ଚିନି ବିନା ବି ମିଠା ହେବ ଚା’! ଜାଣନ୍ତୁ ସ୍ୱାସ୍ଥ୍ୟକର ବିକଳ୍ପ

ଚିନି ବିନା ବି ମିଠା ହେବ ଚା’! ଚା’ ବିନା ଅନେକଙ୍କ ଦିନ ଆରମ୍ଭ ହୁଏନି । ସକାଳ ହେଉ କି ସନ୍ଧ୍ୟା, ଚା’ କପ୍‌ଟିଏ ନ ମିଳିଲେ ଯେମିତି ଦିନ ଅଧୁରା ଲାଗେ । ହେଲେ ଚା’ରେ ମିଶୁଥିବା ଅଧିକ ଚିନି ଯୋଗୁଁ ଅନେକେ ଏବେ ଚିନ୍ତିତ। ତେବେ ଚିନି କମାଇବା ପାଇଁ ଚା’ ଛାଡ଼ିବା ଆବଶ୍ୟକ ନୁହେଁ ।

Leave a Reply

Your email address will not be published. Required fields are marked *