସିନ୍ଦୂର’ବେଳେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ଡକ୍ୟୁମେଣ୍ଟାରୀ ସିରିଜ୍ ଉପରେ…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‌: ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ହିରୋ ସାଜିଲେ ସୂତାର, ସିରିଜ୍‌ରେ ଭାରତ ୧-୦ରେ ଆଗୁଆ

ବାମହାତୀ ସ୍ପିନର ମାନବ ସୂତାରଙ୍କ ଘାତକ ବୋଲିଂ ବଳରେ ଗଲ୍‌ ଟେଷ୍ଟ୍‌ରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନ୍‌ରେ ପରାସ୍ତ କରି ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ…

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସର ବୟାନ, ଅଖିଳେଶ ହେବେ ମୁଖ୍ୟମନ୍ତ୍ରୀ ଚେହେରା, ସେପ୍ଟେମ୍ବରରେ ଆସନ ବୁଝାମଣା

ମହାଗଠବନ୍ଧନରେ ସିଟ୍ ଶେୟରିଂକୁ ନେଇ ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି ଯେ ଆସନ୍ତା ମାସରୁ ଆଲୋଚନା ଆରମ୍ଭ ହେବାର ସମ୍ଭାବନା ରହିଛି। ସେ କହିଛନ୍ତି, “ସେପ୍ଟେମ୍ବରରେ ଆଲୋଚନା…

ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ, ଇସ୍କନ୍‌ ବିରୋଧରେ ଗର୍ଜିଲେ ଜଗନ୍ନାଥପ୍ରେମୀ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୁଣି ତେଜିଛି ବିବାଦ । ରଥଯାତ୍ରାର ପାରମ୍ପରିକ ତିଥି ଓ ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ଇସ୍କନ୍‌ ପକ୍ଷରୁ ବିଦେଶରେ ଅଦିନିଆ ରଥଯାତ୍ରା…