ଅଷ୍ଟ୍ରେଲିଆରେ ଓଡ଼ିଆ ସଂସ୍କୃତିର ମହାମିଳନ, ‘ଝିଲମିଲ୍ ରାତି’ରେ ଏକାଠି ହେଲେ ୮୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ପରିବାର

ସିଡନୀ ଏବଂ ମେଲବୋର୍ଣ୍ଣରେ ପ୍ରଥମ ଥର ପାଇଁ ଓଡ଼ିଆ ସିନେମା କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରି “ଝିଲମିଲ୍ ରାତି” ଅଷ୍ଟ୍ରେଲିଆର…

କଣାସରେ ୩ ଯୁବକଙ୍କୁ ଛୁରାମାଡ଼; ପୂର୍ବ ଶତ୍ରୁତାରୁ ଆକ୍ରମଣ, ଜଣେ ଗୁରୁତର

ପୁରୀ କଣାସ ରାଣିପଡ଼ା ଠାରେ ୩ଯୁବକୁ ଛୁରା ମାଡ଼ । ଆକ୍ରମଣରେ ତାପସ ରାଉତ ନାମକ ୧୮ ବର୍ଷୀୟ ଯୁବକ ଗୁରୁତର। ଅବସ୍ଥା ସଂକଟପନ୍ନ ଥିବାରୁ କଣାସ…

ମଦ ମାଫିଆଙ୍କ ଦବଙ୍ଗଗିରି, ଅବକାରୀ ଗାଡ଼ି ଉପରେ ପଥରମାଡ଼

ପାର୍ବଣ ଋତୁ ଆସୁଥିବାରୁ ସକ୍ରିୟ ହୋଇଛନ୍ତି ମଦ ବେପାରୀ । ବେଆଇନ ମଦ କାରବାର ରୋକିବାକୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ, ୟୁନିଟ୍-୨ ପକ୍ଷରୁ ସୋର…

ଦକ୍ଷିଣ ପ୍ରଶାନ୍ତ ମହାସାଗରର ଭାନୁଆଟୁ ଉପକୂଳରେ ଫେରି ବୁଡ଼ି : ଜଣେ ମୃତ

ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଭାନୁଆଟୁ ଉପକୂଳରେ ଏକ ଫେରି ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ନିଖୋଜ ଥିବା ସ୍ଥାନୀୟ ସରକାର କହିଛନ୍ତି। ଦକ୍ଷିଣ…

୯/୧୧ ଆକ୍ରମଣ ପୂର୍ବରୁ ଲାଡେନର ହିଟ୍ ଲିଷ୍ଟରେ ଥିଲା ଭାରତ : ୨୫ ବର୍ଷ ପରେ ଗୁପ୍ତ ଗୁଇନ୍ଦା ରିପୋର୍ଟ ପ୍ରକାଶ

୯/୧୧ ଆକ୍ରମଣର ୨୫ତମ ବାର୍ଷିକୀରେ, ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ ଦ୍ୱାରା ପ୍ରକାଶିତ ୭୦ ରୁ ଅଧିକ ଗୋପନୀୟ ତଥ୍ୟ ବିଶ୍ୱ ସୁରକ୍ଷା ଇତିହାସର ଏକ ଭୟଙ୍କର…

ପଦ୍ମା ନଦୀରେ ଡଙ୍ଗା ବୁଡ଼ି : ଦେବଦୂତ ପାଲଟିଲେ ଭାରତୀୟ ବିଏସଏଫ ଯବାନ

ବାଂଲାଦେଶର ଚାପାଇ ନବାବଗଞ୍ଜ ଜିଲ୍ଲାର ପଦ୍ମା ନଦୀରେ ଏକ ଡଙ୍ଗା ଘଟଣାରେ ବୁଡ଼ିଯାଉଥିବା ସମୟରେ ଭାରତୀୟ ସୀମା ସୁରକ୍ଷା ବଳ(ବିଏସଏଫ) ଯବାନମାନେ ୧୦ ଜଣ ବାଂଲାଦେଶୀଙ୍କୁ ସୁରକ୍ଷିତ…

୨୪୦ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡୋନେସିଆ ଜାହାଜ ନିଖୋଜ : ଯୋଗାଯୋଗ ବିଚ୍ଛିନ୍ନ

ଇଣ୍ଡୋନେସିଆର ବୋର୍ନିଓ ଦ୍ୱୀପ ନିକଟରେ ଏକ ଜାହାଜ ନିଖୋଜ ହୋଇଯାଇଛି। ରିପୋର୍ଟ ଅନୁସାରେ, ଜାହାଜଟି ୨୪୦ ଜଣ ଯାତ୍ରୀଙ୍କୁ ନେଇ ଦକ୍ଷିଣ କାଲିମଣ୍ଟାନ ପ୍ରଦେଶ ଅଭିମୁଖେ ଯାଉଥିଲା…

ହର୍ମୁଜ୍‌ରେ ପୁଣି ଜାହାଜ ବିସ୍ଫୋରଣ : ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ

ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ସାମୁଦ୍ରିକ କ୍ଷେତ୍ରକୁ ନିଜ ନିୟନ୍ତ୍ରଣରେ ନେବାକୁ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ…

ଭାରତ-ଚୀନ୍ ମଧ୍ୟରେ ପୁଣି ସିଧା ଆକାଶ ସଂଯୋଗ, ୬ ବର୍ଷ ପରେ ଦିଲ୍ଲୀ-ଗୁଆଙ୍ଗଝୁ ଫ୍ଲାଇଟ୍

ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ, ଚାଇନା ଦକ୍ଷିଣ ଏୟାରଲାଇନ୍ସ ଘୋଷଣା କରିଛି, ଛଅ ବର୍ଷ ପରେ ଗୁଆଙ୍ଗଝୁ…

ଜେଲରେ ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଭିଆଇପି ସୁବିଧା: ସିଜ୍ ହୋଇଥିବା ମୋବାଇଲରୁ ମିଳିଲା ବହୁ ପର୍ଣ୍ଣ ଭିଡିଓ

ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜନତା ଦଳର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ଜେଲ ସେଲରୁ ଜବତ ହୋଇଥିବା ମୋବାଇଲ୍ ଫୋନରୁ ବହୁ ପରିମାଣର ଅଶ୍ଳୀଳ…

ବ୍ରିକ୍ସ ୨୦୨୬: ୟୁଏଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ବ୍ରିକ୍ସ ସମ୍ମିଳନୀ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁଏଇର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ୍‌ଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ମଧ୍ୟରେ…

ଏସୀୟ କ୍ରୀଡ଼ା ଦଳରୁ ଶେଷ ମୁହୂର୍ତ୍ତରେ ବାଦ୍: ଭାଙ୍ଗି ପଡ଼ିଲେ ଉଷୁ ଖେଳାଳି ଦିବ୍ୟାଂଶୀ

ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବା ପ୍ରାୟ ୯ ମିନିଟର ଭିଡିଓରେ ସେ ଦାବି କରିଛନ୍ତି ଯେ ଗତ କିଛି ମାସ ଧରି ତାଙ୍କୁ ମାନସିକ ଓ ଶାରୀରିକ…

‘ଆପଣ ଏତେ ଲୋକପ୍ରିୟ…’: ମୋଦୀଙ୍କୁ ମାଲେସିଆ PMଙ୍କ ବଡ଼ ପ୍ରଶଂସା

ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକ ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଓ ଉଷ୍ମ ଆଲୋଚନା ଦେଖିବାକୁ ମିଳିଥିଲା । ସେ…

ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପ୍ରଶିକ୍ଷକ; ଇତିହାସରେ ପ୍ରଥମ

ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟତାପ୍ରାପ୍ତ ଉଡ଼ାଣ ପ୍ରଶିକ୍ଷକ ୱେଲ୍ସସ୍ଥିତ ୟୁକେ ରୟାଲ୍ ଏୟାରଫୋର୍ସ ଭ୍ୟାଲିରେ ନିୟୋଜିତ ହୋଇଛନ୍ତି, ଯେଉଁମାନେ ବ୍ରିଟେନର ରୟାଲ୍…

ବଲୁଚିସ୍ତାନରେ ପୁଣି ରକ୍ତପାତ , ୫ ନାଗରିକଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀ ହତ୍ୟା କରିଥିବା ଅଭିଯୋଗ

ଖୁଜଦାର୍‌ ଜିଲ୍ଲାରେ ଦୁଇଟି ପୃଥକ୍‌ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ଜଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବଲୁଚିସ୍ତାନ ନ୍ୟାସନାଲ…