ଦିଲ୍ଲୀ ବାୟୁରେ ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ର ମାତ୍ରା ବୃଦ୍ଧି

ଦିଲ୍ଲୀ ବାୟୁରେ ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ର ମାତ୍ରା ବୃଦ୍ଧି: ବିଗତ ୪ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଲା ପ୍ରଦୂଷଣ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ…

ଆମେରିକା ଏବଂ ବ୍ରାଜିଲ ମଧ୍ୟରେ ଉତ୍ତେଜନା ବୃଦ୍ଧି!: ନିର୍ବାଚନରେ ହସ୍ତକ୍ଷେପ ନକରିବାକୁ ଟ୍ରମ୍ପଙ୍କୁ ଚେତାବନୀ ଦେଲେ ରାଷ୍ଟ୍ରପତି ଲୁଲା

 ଆମେରିକା ଏବଂ ଇରାନ ଏକ ଚୁକ୍ତିରେ ପହଞ୍ଚିଛନ୍ତି, ଯାହା ଦ୍ୱାରା ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ସାମୟିକ ଭାବରେ ହ୍ରାସ ପାଇଛି। ତଥାପି, ଆମେରିକାର ପଡ଼ୋଶୀ ଦେଶ ବ୍ରାଜିଲ…

ଡାକ୍ତରଙ୍କୁ ମାଡ଼ ଘଟଣା ପରେ ଉତ୍ତେଜନା , କଳା ବ୍ୟାଚ୍ ପିନ୍ଧି ଡାକ୍ତରଙ୍କ ପ୍ରତିବାଦ

ମାଲକାନଗିରି ଜିଲ୍ଲାରେ ଡାକ୍ତରଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣା ପରେ ଚିକିତ୍ସା ସେବା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ…

ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ଲାଗିବ ୪ଜି ଟାୱାର , ଡିଜିଟାଲ ସଂଯୋଗ ଜୋରଦାର

ଓଡ଼ିଶାର ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର, ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ । ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ…

ଛତିଶଗଡ଼ରେ ବିଜେପି ନେତାଙ୍କ ସହିତ ୩ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ବାଲି ମାଫିଆ

ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ଭାବେ ବାଲି ଖନନ କାରବାରରେ ଜଡ଼ିତ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଛି। ବାଲି ମାଫିଆମାନେ ବିଜେପି ନେତା…

ମମତାଙ୍କୁ ହାଇକୋର୍ଟରୁ ଝଟ୍‌କା; ଋତବ୍ରତ ହେବେ ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ଜୋରଦାର ଝଟ୍‌କା ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ବିରୋଧୀ ଦଳ ନେତା ପଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କୋର୍ଟ…

ଶିବସେନାରେ ଫାଟ: ସଞ୍ଜୟ ରାଉତଙ୍କ ବୈଠକରେ ପହଞ୍ଚିଲେ ୩ ସାଂସଦ

ଶିବସେନା (ୟୁବିଟି) ରେ ବିଭାଜନ ନେଇ ତୀବ୍ର କଳ୍ପନାଜଳ୍ପନା ମଧ୍ୟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମାତ୍ର ୩ ଜଣ ସାଂସଦ ଯୋଗ ଦେଇଛନ୍ତି। ଶିବସେନା (ୟୁବିଟି)…

ୟିରେଙ୍କିଙ୍କ ବିଳମ୍ବିତ ଗୋଲ୍‌ରେ ପାନାମାର ହୃଦୟ ଭାଙ୍ଗିଲା: ଘାନାର ବିଜୟ ଅଭିଯାନ

ପାନାମାର ରକ୍ଷଣଭାଗ ଭେଦ କରିପାରି ନଥିଲା। ତେବେ ଶେଷ ଇନ୍‌ଜୁରି ସମୟରେ ବ୍ରାଣ୍ଡନ ଥୋମାସଙ୍କ ପାସ୍‌କୁ ଗୋଲ୍‌ରେ ପରିଣତ କରି ୟିରେଙ୍କି (୯୦+୫ ମିନିଟ୍‌) ଘାନକୁ ବିଜୟ…

ମନ୍‌ପ୍ରୀତଙ୍କ ମହା-ରେକର୍ଡ, ବିଶ୍ୱ ବିଜେତା ଜର୍ମାନୀକୁ ଧୂଳି ଚଟାଇଲା ଭାରତ

ଭାରତୀୟ ପୁରୁଷ ହକି ଦଳ FIH ପ୍ରୋ-ଲିଗ୍‌ରେ ବିଶ୍ୱ ବିଜେତା ଜର୍ମାନୀକୁ ୩-୧ ଗୋଲ୍‌ରେ ହରାଇ ନେଦରଲାଣ୍ଡ୍‌ସ ଗସ୍ତର ପ୍ରଥମ ବିଜୟ ହାସଲ କରିଛି ।  ମନପ୍ରୀତ…

ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର , ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନ ଅଧୀନରେ ପୁଣି ଥରେ ଭିଜିଲାନ୍ସ ଏକ ବଡ଼ ସଫଳତା ହାସଲ କରିଛି । ଡେଲାଙ୍ଗ ଅଞ୍ଚଳର ଫରେଷ୍ଟର ରାକେଶ ପଣ୍ଡାଙ୍କୁ ୨୫…

ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ

ଚଳିତ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବହି ଛପା ହେବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଏହାର ପରିବର୍ତ୍ତେ ପୂର୍ବରୁ ଥିବା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ , ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଜୋରଦାର ହୋଇଛି । ରାଷ୍ଟ୍ରପତି…

ଆଧାର କାର୍ଡ ବ୍ୟବହାରକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ

ଆଧାର କାର୍ଡ ବ୍ୟବହାର ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି…

ଇଣ୍ଡୋନେସିଆରେ ୬.୭ ତୀବ୍ରତାଯୁକ୍ତ ଭୂମିକମ୍ପ: ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ

ଇଣ୍ଡୋନେସିଆର କିଛି ସ୍ଥାନରେ ମଙ୍ଗଳବାର ସକାଳେ ୬.୭ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି।  ଗୋଟିଏ ମିନିଟ୍‌ରୁ ଅଧିକ ସମୟ ପାଇଁ କମ୍ପନ ହୋଇଥିଲା। ଇଣ୍ଡୋନେସିଆର କିଛି ସ୍ଥାନରେ…

ପାକିସ୍ତାନ ପୁଲିସ ଗୁଳିରେ ୯ ବର୍ଷର ଅଷ୍ଟ୍ରେଲୀୟ ଶିଶୁର ମୃତ୍ୟୁ: ତଦନ୍ତ ଦାବି କଲେ ପ୍ରଧାନମନ୍ତ୍ରୀ ଆଲବାନିଜ

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହାର ଏକ ସଠିକ୍ ଓ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…