Blog

କାମାକ୍ଷାନଗର-ଢେଙ୍କାନାଳ ରାସ୍ତାରେ ଅଘଟଣ; ୧୫ ଗୋରୁଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି

ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାରେ ଅଘଟଣ । ଅଜଣା ଗାଡ଼ି ଧକ୍କାରେ ୧୫ ଗୋରୁଙ୍କ ମୃତ୍ୟୁ । କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀରୁ ପଣ୍ଡୁଆ ମଧ୍ୟରେ…

ପଞ୍ଜାବ ଏଲପିୟୁରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, କ୍ୟାମ୍ପସରେ ନିଆଁ ଲଗାଇଦେଲେ ଛାତ୍ରଛାତ୍ରୀ

ପ୍ରତିବାଦକାରୀ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ଗେଟ୍ ଭଙ୍ଗାରୁଜା କରିଥିଲେ ଏବଂ ପରେ ଚଣ୍ଡିଗଡ଼-ଅମୃତସର ଜାତୀୟ ରାଜପଥରେ ଧାରଣା ଦେଇଥିଲେ, ଏହାକୁ ଅବରୋଧ କରିଥିଲେ। କପୁରଥଲା ପୁଲିସ ଅଧିକ୍ଷକ ଗୌରବ…

ଚାର୍ଜସିଟ୍ ଦାଖଲରେ ବିଳମ୍ବ ହେଲେ ଆଇଓଙ୍କୁ ଚେତାବନୀ, ଅଭିଯୁକ୍ତ ଜାମିନ୍‌ ପାଇଲେ ଦାୟୀ

ଅଭିଯୁକ୍ତ ଜାମିନ୍‌ ପାଇଲେ ତଦନ୍ତକାରୀ ଅଧିକାରୀ ବା IOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଭଳି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ବିନୟତୋଷ ମିଶ୍ର । ସମ୍ବଲପୁର…

ଭୁବନେଶ୍ୱର ଓୟୁଏଟିରେ ନିଯୁକ୍ତି ମେଳା, ‘ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ଓ ଗବେଷଣା ଅଡିଟୋରିୟମରେ ଆୟୋଜିତ ହୋଇଛି ସରକାରଙ୍କ ନିଯୁକ୍ତି ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ହର୍ମୁଜର ଶକ୍ତି କରିଡର ଏବେ ପାଲଟିଛି ମୃତ୍ୟୁ କରିଡର, ଜାହାଜ ଉପରେ କ୍ଷପଣାସ୍ତ୍ର ମାଡ଼

ହର୍ମୁଜ୍ ପ୍ରଣାଳୀରେ ଇରାନ ଦ୍ୱାରା କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ନୌସେନା କାର୍ୟ୍ୟକଳାପ ବୃଦ୍ଧି ପାଇଥିବା ଅଭିଯୋଗ ଆସିଛି। ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି, ପ୍ରଣାଳୀରେ ଥିବା ଜାହାଜଗୁଡ଼ିକୁ ଚାରି…

ଯୁଏନଏସସିରେ ଭାରତର ସ୍ଥାୟୀ ସଦସ୍ୟତା ଦାବି ବାଟରେ କଣ୍ଟା ପାଲଟିଛି କଫି କ୍ଲବ୍: ରୁଷ, ପର୍ତ୍ତୁଗାଲ ଏବଂ ଭି-୪ ଦେଶଙ୍କ ସମର୍ଥନ ପରେ ବି କଷ୍ଟକର ହେଉଛି ଲକ୍ଷ୍ୟ

ଭାରତ ଆସନ୍ତା ବର୍ଷ ପାଇଁ ସୁରକ୍ଷା ପରିଷଦରେ ଏକ ଅସ୍ଥାୟୀ ଆସନ ଦାବି ମଧ୍ୟ କରୁଛି, କିନ୍ତୁ ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଏକ ସ୍ଥାୟୀ ଆସନ…

ଆମ ଅନୁମତି ବିନା ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ କାହାକୁ ଦେଇ ପାରିବନି ତୁର୍କୀ: ଚୁକ୍ତିନାମା ମନେ ପକାଇ ହାତବାନ୍ଧି ଦେଲେ ରୁଷ ବୈଦେଶିକ ମନ୍ତ୍ରୀ

ଏସ୍-୪୦୦ ଚୁକ୍ତିର ଶେଷ-ବ୍ୟବହାରକାରୀ ପ୍ରମାଣପତ୍ର ବା ଏଣ୍ଡ-ୟୁଜର୍ ସାର୍ଟିଫିକେଟ୍ (ଇୟୁସି) ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ବାଣିଜ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଦଲିଲ୍। ଯେତେବେଳେ କୌଣସି ଦେଶ ଅନ୍ୟ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ; ବିରାଟ-ରୋହିତଙ୍କ ନଜରରେ ବଡ଼ ରେକର୍ଡ

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ । ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନରେ ପୁଣି ବ୍ରେକ୍, ଆହତ ଯୋଗୁଁ ଅଷ୍ଟ୍ରେଲିଆ-ଏ ସିରିଜରୁ ବାଦ୍

ଟିମ୍ ଇଣ୍ଡିଆକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପୁଣି ଅଟକିଛି । ପୁଣି ଆହତ ହେବା ଯୋଗୁଁ ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜରୁ ବାଦ୍‌ ପଡ଼ିଛନ୍ତି ହାର୍ଦ୍ଦିକ । ରିପୋର୍ଟ…

ଶେଖ ହସିନାଙ୍କ ମାମଲାକୁ ଭାରତ-ବାଂଲାଦେଶ ଉପରେ ଛାଡିଲା ଆମେରିକା: ଆୱାମୀ ଲିଗ୍ ପ୍ରତିବନ୍ଧକ ଉପରେ ଦେଖାଇଲା ଦୋମୁହାଁ ନୀତି

ଆମେରିକୀୟ ଅଧିକାରୀ କହିଛନ୍ତି, ଆମେ ବୁଝିପାରୁଛୁ ଯେ ଏହି ପ୍ରସଙ୍ଗ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଆମେ ଆଶା କରୁଛୁ…

ତ୍ରିରଙ୍ଗା ଥାଳି ବଜେଟକୁ ନେଇ ଚିନ୍ତା, ପୋଷଣ ମାସରେ ଅନୁଦାନ କମ୍

ଅନୁଦାନ କମ୍, ହେଲେ ଆୟୋଜନ ଅଧିକ। ପୋଷଣ ମାସରେ ଅଙ୍ଗନବାଡ଼ି କର୍ମୀଙ୍କୁ ଘାରିଛି ତ୍ରିରଙ୍ଗା ଥାଳି ବଜେଟ୍ ଚିନ୍ତା । ଆସନ୍ତାକାଲିଠାରୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନ ଉତ୍ସବ…

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ! ଗୁଞ୍ଜିଲା ‘ଶାନ୍ତି, ମାନବଜାତିର ଆବଶ୍ୟକତା’

ଏହି ମହା ସମାରୋହ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଦ୍ୱାରା ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଜାତିସଂଘର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିଲା।…

ତିବ୍ଦତ ସୀମା ନିକଟରେ ନେପାଳର ହିମଲୁଙ୍ଗ ହିମାଳୟର ବେସ୍ କ୍ୟାମ୍ପରେ ହିମସ୍ଖଳନ: ୧୦ ନିଖୋଜ, ଖରାପ ପାଗ ଯୋଗୁଁ ଅନେକ ରାସ୍ତା ଅବରୋଧ

ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ବଙ୍ଗୋପସାଗର ଉପରେ ଏକ ଡିପ୍ରେସନ୍ ସୃଷ୍ଟି ହୋଇଛି। ଏହା ଯୋଗୁଁ ପାହାଡ଼ରେ ପ୍ରବଳ ତୁଷାରପାତ ଏବଂ ନେପାଳର ପାହାଡ଼…

ନିର୍ବାଚନ କମିସନରଙ୍କୁ ଘେରିବା ଘଟଣା, ହିମନ୍ତ ବିଶ୍ୱଶର୍ମାଙ୍କ ବୟାନ, ରାହୁଲ ମାଗନ୍ତୁ କ୍ଷମା

ସେମାନେ ଲୋକଙ୍କ ମନରେ କାହିଁକି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆପଣଙ୍କର ଆଧାର କ’ଣ ଥିଲା? ଆପଣ ନିର୍ବାଚନ କମିସନକୁ କାହିଁକି ଆକ୍ରମଣ କଲେ? ରାହୁଲ…

ଅନଲାଇନ୍‌ରେ ହର୍ବିସାଇଡ୍ ବିକ୍ରି ମହଙ୍ଗା ପଡ଼ିଲା, ଆମାଜନ୍‌-ଫ୍ଲିପକାର୍ଟକୁ ୧୦ ଲକ୍ଷ ଟଙ୍କା ଜରିମାନା

ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ଜିଓମାର୍ଟ ଉପରେ ଜରିମାନା ଲଗାଇଛି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ବା ସିସିପିଏ । ‘ସାଇକ୍ଲୋସିନୋନ୍ ହର୍ବିସାଇଡ୍’ ନାମକ କୃଷି-ରାସାୟନିକ ଉତ୍ପାଦର ଅନଲାଇନ୍…