ସପ୍ତମ ଥର ଅଷ୍ଟ୍ରେଲିଆ ହାତେଇଲା ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ । ଏଥିସହ ଏହି ପରାଜୟ ପରେ ଇଲଂଣ୍ଡର ଦ୍ବିତୀୟ ଟାଇଟଲ ହାସଲ କରିବାର ଆଶା ଧୂଳିସାତ ହୋଇଛି ଏହି ବିଜୟ ସହ ଅଷ୍ଟ୍ରେଲିଆ ୭ ଥର ଟି-ଟ୍ବେଣ୍ଟି ବିଶ୍ବ ଚାମ୍ପିଅନ ହୋଇଛି ।
ସପ୍ତମ ଥର ଅଷ୍ଟ୍ରେଲିଆ ହାତେଇଲା ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ । ଏଥିସହ ଏହି ପରାଜୟ ପରେ ଇଲଂଣ୍ଡର ଦ୍ବିତୀୟ ଟାଇଟଲ ହାସଲ କରିବାର ଆଶା ଧୂଳିସାତ ହୋଇଛି ଏହି ବିଜୟ ସହ ଅଷ୍ଟ୍ରେଲିଆ ୭ ଥର ଟି-ଟ୍ବେଣ୍ଟି ବିଶ୍ବ ଚାମ୍ପିଅନ ହୋଇଛି । ପୁରା ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଅପରାଜେୟ ରହିଥିଲା । ୨୦୧୦, ୧୨, ୧୪, ୧୮ ୨୦୨୦ ଏବଂ ୨୦୨୩ ଏବଂ ୨୦୨୬ ସଂସ୍କରଣରେ ଚାମ୍ପିଅନ ହୋଇଛି । ୱେଷ୍ଟିଇଣ୍ଜିଜ ୨୦୧୬, ନ୍ୟୁଜିଲାଣ୍ଡ ୨୦୨୪ ଟି-ଟ୍ବେଣ୍ଟି ବିଶବକପ ଜିତିଥିଲା । ଇଲଂଣ୍ଡକୁ ୭ ୱିକେଟରେ ପାରିଜତ କରିଛି ଅଷ୍ଟ୍ରେଲିଆ । ଇଲଂଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୧୫୦ ରନ କରିଥିଲା । ହେଲେ ଅଷ୍ଟ୍ରେଲିଆ ମାତ୍ର ୩ୱିକେଟ ହରାଇ ୧୭ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ବେଥ ମୁନି ପ୍ଲେୟାର ଅଫ ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଥିଲେ ।

