କେନ୍ଦ୍ରାପଡ଼ାରେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ବିରୋଧ ; କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି ମୁହାଁମୁହିଁ । କଂଗ୍ରେସ କର୍ମୀ ମାନେ କେନ୍ଦ୍ରାପଡ଼ାର ଦୁହୁରିଆ ଠାରେ ବିରୋଧ ପାଇଁ ପ୍ରସ୍ତୁତ ହୋଇ ସ୍ଲୋଗାନ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି ମୁହାଁମୁହିଁ । କଂଗ୍ରେସ କର୍ମୀ ମାନେ କେନ୍ଦ୍ରାପଡ଼ାର ଦୁହୁରିଆ ଠାରେ ବିରୋଧ ପାଇଁ ପ୍ରସ୍ତୁତ ହୋଇ ସ୍ଲୋଗାନ ଦେଇଛନ୍ତି । ବିଜେପି କର୍ମୀ ଏହାକୁ ବିରୋଧ କରିବାରୁ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ୍ କଂଗ୍ରେସ ନେତାଙ୍କୁ ଉଠାଇ ନେଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । 

Leave a Reply

Your email address will not be published. Required fields are marked *