କାଗଜ ଉଡ଼ାଜାହାଜରୁ ରକେଟ୍ ପର୍ଯ୍ୟନ୍ତ ସବୁଠି ଜେନ୍-ଜିଙ୍କ ପ୍ରତିଭା : ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମହାକାଶ ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖି ଆହ୍ୱାନ ଦେଇଛନ୍ତି, ଆସନ୍ତୁ ବଡ଼ ସ୍ୱପ୍ନ ଦେଖିବା,…
