ବିନା ଆପ୍ ଖୋଲି କରିପାରିବେ ପେମେଣ୍ଟ, ୟୁପିଆଇର ନୂଆ ଫିଚର

ଥରେ ଭାବନ୍ତୁତ କିଛି କିଣି ସାରି ଦୋକାନରେ ପେମେଣ୍ଟ କରିବା ସମୟରେ ଯଦି ଫୋନର ଇଣ୍ଟରନେଟ କାମନକରେ କିମ୍ୱା ଆପଣଙ୍କ ପାଖରେ କ୍ୟାସ ମଧ୍ୟ ନଥାଏ ତେବେ ଆପଣ କଣ କରିବେ ? କିନ୍ତୁ ବର୍ତ୍ତମାନ ଏହି ଅସୁବିଧାକୁ ଦୂର କରିବା ପାଇଁ ଭାରତୀୟ ଜାତୀୟ ପେମେଣ୍ଟ୍‌ସ କର୍ପୋରେସନ୍‌ ଦୁଇଟି ନୂଆ ନିୟମ ଲାଗୁକରିଛି । ଯାହା କି ଟଚଓ ଞବକ୍ଟ୍ର ବଦ୍ଭୟ ଚବଚ୍ଚ ତଥା ଗଚ୍ଚଟଚଓ ଭାବରେ ଆପରେ ସୋକରିବ ।

 ୟୁପିଆଇ ପେମେଣ୍ଟ କରିବା ଏବେ ଆହୁରି ସହଜ ହୋଇଗଲା । ଦୋକାନରେ ପେମେଣ୍ଟ କରିବା ପାଇଁ ପ୍ରତ୍ୟକଥର ଆପ ଖୋଲିବା, କ୍ୟୁଆର କୋଡ ସ୍କାନ କରିବା ତଥା ମୋବାଇଲରେ ଇଣ୍ଟରନେଟ କନେକସନ ଆସିବା ପାଇଁ ଅପେକ୍ଷା କରିବାକୁ ଆଉ ପଡିବ ନାହିଁ ।

ଥରେ ଭାବନ୍ତୁତ କିଛି କିଣି ସାରି ଦୋକାନରେ ପେମେଣ୍ଟ କରିବା ସମୟରେ ଯଦି ଫୋନର ଇଣ୍ଟରନେଟ କାମନକରେ କିମ୍ୱା ଆପଣଙ୍କ ପାଖରେ କ୍ୟାସ ମଧ୍ୟ ନଥାଏ ତେବେ ଆପଣ କଣ କରିବେ ? କିନ୍ତୁ ବର୍ତ୍ତମାନ ଏହି ଅସୁବିଧାକୁ ଦୂର କରିବା ପାଇଁ ଭାରତୀୟ ଜାତୀୟ ପେମେଣ୍ଟ୍‌ସ କର୍ପୋରେସନ୍‌ ଦୁଇଟି ନୂଆ ନିୟମ ଲାଗୁକରିଛି । ଯାହା କି ଟଚଓ ଞବକ୍ଟ୍ର ବଦ୍ଭୟ ଚବଚ୍ଚ ତଥା ଗଚ୍ଚଟଚଓ ଭାବରେ ଆପରେ ସୋକରିବ ।
ଞବକ୍ଟ୍ର ବଦ୍ଭୟ ଚବଚ୍ଚ ସାହାଯ୍ୟରେ ଏମଏଫସି ସୁବିଧା ଥିବା ଫୋନ୍‌କୁ ଚଙଝ ମେସିନ୍‌ରେ ଟ୍ୟାପ୍ କରି ସିଧାସଳଖ ପେମେଣ୍ଟ କରିହେବ । ଅନ୍ୟପକ୍ଷରେ, ଗଚ୍ଚଟଚଓର ଉଦ୍ଦେଶ୍ୟ ହେଉଛି ଟଚଓ ସହ ଜଡ଼ିତ ସୂଚନା ଓ ସେବାକୁ ଅଧିକ ସରଳ ଏବଂ ସୁବିଧାଜନକ କରିହେବ ।
ଏହି ନୂଆ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ପିନ୍ ନଦେଇ ପେମେଣ୍ଟ୍ କରିବାର ସୁବିଧା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେବେ ଏହା ନିର୍ଦ୍ଦିଷ୍ଟ ନିୟମ ଓ ସୀମା ଅନୁସାରେ ଲାଗୁ ହେବ । ଗଚ୍ଚଟଚଓର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟଚଓ ବ୍ୟବହାରକୁ ଆହୁରି ସରଳ କରିବା । ପେମେଣ୍ଟ୍ କରିବା ପୂର୍ବରୁ ବ୍ୟବହାରକର୍ତ୍ତା କାହା ପାଖକୁ ଟଙ୍କା ଯାଉଛି, କେତେ ଟଙ୍କା ଦେଉଛନ୍ତି ଏବଂ ପେମେଣ୍ଟ୍ ସମ୍ପର୍କିତ ଅଧିକ ସୂଚନା ଜାଣିବାର ସୁଯୋଗ ମିଳିବ । ଫଳରେ ପେମେଣ୍ଟ୍ ପୂର୍ବରୁ ବ୍ୟବହାରକାରୀ ଅଧିକ ସ୍ପଷ୍ଟତା ପାଇପାରିବେ । ଏନପିସିଆଇ ଅନୁସାରେ, ଗଚ୍ଚଟଚଓ ଏକ ପ୍ରକାରର ଟ୍ରଷ୍ଟ ଏବଂ କଣ୍ଟ୍ରୋଲ୍ ଲେୟର୍ ଭାବେ କାମ କରିବ । ଏହା ମାଧ୍ୟମରେ ବ୍ୟବହାରକାରୀଙ୍କୁ ୨୪ ଘଣ୍ଟା, ସପ୍ତାହର ୭ ଦିନ ଭିନ୍ନ ଭିନ୍ନ ଭାଷାରେ ସହାୟତା ମିଳିବ । ଏଥିସହ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସେଲ୍ଫ-ସର୍ଭିସ୍ ଅପ୍ସନ୍ ମଧ୍ୟ ଉପଲବ୍ଧ କରାଯିବାର ଯୋଜନା ରହିଛି । ଅର୍ଥାତ୍ ଟଚଓ ସମ୍ପର୍କିତ ସମସ୍ୟା କିମ୍ବା ସୂଚନା ପାଇଁ ବ୍ୟବହାରକର୍ତ୍ତା ନିଜେ ଆବଶ୍ୟକ ସେବା ଓ ସହାୟତା ପାଇପାରିବେ ।

Leave a Reply

Your email address will not be published. Required fields are marked *