ଇରାନ୍‌-ନ୍ୟୁଜିଲାଣ୍ଡ୍‌, ସାଉଦି ଆରବ-ଉରୁଗୁଏ ମୁକାବିଲା ଡ୍ର’

ଲସ୍‌ ଏଞ୍ଜେଲସ୍‌ରେ ଖେଳାଯାଇଥିବା ଇରାନ୍‌-ନ୍ୟୁଜିଲାଣ୍ଡ୍‌ ମୁକାବିଲା ଅଧିକ ରୋମାଞ୍ଚକର ହୋଇଥିଲା ଉଭୟ ଦଳ ଉଭୟାର୍ଦ୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ବରାବର ସ୍ଥିତିରେ ଅଭିଯାନ ଶେଷ କରିଥିଲେ।…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ ଖୁଲାସା : ପୁରୁଷ ବନ୍ଧୁ ବିରୋଧରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ସୁରାକ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ ମୃତ୍ୟୁ ମାମଲାରେ ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ମୃତ୍ୟୁ ପୂର୍ବରୁ ଚାର୍ଟରେ ରହିଛି  ମାନସିକ ନିର୍ଯାତନା କାହାଣୀ । କଟକ ଡିସିପି…

ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟି ! ବନାନରୁ ଫଟୋ ପର୍ଯ୍ୟନ୍ତ ଭୁଲର ପାହାଡ଼

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ତ୍ରୁଟି । କେଉଁଠି ବନାନ ଭୁଲ ତ ଅଉ କେଉଁଠି ମହାପୁରୁଷଙ୍କ ଫଟୋ ଭୁଲ୍ । ଏମିତିକି ଓଡ଼ିଶା ବିଧାନସଭା…

ଅର୍ଥ ହେରଫେର ଅଭିଯୋଗ ମାମଲା ; ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଅଧିକାରୀଙ୍କ ତନାଘନା

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍‌ର ପଚରାଉଚରା । ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ମାରାଥନ୍ ଜେରା କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଜି…

ସେମିଫାଇନାଲ୍‌ ପ୍ରବେଶ ସହ ଭାରତକୁ ପ୍ରୋ ଲିଗ୍‌ ଯୋଗ୍ୟତା, ଏଫଆଇଏଚ୍‌ ନେସନ୍ସ କପ୍‌ ମହିଳା ହକି

ମଙ୍ଗଳବାର ମ୍ୟାଚ୍‌ରେ ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ୩୩ତମ ମିନିଟରେ ସଲିମା ଟେଟେ ‌ଗୋଲ୍‌ ଦେଇଥିଲେ ମଧ୍ୟ ଜାପାନ ଏହାକୁ ତୁରନ୍ତ ଶୁଝାଇ ଦେଇଥିଲା।…

ତୁଷୁରା ଏନଏସି ଅଫିସରେ ତାଲା , ବକେୟା ଇପିଏଫ୍ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ତୁଷୁରା ଏନ୍ ଏ ସି ଅଫିସ ଗେଟରେ ତାଲା । ଗେଟରେ ତାଲା ଦେଇ ଆନ୍ଦୋଲନ କଲେ ସଫେଇ କର୍ମଚାରୀ । ବକେୟା ଇପିଏଫ ଟଙ୍କା ପାଇ…

ଆଇସିସି ନିୟମ ୨.୧୨ରେ ଫସିପାରନ୍ତି ବୈଭବ , ବ୍ୟାନ୍ ଆଶଙ୍କା ଜୋରଦାର

ବୈଭବଙ୍କ ଉପରେ ଆଇସିସି ନେଇପାରେ କାର୍ଯ୍ୟାନୁଷ୍ଠାନ,  ଶ୍ରୀଲଙ୍କା ଏ ଏବଂ ଭାରତ ଏ ମଧ୍ୟରେ ଏକ ମ୍ୟାଚ ଚାଲିଥିଲା । ଅଚାନକ ବୈଭବଙ୍କ ସହ ଶ୍ରୀଲଙ୍କାର ଖେଳାଳିଙ୍କ…

ମ୍ୟାନମାରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଲେ ଜିନପିଙ୍ଗ

ଚୀନ୍ ନେତା ସି ଜିନପିଙ୍ଗ ମ୍ୟାନମାରର ସାର୍ବଭୌମତ୍ୱକୁ ସୁରକ୍ଷା ଦେବାକୁ ମଙ୍ଗଳବାର ଦିନ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଚାଇନା ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। ଚୀନ୍ ନେତା…

ନାଗପୁରରେ ବାୟୁସେନା କର୍ମଚାରୀଙ୍କ ପତ୍ନୀଙ୍କୁ ଦୁଷ୍କର୍ମ, ବ୍ଲାକମେଲ୍ ଓ ଜବରଦସ୍ତ ଧର୍ମାନ୍ତରୀକରଣ; ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ

ପୀଡ଼ିତା, ଯିଏକି ବୃତ୍ତିରେ ଜଣେ ପ୍ରପର୍ଟି ଡିଲର, ତାଙ୍କ ଅଭିଯୋଗ ଅନୁଯାୟୀ ଫେବୃଆରୀ ୮ତାରିଖ ୨୦୨୫ ରେ ଆୟାଜ ଜମି କିଣିବା ବାହାନାରେ ତାଙ୍କୁ ୱାର୍ଦ୍ଧା ରୋଡସ୍ଥିତ…

ବାର୍ଦ୍ଧକ୍ୟଠାରୁ ବଳିଗଲା ଭତ୍ତା ଯନ୍ତ୍ରଣା : ୩ ମାସ ହେଲା ମିଳୁନି ଟଙ୍କା

ବାର୍ଦ୍ଧକ୍ୟ ଯନ୍ତ୍ରଣା ଠାରୁ ବଳିଗଲା ଭତ୍ତା ଯନ୍ତ୍ରଣା । ତିନି ମାସ ହେଲା ମିଳୁନି ଭତ୍ତା । ଏକାଠି ହେଲେ ଶହଶହ ବୃଦ୍ଧବୃଦ୍ଧା । ତୁରନ୍ତ ବକେୟା…

ଶେଷ ରଜରେ ମାଆ ମଙ୍ଗଳାଙ୍କ ପୀଠରେ ଅସମ୍ଭାଳ ଭିଡ଼ , ଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମାଆ

ଓଡ଼ିଶାର ଗଣପର୍ବ ରଜର ଆଜି ଶେଷ ଦିନ । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ଭିଡ଼ ଜମିଥିବାବେଳେ ପୁରୀ ଜିଲ୍ଲା କାକଟପୁର ସ୍ଥିତ ପ୍ରସିଦ୍ଧ…

ପୁଣି ହୃଦୟ ଜିତିଲେ ଜାପାନ ପ୍ରଶଂସକ! ମ୍ୟାଚ୍ ସରିବା ପରେ ସଫା କଲେ ଷ୍ଟାଡିୟମ୍

୧୯୮୮ ଫ୍ରାନ୍ସ ବିଶ୍ୱକପ୍‌ରୁ ଜାପାନର ‘ସାମୁରାଇ ବ୍ଲୁ’ ପ୍ରଶଂସକମାନେ ମ୍ୟାଚ୍ ପରେ ଷ୍ଟାଡିୟମ୍ ସଫା କରିବାର ଏହି ମହାନ ପରମ୍ପରା ଆରମ୍ଭ କରିଥିଲେ । ଚଳିତ ଫିଫା…

ମଧ୍ୟପ୍ରାଚ୍ୟରେ ଥମିବ ଯୁଦ୍ଧ, ଫେରିବ ଶାନ୍ତି; ଶାନ୍ତିଚୁକ୍ତି ପାଇଁ ଆମେରିକା-ଇରାନ ସହମତ

ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଆମେରିକା ଓ ଇରାନ ରାଜି ହୋଇଛନ୍ତି । ୧୪ ସୂତ୍ରୀ ଶାନ୍ତି ଚୁକ୍ତି ପାଇଁ ଦୁଇ ରାଷ୍ଟ୍ର ରାଜି…

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ପାଇଁ ବଉଳବୃକ୍ଷ ଚୟନ

ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ, ବଡ଼ଠାକୁର ଓ ଦେବୀ ସଭଦ୍ରାଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ବକୁଳବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଙ୍କ…

ମାଟି ତଳେ ଏମିତି କ’ଣ ଥିଲା ? ୭ ଦିନ ଗୋଟିଏ ଜାଗାରେ ବୁଲିଲା ଗାଈ,ଗାଁଲୋକ କଲେ ପୂଜା ; କହିଲେ ହର ହର ମହାଦେବ

ଗୋଟିଏ ଗାଈ ଗତ ୭ ଦିନ ଧରି ଏକ ବିଲରେ କ୍ରମାଗତ ଭାବେ ବୁଲି ବୁଲି ପରିକ୍ରମା କରୁଥିଲା। ଏହାକୁ ଦେଖିବା ପାଇଁ ସେଠାରେ ହଜାର ହଜାର…