ଗୋଲଡେନ ବୁଟ ଦୌଡ଼ରେ ଆଗରେ ମେସି , ୮ ଗୋଲ ସହ ୪ ଆସିଷ୍ଟ

ଆର୍ଜେଣ୍ଟିନାର ଫୁଟବଲର ମେସି ଗୋଲଡେନ ବୁଟ ରେସରେ । ଗତ ଦୁଇଟି ନକ ଆଉଟ ମ୍ୟାଚରେ ଗୋଲ ଦେଇ ନଥିଲେ ମଧ୍ୟ ଗୋଲ ଦେବାରେ ସହାୟତା କରିଥିଲେ ମେସି । ସେ ଚଳିତ ବିଶ୍ବକପରେ ୮ଟି ଗୋଲ ଦେଇଥିଲେ ।

ଆର୍ଜେଣ୍ଟିନାର ଫୁଟବଲର ମେସି ଗୋଲଡେନ ବୁଟ ରେସରେ । ଗତ ଦୁଇଟି ନକ ଆଉଟ ମ୍ୟାଚରେ ଗୋଲ ଦେଇ ନଥିଲେ ମଧ୍ୟ ଗୋଲ ଦେବାରେ ସହାୟତା କରିଥିଲେ ମେସି । ସେ ଚଳିତ ବିଶ୍ବକପରେ ୮ଟି ଗୋଲ ଦେଇଥିଲେ । ୪ଟି ଗୋଲରେ ସହାୟତା କରିଛନ୍ତି । ତେଣୁ ଗୋଲଡେନ ବୁଟ ରେସରେ ମେସି ପ୍ରଥମ ସ୍ଥାନରେ ଅଛନ୍ତି । ଏମବାପେ ୮ଟି ଗୋଲ କରିଛନ୍ତି , ୩ଟି ଗୋଲ କରିବାରେ ସହାୟତା କରିଛନ୍ତି ।

ଇଂଲଣ୍ଡର ହ୍ୟାରି କେନ  ଏବଂ ଯୁବ ଖେଳାଳି ବେଲିଂହାମ ୬ଟି ଲେଖାଁଏ ଗୋଲ କରି ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି । ରବିବାର ବିଶ୍ବକପର ଫାଇନାଲରେ ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ । ମେସି ବିଶ୍ବର ୨ୟ ଖେଳାଳି ଭାବେ ୩ଟି ଫାଇନାଲ ଖେଳିବାର ରେକର୍ଡ କରିବେ । ମେସି ୨୦୨୪ ଫାଇନାଲ, ୨୦୨୨ରେ ତାଙ୍କ ନେୃତ୍ବରେ ଟାଇଟଲ ଜିତିଥିଲା । ପୂର୍ବରୁ ବ୍ରାଜିଲର କାଫୁ ୧୯୯୪, ୯୮ ଏବଂ ୨୦୦୨ ବିଶ୍ବକପ ଖେଳିଥିଲେ ।

Leave a Reply

Your email address will not be published. Required fields are marked *